Monthly Archives

February 2022

ବେଲପଡା ଷ୍ଟ୍ରଙ୍ଗ ରୁମ ଅନିୟମିତତା ଅଭିଯୋଗ

ପାଟଣାଗଡ଼,୨୪/୨:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ସରିଛି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡା ଷ୍ଟ୍ରଙ୍ଗରୁମ୍‌ରେ ବ୍ଲକ୍‌ର ସମସ୍ତ ବାଲାଟ ବାକ୍ସ ରଖାଯାଇଛି । ହେଲେ ଷ୍ଟ୍ରଙ୍ଗରୁମ୍‌ରେ ଅବ୍ୟବସ୍ଥା ସନ୍ଦେହକରି…
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ:ଡାକ୍ତରଙ୍କୁ ମିଳୁଥିବା ମାଗଣା ଉପହାର ଯୋଗୁଁ ବଢୁଛି ମେଡିସିନର ମୂଲ୍ୟ

ନୂଆଦିଲ୍ଲୀ: ଡାକ୍ତରମାନଙ୍କୁ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ପକ୍ଷରୁ ଦିଆଯାଉଥିବା ଉପହାର ଏବଂ ମାଗଣା ଉପହାର ଦେବାର ଖର୍ଚ୍ଚକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରିବାକୁ ଫାର୍ମା କମ୍ପାନୀଗୁଡିକର ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଏହି ଆବେଦନକୁ…
Read More...

ପିକଅପ୍ ଦୁର୍ଘଟଣା; ଦୁଇ ମୃତ, ୫ରୁ ଅଧିକ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।  ବଇଣ୍ଡାରୁ ଆଠମଲ୍ଲିକ ଆଡକୁ ଆସୁଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଏକ ବ୍ରିଜରେ ବାଡେଇ ହୋଇ ଯାଇଥିଲା । ଫଳରେ ପିକଅପ ଭ୍ୟାନରେ ଯାଉଥିବା ୮ ଜଣରୁ ଅଧିକ ଛିଟିକି ପଡିଥିଲେ।…
Read More...

ବୌଦ୍ଧ ଏନଏସି ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ବୌଦ୍ଧ,୨୪/୨:- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ଏନଏସି କାର୍ଯ୍ୟାଳୟ ମିଟିଂ ହଲଠାରେ ବୌଦ୍ଧଗଡ ଏନଏସି ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଏହି ତାଲିକାକୁ ଉନ୍ମୋଚିତ କରିଥିଲେ । ବୌଦ୍ଧ ଏନଏସିରେ ୧୭ଟି…
Read More...

ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ଘରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । କେବଳ ସେତିକି ନୁହେଁ ୟୁକ୍ରେନର କିଭ ଓ ଖାରକିଭରେ ଋଷିଆ ପକ୍ଷରୁ ମିଜାଇଲ ଆକ୍ରମଣ କରାଯାଇଛି । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି । ଯୁଦ୍ଧକୁ ଦୃଷ୍ଟିରେ…
Read More...

ରକେଟ ମାଡ଼ରେ ୩୦୦ ମୃତ, ଖଣ୍ଡନ କଲେ ପୁଟିନ

ନୂଆଦିଲ୍ଲୀ:ଋଷ- ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଘନଘଟା ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ସେନାର ରକେଟ ମାଡରେ ୟୁକ୍ରେନର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ଗୃହମନ୍ତ୍ରୀ । ୟୁକ୍ରେନରେ ଆକ୍ରମଣ କରିସାରିଛି ଋଷ । ଏକାଧିକ…
Read More...

ସବା ଆଜାଦଙ୍କ ସହ ଘର ସଂସାର କରିବେ ହ୍ରିତିକ ? ଖୁବଶୀଘ୍ର ନେଇପାରନ୍ତି ସାତଫେରି

ବଲିଉଡ ଅଭିନେତା ହ୍ରିତିକ ରୋଶନ ତାଙ୍କ ପ୍ରେମ ଜୀବନ ଯୋଗୁଁ ସବୁବେଳେ ଚର୍ଚ୍ଚାର ରହିଆସିଛନ୍ତି । ଆଜିକାଲି ତାଙ୍କ ନାମ ଗାୟକ ତଥା ଅଭିନେତ୍ରୀ ସବା ଆଜାଦଙ୍କ ସହ ଜଡିତ ହେଉଛି । ନିକଟରେ ସବା ଆଜାଦ ରୋଶନ ପରିବାର ସହିତ ମଧ୍ୟାହ୍ନ ଭୋଜନ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟର ଏକ…
Read More...

ଜାଣନ୍ତୁ ୠଷ-ୟୁକ୍ରେନ ଯୁଦ୍ଧ ବିଷୟରେ କିଛି ବଡ କଥା

ନୂଆଦିଲ୍ଲୀ : ବିଶ୍ୱ ଯାହା ଆଶଙ୍କା କରୁଥିଲା, ତାହା ଘଟିଲା । ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଛି । ପ୍ରଥମେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ଘୋଷଣା କରିଛନ୍ତି । ପରେ ଜଣେ ୟୁକ୍ରେନ ମନ୍ତ୍ରୀ ଏହି ଆକ୍ରମଣକୁ ନିଶ୍ଚିତ କରିଥିଲେ । ଏଥି ସହିତ ପୁଟିନ ଆମେରିକାକୁ ଏହି ପୂରା ଏପିସୋଡରୁ…
Read More...

ଶେଷ ଦିନିକିଆ ଜିତିଲା ଭାରତୀୟ ମହିଳା ଦଳ, ନ୍ୟୁଜିଲାଣ୍ଡ ୪-୧ରେ ସିରିଜ କବଜା କଲା

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍‌ ଦଳ ଶେଷରେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଏକ ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି । ଗୁରୁବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ପରାଜୟ ସତ୍ତେ୍ୱ ନ୍ୟୁଜିଲ୍ୟାଣ୍ଡ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ…
Read More...

ଷ୍ଟ୍ରଙ୍ଗ ରୁମ ଆଗରେ ପ୍ରହରା ଦେଉଛନ୍ତି ବିଜେପି ନେତା ଓ କର୍ମୀ

ଗଞ୍ଜାମ : ପୁରୁଷୋତ୍ତମପୁର ବ୍ଲକ ଅଫିସ ପାଖରେ ଥିବ ଷ୍ଟ୍ରଙ୍ଗ ରୁମରେ ଭୋଟ ବାକ୍ସ ରହିଛି, ସେଥିରେ କିଛି ଜାଲିଆତି ଶାସକ ଦଳ କରିପାରନ୍ତି ବୋଲି ବିଜେପିର କର୍ମୀ, ନେତା ମାନେ ସେହି ରୁମ ଆଗରେ ପହରା ଦେଉଛନ୍ତି । ୩୬ ନଂ ଜିଲ୍ଲା ପରିଷଦ ସଦସ୍ୟା ରାଜ କୁମାରୀ ବେହେରା କହିଛନ୍ତି ଯେ ଶାସକ ଦଳ…
Read More...