Monthly Archives

February 2022

ଆତ୍ମସମର୍ପଣ କରିଥିବା ମାଓବାଦୀ ଧନଞ୍ଜୟ ଧରିଲେ ଆଣ୍ଟି ନକ୍ସଲ ପିପୁଲ୍‌ ପିସ୍‌ ଫୋର୍ସର ମଙ୍ଗ

ବାଲିଗୁଡ଼ା: କନ୍ଧମାଳ ପୋଲିସ୍‌ ପାଖରେ ଆତ୍ମସମର୍ପଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଧନଞ୍ଜୟ ଗୋପେ ଓରଫ ସୁଧିର ଏଏନ୍‌ପିପିଏଫ୍‌ (ଆଂଟି ନକ୍ସଲ ପିପୁଲ ପିସ ଫୋର୍ସ)ରେ ଯୋଗ ଦେଇଛନ୍ତି । ସେ ଏଥର ମାଓବାଦୀଙ୍କ ଦମନରେ ସାମିଲ ହେବେ ବୋଲି ସୂଚନା ମିଳିଛି । ବିଶେଷ କରି ପିଏଲଜିଏ(ପିପୁଲ୍ସ…
Read More...

ବିମାନ ଉଡ଼ାଣ ବନ୍ଦ କଲା ୟୁକ୍ରେନ, ଫସି ରହିଛନ୍ତି ବିଦେଶୀ

ମସ୍କୋ : ୟୁକ୍ରେନ ବେସାମରିକ ବିମାନ ଉଡ଼ାଣ ବନ୍ଦ କରିଦେଇଛି । ଫଳରେ ହଜାର ହଜାର ବିଦେଶୀ ନାଗରିକ ବିମାନ ବନ୍ଦର ନିକଟରେ ଫସି ରହିଥିବା ଜାଣିବାକୁ ମିଳିଛି । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ରହିଛନ୍ତି । ଯୁଦ୍ଧ ପାଇଁ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ…
Read More...

ୟୁକ୍ରେନର ୧୩ ସହରରେ ଋଷର ଆକ୍ରମଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ । ଋଷ ୟୁକ୍ରେନର ୧୩ ଟି ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ୍‍ ସମେତ ୟୁକ୍ରେନର ପୂର୍ବ ଭାଗରେ ଥିବା ସହରଗୁଡ଼ିକୁ ଟାର୍ଗେଟ କରାଯାଇଛି । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ହେବାର ଖବର ରହିଛି । କଳାସାଗର ନିକଟ ଓଡେସାରେ ଦୁଇଟି ଶକ୍ତିଶାଳୀ…
Read More...

ମାର୍ଚ୍ଚ ୨୭ରେ ଓଜେଏସ୍‌ ପରୀକ୍ଷା

ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡିଶା ନ୍ୟାୟିକ ସେବା (ଓଜେଏସ) ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୭ତାରିଖରେ ଅନୁଷ୍ଠିତ ହେବ । ୫୩ଟି ସିଭିଲ ଜଜ୍‌ ପଦବୀ ନିମନ୍ତେ ଏହି ପରୀକ୍ଷା ହେବ । ଏନେଇ ଆଜି ଓଡିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ…
Read More...

ଜାତୀୟ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଶୀର୍ଷରେ

ଫୁଲବାଣୀ : ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ପକ୍ଷରୁ ଦିଆଯାଇଥିବା ଜାତୀୟ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷାରେ ୬ ଜଣ ସଫଳତା ଲାଭ କରିଛନ୍ତି । ସେମାନେ ହେଲେ ଲିବୁନ କୁମାର କର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଭୁ ପ୍ରସାଦ ତ୍ରିପାଠୀ ଦ୍ୱିତୀୟ, ସ୍ମିତା ରାଣୀ…
Read More...

ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗ : ସୂର୍ଯ୍ୟକୁମାର,ଆୟରଙ୍କୁ ବଡ ଫାଇଦା

ଦୁବାଇ: ଆଜି ପ୍ରକାଶ ପାଇଛି ଆଇସିସି ଟି-୨୦ ମାନ୍ୟତା ତାଲିକା । ଏଥିରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି । ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଲମ୍ବା ଜମ୍ପ ମାରିଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନର…
Read More...

ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ପ୍ରବେଶ ପାଇଁ ଆବଶ୍ୟକ ନାହିଁ କୋଭିଡ୍‌ ଟିକା ପ୍ରମାଣପତ୍ର

ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ଏବଂ ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଧର୍ମାନୁଷ୍ଠାନଗୁଡ଼ିକରେ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ ପର୍ଯ୍ୟାୟକ୍ରମେ କୋହଳ କରିଚାଲିଛନ୍ତି । ଆଜି ଆଉ ଟିକେ କୋହଳ କରାଯାଇଛି । ଏଣିକି, ରାଜଧାନୀର ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଆଉ ଦରକାର…
Read More...

ରାତି ୧୦ଟାରେ ଉଠିବ ମହାଦୀପ : ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ

ଭୁବନେଶ୍ୱର: ଏବର୍ଷ ମହାଶିବରାତ୍ରି ତଥା ଜାଗର ଯାତ୍ରା ଅନେକାଂଶଣେ ସ୍ୱାଭାବିକ ରହିବ । ଭକ୍ତମାନଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ । ଭକ୍ତଙ୍କୁ ମିଳିବ ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ । ରାତି ୧୦ଟାରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ । ଲିଙ୍ଗରାଜ ମନ୍ଦିରରେ…
Read More...

ଆସନ୍ତାକାଲିଠାରୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ, ପ୍ରଥମ ମ୍ୟାଚରେ ଏହି ସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲିର ମ୍ୟାଚରେ ଅଧିନାୟକ ରୋହିତ ଶର୍ମା କେଉଁ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟି -୨୦ ସିରିଜ…
Read More...

ଟ୍ରାକ୍ଟରକୁ ଜିପ୍‌ କରିଦେଲେ ଏହି ଯୁବକ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ : ଆମେ ଆଗରୁ ଜାଣିଛେ ଓ ଶୁଣିଛେ ଯେ, ବହୁ ସ୍ୱଦେଶୀ କାରଗରମାନେ ପୁରୁଣ ଯାନକୁ ଯୋଗାଡ କରି ନୂଆ ରୂପ ଦିଅନ୍ତ ଓ ବେଳେବେଳେ ଅନ୍ୟ ଗାଡିରେ ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଏମିତି ଏକ ମାମଲା ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଏକ ପୁରୁଣା ମହିନ୍ଦ୍ରା ଟ୍ରାକ୍ଟରକୁ…
Read More...