Monthly Archives

February 2022

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକପତ୍ର ଦେଲା…

ଜି. ଉଦୟଗିରି : ପଞ୍ଚାୟତ ନିର୍ବାଚନର ଚାରୋଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଜାରି ରହିଛି । ପ୍ରଥମ ଦୁଇଟି ପର୍ଯ୍ୟାୟରେ କଣାସ, ପିପିଲି, ଚାନ୍ଦବାଲି, ଯାଜପୁର ସମେତ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ନଜରକୁ ଆସିଥିଲା । ତୃତୀୟ…
Read More...

କ୍ରିଷନ କୁମାରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ଆଇଏଏସ କ୍ରିଷନ କୁମାରଙ୍କୁ ମିଳିଛି ନୂଆ ଦାୟିତ୍ୱ । ତାଙ୍କୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବଭାବେ ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏବେ ସେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଭାବେ କାର୍ଯ୍ୟ…
Read More...

ମାଟ୍ରିକ୍‌ ପରୀକ୍ଷା ମାମଲା : ଜାଣନ୍ତୁ,ଅଫଲାଇନ ଆବେଦନ ଉପରେ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅଫଲାଇନ୍‌-ଅନଲାଇନ୍‌ ପରୀକ୍ଷା ଦ୍ୱନ୍ଦ୍ୱ ନେଇ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା । ଶୁଣାଣି ବେଳେ କୋର୍ଟ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ । ମାଟ୍ରିକ୍‌-ଦ୍ୱାଦଶ ପରୀକ୍ଷା ମାମଲାରେ ଶୁଣାଣି କରି ଅଫଲାଇନ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନ ଖାରଜ…
Read More...

ଜାଣନ୍ତୁ କେମିତି ହେବ ଭୋଟ ଗଣତି ?

ଭୁବନେଶ୍ବର: ଆସନ୍ତା ୨୬, ୨୭, ୨୮ରେ ଭୋଟ ଗଣନା ହେବାକୁ ଥିବା ବେଳେ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା ଅନୁସାରେ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣନା କରିବାକୁ ନିଷ୍ପତ୍ତି…
Read More...

ନକଲି ଡାକ୍ତରଙ୍କ ଭଉଣୀ ଗିରଫ

ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ,ମୋଟ ୧୮ଟି ବିବାହ କରିଥିବା ମାଟ୍ରିକ ଫେଲ ତଥା ଠକ ରସିକିଆ ଡାକ୍ତର ରମେଶଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରମେଶଙ୍କ ଭଉଣୀଙ୍କୁ ପୁଲିସ ଗିରଫ କରିଛି । ଜେରା ବେଳେ ଠକେଇ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । …
Read More...

ନୟାଗଡ଼ରେ ଆକର୍ଷଣୀୟ ମେମୁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ; ପୁରୀକୁ ଚଳାଚଳ ସହ ପାର୍କିଂ ଓ ଟାଉନ୍‌ ବସ୍‌ ଚଳାଚଳ…

ଦଶପଲ୍ଲା : ବଢୁଛି ମେମୁ ଟ୍ରେନ୍‌ର ଲୋକପ୍ରିୟତା । ମୋମୁ ଟ୍ରେନ୍‌ ଚାଲିବାପରେ ନୟାଗଡ଼ରୁ ଭୁବନେଶ୍ୱର ରେଳଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଆକାର୍ଷଣୀୟ ମେମୁ ଟ୍ରେନରେ ବସି ମଜା ନେବାପାଇଁ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଯାତ୍ରୀମାନଙ୍କ ପାଇଁ…
Read More...

ପଲିଥିନ ବ୍ୟବହାର ନକରିବାକୁ ସଚେତନ କଲେ ଛାତ୍ରଛାତ୍ରୀ

ବୌଦ୍ଧ,୨୩/୨:- ବୌଦ୍ଧଜିଲ୍ଲା ବଘିଆପଡା ଠାରେ ପ୍ରତି ବୁଧବାର ସାପ୍ତାହିକ ହାଟ ବସୁଥିବାବେଳେ ଏଠାକୁ ବୌଦ୍ଧ ସହର ସହିତ ଶତାଧିକ ଗ୍ରାମର ହଜାର ହଜାର ଲୋକ ଆସି କିଣାବିକା କରିଥାନ୍ତି । ଫଳରେ ଏଠାରେ ଲକ୍ଷାଧିକ ପଲିଥିନ ବ୍ୟାଗ ବ୍ୟବହୃତ ହୋଇଥାଏ ଓ ପରିବେଶକୁ ନଷ୍ଟ କରିଥାଏ । ଏହାଦେଖି ହାଟକୁ…
Read More...

ଜି. ଉଦୟଗିରି ଏସବିଆଇ ପକ୍ଷରୁ ମୁଖ୍ୟ ଶାଖାରେ ବ୍ୟାଙ୍କ ଅଦାଲତ ଅନୁଷ୍ଠିତ

ଜି. ଉଦୟଗିରି: ବ୍ୟାଙ୍କ ଅଦାଲତ ଶୁଣିଲା ବେଳେ ଟିକେ ଅଲଗା ଲାଗୁଛି । ହେଲେ ଜି. ଉଦୟଗିରି ସ୍ଥିତ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ଠାରେ ବ୍ୟାଙ୍କ ତରଫରୁ ଏକ ବ୍ୟାଙ୍କ୍‌ ଅଦାଲତ ଅର୍ଥାତ୍‌ ଋଣ ନେଇଥିବା ଗ୍ରାହକମାନଙ୍କ ଋଣ ପରିଶୋଧ ସମ୍ବନ୍ଧିତ ସମାଧାନ ଓ ଶୁଣାଣି କାର୍ଯ୍ୟକ୍ରମ…
Read More...

ଯୁବିଙ୍କ ୬ ବଲରେ ୬ ଛକା ରେକର୍ଡ କିଏ ଭାଙ୍ଗିବେ ? ପ୍ରତିକ୍ରିୟା ରଖିଲେ ଈଶାନ କିଷାନ

ନୂଆଦିଲ୍ଲୀ : ଆଇପିଏଲ ନିଲାମରେ ଇଶାନ କିଶନ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ କ୍ରିକେଟର ହୋଇଛନ୍ତି । ଇଶାନଙ୍କୁ ମୁମ୍ବାଇ ୧୫.୨୫ କୋଟିରେ କିଣିଛି ଏବଂ ତାଙ୍କ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତ୍ତମାନ ଇଶାନଙ୍କ ବଡ଼ ଖେଳାଳିଙ୍କ ମଧ୍ୟରେ ରହିବା ଆରମ୍ଭ କରିଛି । ଯଦିଓ ୱେଷ୍ଟଇଣ୍ଡିଜ୍‌…
Read More...

ପାନୀୟଜଳ ସମସ୍ୟା ନେଇ ଆସନ୍ତା ୨୫ରେ ଆମରଣ ଅନଶନ ଚେତାବନୀ

ପାଟଣାଗଡ଼,୨୩/୨- ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଦୀର୍ଘ ଦିନ ଧରି ଜିଲ୍ଲାପାଳ, ବ୍ଳକ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ପାଖରେ ଗୁହାରି କରିଆସୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ । ଶେଷରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ…
Read More...