Monthly Archives

February 2022

ବୌଦ୍ଧ-କିଆକଟା ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ୨ଜଣ ଗୁରୁତର

ବୌଦ୍ଧ: ଆଜି ସଂଧ୍ୟା ସମୟରେ ବୌଦ୍ଧ-କିଆକଟା ମହାନଦୀ ବ୍ରିଜରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପରସ୍ପରର ବିପରୀତ ଦିଗରୁ ଆସୁଥିବା କାର, ସ୍କୁଟି ଏବଂ ବାଇକ ମୁହାଁମୁହିଁ ପ୍ରଚଣ୍ଡ ଧକ୍କା ହୋଇଥିଲା । ଧକ୍କାର ତୀବ୍ରତା ଏତେ ପ୍ରଚଣ୍ଡ ଓ ଶକ୍ତିଶାଳୀ ଥିଲା ଯେ, କାରଟି ଘୋଷାଡି ହୋଇ…
Read More...

ବେଲାଦୁଲାରେ ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ

କିଆକଟା : ଆଠମଲ୍ଲିକ ବ୍ଲକ ବେଲାଦୁଲା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ଆୟଜନରେ ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ରୂପେ ଖେଳ ଶିକ୍ଷକ ଗଜେନ୍ଦ୍ର ଭୋକ୍ତା ଉପସ୍ଥିତ ରହି ଯୁବ ଗୋଷ୍ଠୀଙ୍କୁ ଫିଟ୍‌ ରହିବାର…
Read More...

୧୧ ବର୍ଷର ଶିଶୁର ମୁହଁରେ ହସ ଫୁଟାଇଲେ ରାହୁଲ

ନୂଆଦିଲ୍ଲୀ : ଭାରତୀୟ ଓପନର୍‌ କେ.ଏଲ୍‌ ରାହୁଲ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରି ଅନେକ ଥର ଚର୍ଚ୍ଚାରେ ରହିଛନ୍ତି, କିନ୍ତୁ ଆଜିକାଲି ଆହତ କାରଣରୁ ଦଳ ବାହାରେ ଥିବା ଏହି ବ୍ୟାଟ୍ସମ୍ୟାନ୍‌ ପଡ଼ିଆ ବାହାରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ନିକଟରେ ରାହୁଲ ମୁମ୍ବାଇର…
Read More...

ପୁଣି ଚର୍ଚ୍ଚାରେ ଷ୍ଟାଇଲିସ ନିର୍ବାଚନ ଅଧିକାରୀ

ବରେଲି : ଗତ ବିଧାନସଭା ନିର୍ବାଚନରେ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିବା ଜଣେ ଷ୍ଟାଇଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । ଏବଂ ତାହାକୁ ନେଇ ସେ ବେଶ୍‌ ଚର୍ଚ୍ଚାରେ ଥିଲେ । ଏହି ମହିଳାଙ୍କ ନାମ ରୀନା ଦ୍ୱିବେଦୀ । ଏବେ ୟୁପି ବିଧାନସଭା ନିର୍ବାଚନ ଚାଲିଛି ।…
Read More...

ସରିଲା ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ୭୩ ପ୍ରତିଶତ ମତଦାନ

ଭୁବନେଶ୍ବର : ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସରିଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । ମୋଟ ୨୭ଟି ଜିଲ୍ଲାର ୬୩ ଟି ବ୍ଲକର ୧,୨୫୪ ଟି ଗ୍ରାମ ପଞ୍ଚାୟତରେ ୧୬୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୭,୦୮୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। ୪-୫ଟି ସ୍ଥାନରେ…
Read More...

ସ୍ଥଗିତ ଥିବା ୭୫ ବୁଥ୍‌ରେ ୨୫ରେ ହେବ ସାନି ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜିକୁ ମିଶାଇ ୪ର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଶେଷ ହୋଇଛି । ତେବେ ଏହା ଭିତରେ ପୂର୍ବ ୩ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟ ଗ୍ରହଣ ବେଳେ ମତଦାନ କେନ୍ଦ୍ରରେ ବ୍ୟାପକ ହିଂସା, ବୁଥ ଜବରଦଖଲ, ଭୋଟ ବାକ୍ସ ଫିଙ୍ଗିବା, ବାଲାଟରେ…
Read More...

ଅଶ୍ଳୀଳ ଭିଡିଓ ମାମଲାରେ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ : ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ବର୍ତ୍ତମାନ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସୋମବାର ଦିନ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏଥିରେ…
Read More...

ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜରେ ଟି-୨୦ ଖେଳିପାରନ୍ତି ରାଇନା

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଆଇପିଏଲ ୨୦୨୦ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅବସର ନେଇଥିଲେ । ଏପରିକି ବ୍ୟକ୍ତିଗତ କାରଣରୁ ସେ ଆଇପିଏଲ ୨୦୨୦ ରେ ମଧ୍ୟ ଖେଳି ନଥିଲେ, କିନ୍ତୁ ସେ ଆଇପିଏଲ ୨୦୨୧ ରେ କମବ୍ୟାକ କରିଥିଲେ । ଅବଶ୍ୟ ସେ ଏହି…
Read More...

ଚମ୍ପାବତ ମର୍ମନ୍ତୁଦ ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି,

ଚମ୍ପାବତ : ଉତ୍ତରାଖଣ୍ଡ ଚମ୍ପାବତ୍‍ ରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଥମେ ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଏହା ୧୪କୁ ବୃଦ୍ଧି ପାଇଛି। ଘଟଣା ବିଷୟରେ ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ…
Read More...

ଏଣିକି ତପସ୍ୱିନୀଙ୍କୁ ମାସିକ ପାରିତୋଷିକ ୧୭ହଜାର ବଦଳରେ ଏତିକି ଦେବେ ସୁମିତ

ବ୍ରହ୍ମପୁର: ବ୍ରହ୍ମପୁର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ତପସ୍ୱିନୀ ବିବାଦ ମାମଲାକୁ ନେଇ ଆସିଲା ବଡ ଖବର । ସୁମିତଙ୍କ ପକ୍ଷରୁ ଦିଆଯାଇଥିବା ମାସିକ ପାରିତୋଷିକ ହ୍ରାସ ପାଇଛି । ମାସିକ ୧୭ ହଜାର ବଦଳରେ ୧୦ହଜାର ଦେବାକୁ କୁହାଯାଇଛି । ୧୭ହଜାର ପରିବର୍ତ୍ତେ ମାସିକ ୧୦ହଜାର ଦେବାକୁ ସୁମିତଙ୍କୁ…
Read More...