Monthly Archives

February 2022

ଆମ୍ବୁଲାନ୍ସ ଧକ୍କାରେ ସାଇକେଲ ଆରୋହୀ ମୃତ

ବୌଦ୍ଧ,୨୨/୨– ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଛକ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଆମ୍ବୁଲାନ୍ସଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତକ ଜଣକ ହେଲେ ଶ୍ୟାମସୁନ୍ଦରପୁର ଗ୍ରାମର ୫୦ ବର୍ଷୀୟ…
Read More...

ନିର୍ବାଚନ ପ୍ରଚାର ବେଳେ ରାଇକିଆ ବ୍ଲକ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ, ୩ ରାଜନୈତିକ ଦଳର ନିର୍ବାଚନୀ ପ୍ରଚାର…

ଘୁ.ଉଦୟଗିରି/ରାଇକିଆ,୨୨/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସମସ୍ତ ପଞ୍ଚାୟତ ତଥା ଜୋନ-୧୭ ଓ ୧୮ ଜିଲ୍ଲା ପରିଷଦ ଆସନ ନିମନ୍ତେ ଆସନ୍ତା ୨୪ ତାରିଖରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ,ଓ ଜିଲ୍ଲା ପରିଷଦ ଆସନ ନିମନ୍ତେ ହେବ ପଞ୍ଚମ ପର୍ଯ୍ୟାୟ…
Read More...

ଦୂଷିତ ପାଣି ପିଇ ଶତାଧିକ ଆକ୍ରାନ୍ତ, ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି

ପାଟଣାଗଡ଼,୨୨/୨- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଓଡିଆପାଲି ପଞ୍ଚାୟତ ଗୁଣ୍ଡୁରୁପାଲି ଗ୍ରାମର ଶତାଧିକ ମହିଳା ପୁରୁଷ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଗ୍ରାମରେ ଥିବା ଏକମାତ୍ର ସୋଲାରଚାଳିତ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି । ଗତ…
Read More...

ବିଶ୍ୱ ମାତୃଭାଷା ଦିବସ ପାଳିତ

ବୌଦ୍ଧ,୨୧/୨- ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସଭାଗୃହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ସ୍ୱାଗତ ଭାଷଣ ସହିତ ମାତୃଭାଷାର…
Read More...

ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ

ଫୁଲବାଣୀ,୨୧/୨:- ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାରଙ୍କ ତରଫରୁ ଫୁଲବାଣୀ ସଦର ମହକୁମାଠାରେ ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ କାର୍ଯ୍ୟକ୍ରମ ଭର୍‌ଚୁଆଲ ମୋଡ ମାଧ୍ୟମରେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ, ବାଲେଶ୍ୱର,…
Read More...

୫-ଟି କାର୍ଯ୍ୟକ୍ରମ ଅଧୀନରେ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ,ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ: ଖର୍ଚ୍ଚହେବ…

ଭୁବନେଶ୍ୱର,୨୧/୨- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କଂପ୍ଲେକ୍ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମାଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି…
Read More...

ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର

ଗଜପତି,୨୧/୨- ମାନ୍ୟବର ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜଜ୍‌ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ସୁନିଲ ମହାପାତ୍ରଙ୍କ ଆଜି ଶେଷ ମାରାଥନ ପ୍ରଚାର

ଗଜପତି,୨୧/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀସୁନିଲ ମହାପାତ୍ରଙ୍କ ଆଜି ଶେଷ ମାରାଥନ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଆଜି ପଞ୍ଚାୟତରପ୍ରତି ଗ୍ରାମ ଓ ଘରକୁ ଯାଇ ଭୋଟ ସକାଶେ ନିବେଦନ କରିଥିଲେ । ଲୋକମାନେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।ତା…
Read More...

ବିଶ୍ୱ ମାତୃଭାଷା ଦିବସ ପାଳିତ

ଗଜପତି,୨୧/୨- ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତାକ୍ଷର, ବତ୍କୃତା, ପ୍ରବନ୍ଧ, ଅନ୍ତାକ୍ଷରୀ, ଆଶୁ କବିତା ଲିଖନ, ପୁସ୍ତକ ପଠନ ଓ ପ୍ରଶ୍ନ ମଞ୍ଚ ପ୍ରତିଯୋଗିତା ଗୁଡ଼ିକର ଆୟୋଜନ କରାଯାଇ କୃତି…
Read More...

ବ୍ରାହ୍ମଣ ସମାଜ ପକ୍ଷରୁ ବିଶ୍ୱନାଥ ମିଶ୍ରଙ୍କୁ ସମ୍ମାନିତ

ବୌଦ୍ଧ,୨୧/୨- ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ବିଶ୍ୱନାଥ ମିଶ୍ର ଡାକ ଟିକଟ ସଂଗ୍ରହ କ୍ଷେତ୍ରରେ ଅନ୍ତଃରାଷ୍ଟ୍ରୀୟ ସମ୍ମାନର ଅଧିକାରୀ ହୋଇ ବୌଦ୍ଧଜିଲ୍ଲାର ଗୌରବ ବଢ଼ାଇ ପାରିଛନ୍ତି । ତାଙ୍କୁ ଆଜି ଜଗନ୍ନାଥ ମନ୍ଦିରରେ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ମାନିତ କରାଯାଇଛି ।…
Read More...