Monthly Archives

February 2022

ନାଇକେନପାଲିରେ ସ୍ୱଚ୍ଛତା ପଦଯାତ୍ରା

ସୁବର୍ଣ୍ଣପୁର,୨୧/୨- ଆଜି ସୋନପୁର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସ୍ୱଚ୍ଛତା ପଦଯାତ୍ରା ସହ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଙ୍ଗୀତା ଚୌଧୁରୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ସ୍ୱଚ୍ଛତା ପାଇଁ…
Read More...

ହଟିଲା ଜଗାଦର୍ଶନ କଟକଣା

ପୁରୀ,୨୧/୨- ଆଜିଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ହଟିଲା ସମସ୍ତ କଟକଣା ଓ ସହଜ ହେଲା ଜଗା ଦର୍ଶନ । ଆଜିଠାରୁ ପରବର୍ତ୍ତୀ ଏସଓପି ଆସିବା ପର୍ଯ୍ୟନ୍ତ ଜଗାଦର୍ଶନ ପାଇଁ ଉଭୟ କୋଭିଡ୍‌ ଆରଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇଟି ଡୋଜ୍‌ ନେଇଥିବା ଟିକାର ପ୍ରମାଣପତ୍ର ଆଉ…
Read More...

ସାମ୍ବାଦିକଙ୍କୁ ଆକ୍ରମଣର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଓଜେୟୁ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନବରଙ୍ଗପୁର,୨୧/୨- ନବରଙ୍ଗପୁର ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ୨୦ ତାରିଖରେ ଯାଜପୁର ଜିଲ୍ଳା ବିଞ୍ଜାରପୁର ଅଞ୍ଚଳରେ ଚାରିଜଣ ସାମ୍ବାଦିକଙ୍କୁ ଆକ୍ରମଣ ସହିତ ଜଣେ ସାମ୍ବାଦିକଙ୍କୁ ଅପହରଣ…
Read More...

ସ୍ଥାୟୀ ପଟ୍ଟାପ୍ରଦାନ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଆନ୍ଦୋଳନ ପାଇଁ ଚେତାବନୀ

ଫୁଲବାଣୀ,୨୧/୨- ଦେଶ ସ୍ୱାଧିନ ହେବାର ୭୫ବର୍ଷ ପରେ ଫୁଲବାଣୀ ସହରର ଅଧିକାଂଶ ଲୋକ ପଟ୍ଟାଜମି ଅଭାବରୁ ଅନାବାଦୀ ଜମିରେ ଘରକରି ବସବାସ କରି ଆସୁଛନ୍ତି । ୩୦ବର୍ଷରୁ ଅଧିକ ସମୟ ନିରବଛିନ୍ନ ଗୋଟାଏ ଜାଗାରେ ଘର କରି ରହି ଆସୁଥିଲେ ସେହି ଜମିର ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ କରିବାକୁ ସରକାରୀ…
Read More...

ବୁଥକୁ ଗଲେ ପୁଲିଂ କର୍ମଚାରୀ

ଦଶପଲ୍ଲା,୨୧/୨: - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି । ଆସନ୍ତା ୨୨ ତାରିଖରେ ଗଣିଆ ବ୍ଲକରେ ମତଦାନ ହେବ । ବ୍ଲକର ୧୧୯ଟି ଭୋଟ ଗ୍ରହଣ କେନ୍ଦ୍ରରେ ୩୧୫୫୯ ଭୋଟର ମତଦାନ କରିବେ । ରବିବାର ପୁଲିଂ କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବାଲାଟ୍‌…
Read More...

ବୁଥ୍‌ରେ ପହଞ୍ଚିଲେ ପୋଲିଂପାର୍ଟି

ଦଶପଲ୍ଲା,୨୧/୨: - ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଶପଲ୍ଲା ବ୍ଲକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବ୍ଲକ୍‌ର ମୋଟ ୨୦ଟି ପଞ୍ଚାୟତର ୨୬୬ଟି ବୁଥ୍‌ ପାଇଁ ୧୧୦୪ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।…
Read More...

ଘୁ.ଉଦୟଗିରି ବ୍ଳକରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟାପକ ବନ୍ଦୋବସ୍ତ

ଘୁ.ଉଦୟଗିରି,୨୦/୨: ଆସନ୍ତା ୨୨ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟଦାନ ଘୁ ଉଦୟଗିରି ବ୍ଲକରେ ଅନୁଷ୍ଠିତ ହେବ । ୧୧୨ ଗୋଟି ବୁଥରେ ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ । ନିର୍ବାଚନକୁ ଆଖି ଆଗରେ ରଖି ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ…
Read More...

ପୁରୀ ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି

ପୁରୀ:ଦୁଇଦିନିଆ ପୁରୀ ଗସ୍ତ ସାରି ଫେରିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ସ୍ୱତନ୍ତ୍ର ବିମାନ ଯୋଗେ ସପରିବାର ପ୍ରତ୍ୟାବର୍ତ୍ତନ କରିଛନ୍ତି ।ଶ୍ରୀକ୍ଷେତ୍ରରେ ଦୁଇଦିନର ରହଣି ଭିତରେ ଶ୍ରୀଜୀଉଙ୍କ ଦର୍ଶନ ସହ ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି। ସେପଟେ…
Read More...

ଘାଟିରେ ଓଲଟି ଜଳିଗଲା ଟ୍ରକ

କଳାବାଡିଆ: ଆଜି ସନ୍ଧ୍ୟାରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଦ୍ୱାରଶୁଣୀ ଘାଟିରେ ଏକ ପ୍ଲାଷ୍ଟିକ ଦାନା ବୋଝେଇ ଟ୍ରକ୍‌ ଘାଟି ତଳକୁ ଓହ୍ଲାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରେକ୍‌ ଫେଲ ହେବାରୁ ଟ୍ରକଟି ଓଲଟି ପଡିବା ସହ ସେଥିରେ ନିଆଁ ଲାଗି ଯାଇଥିଲା । ତେବେ ଡ୍ରାଇଭର ଓ…
Read More...

୬୫% କୋଭିଡ ମୃତ୍ୟୁ ରୋକିବାରେ ସକ୍ଷମ ମୋଲନୁପିରାଭିର’

ନୂଆଦିଲ୍ଲୀ: ଭାରତୀୟ ଫାର୍ମାସ୍ୟୁଟିକାଲ୍‌ କମ୍ପାନି ହେଟେରୋ ଜାରି କଲା ‘ମୋଲନୁପିରାଭିର’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ । ହେଟେରୋ ଆଜି ନିଜର କୋଭିଡ୍‌ ବଟିକା ମୋଭଫର୍‌ (‘ମୋଲନୁପିରାଭିର’)ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଘୋଷଣା କରିଥିବା ବେଳେ ଫଳାଫଳ ଭଲ ଥିବା କହିଛି ।…
Read More...