Monthly Archives

February 2022

ଆମେରିକାରେ ମଧ୍ୟ ମିଳିବ କୋଭାକ୍ସିନ

ନୂଆଦିଲ୍ଲୀ : ଆଗକୁ ଆମେରିକାରେ ମଧ୍ୟ ମିଳିବ କୋଭାକ୍ସିନ ଟିକା । ଏହା ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଆମେରିକାର ଫେଡେରାଲ ଡ୍ରଗ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ) ପକ୍ଷରୁ କୋଭାକ୍ସିନର ଇନଭେଷ୍ଟିଗେସନାଲ ଡ୍ରଗ ଆପ୍ଲିକେସନ ଉପରେ ଲଗାଯାଇଥିବା ସ୍ଥଗିତାଦେଶ ପ୍ରତ୍ୟାହାର…
Read More...

ଚନ୍ନି ଓ ସିଦ୍ଧୁଙ୍କ ନାଁରେ ମାମଲା

ଅମୃତସର: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ କଂଗ୍ରେସର ମାନସା ପ୍ରାର୍ଥୀ ସିଦ୍ଧୁ ମୋସେୱାଲାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସେମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମାମଲା ରୁଜୁ ହୋଇଛି । ନିୟମ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା…
Read More...

କୁମାର ବିଶ୍ୱାସଙ୍କୁ ୱାଇ ସ୍ତରୀୟ ସୁରକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆପ୍‌ର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ କେନ୍ଦ୍ର ସରକାର ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି । କିଛିଦିନ ତଳେ କୁମାର ବିଶ୍ୱାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଖଲିସ୍ତାନ ଆତଙ୍କବାଦୀଙ୍କ ସହ ଯୋଡିଥିଲେ । ଏହାକୁ ନେଇ…
Read More...

ତେଜସ୍ମିତା ହେଲେ ମିସେସ ଇଣ୍ଡିଆ ଦ୍ୱିତୀୟ ରନର୍ସଅପ

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ଆୟୋଜିତ ଗ୍ଲାମନ ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ ବିଜେତା ତେଜସ୍ମିତା ମହାପାତ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ଏହି ପ୍ରତିଯୋଗିତା ପାଇଁ ଜାନୁଆରୀ ମାସରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଅଡିସନରେ ବହୁ ପ୍ରତିଯୋଗୀ ମାନଙ୍କୁ…
Read More...

ଦାଉଦର ହିଟ୍‌ ଲିଷ୍ଟରେ ସଂଖ୍ୟାଧିକ ରାଜନେତା

ନୂଆଦିଲ୍ଲୀ,୧୯/୨: କୁଖ୍ୟାତ ମାଫିଆ ଡନ୍‌ ଦାଉଦ ଇବ୍ରାହିମ ସମ୍ପର୍କରେ ନୂଆ ତଥ୍ୟ ହାସଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଭାରତକୁ ଟାର୍ଗେଟ କରିବା ପାଇଁ ଦାଉଦ ଏକ ସ୍ୱତନ୍ତ୍ର ୟୁନିଟ ଗଠନ କରିଛି । ଏଥିସହ ଭାରତର କିଛି ବଛାବଛା ରାଜନେତା ଓ ପ୍ରସିଦ୍ଧ ବ୍ୟବସାୟୀ ଦାଉଦର…
Read More...

ଚଉଁରିଆପଦର ବୁଥରେ ୨୩ ତାରିଖରେ ହେବ ସାନି ନିର୍ବାଚନ

ବୌଦ୍ଧ,୧୯/୨- ଗତ ୧୮ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧବ୍ଲକ ରକ୍ସା ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଚଉଁରିଆପଦର ବୁଥରେ ହୋଇଥିବା ନିର୍ବାଚନ ମୁକ୍ତ ଓ ଅବାଧ ହୋଇନଥିବା ନେଇ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯିବାପରେ, ସେଠାରେ ସାନି ନିର୍ବାଚନ କରାଯିବାକୁ…
Read More...

ଏହି ସବୁ ବୁଥରେ ୨୩ରେ ରି-ପୋଲିଂ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନବେଳେ ଯେଉଁ ଯେଉଁ ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରିଦିଆଯାଇଥିଲା ସେସବୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା ୨୩ ତାରିଖରେ ପୁନଃ ଭୋଟ ଗ୍ରହଣ କରାଯିବ ବୋଲି…
Read More...

ଶ୍ରୀମନ୍ଦିର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି । ଏଥିସହ ମା ମହାଲକ୍ଷ୍ମୀ ଓ ମା ବିମଳାଙ୍କୁ ମଧ୍ୟ ଦର୍ଶନକରିଛନ୍ତି । ନୀଳଚକ୍ର ଉପରେ ବାନା ବାନ୍ଧିବାର ଦୃଶ୍ୟ ଦେଖିଛନ୍ତି । କୌଳିକ ପଣ୍ଡା ଦ୍ୱାରା ବାପାଙ୍କ ଦସ୍ତଖତ ଦେଖି…
Read More...

କୋଟଗଡ଼ରେ ୮୨% ଭୋଟ

ଫୁଲବାଣୀ/ବାଲିଗୁଡା,୧୯/୨: କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି । ମାଓ ସମସ୍ୟା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ବ୍ଲକରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କୋଟଗଡ ବ୍ଲକରେ ୮୨.୬୯ ଶତକଡା ମତଦାନ ସାବ୍ୟସ୍ତ ହୋଇଛି । କୋଟଗଡ ଓ…
Read More...

ଆଜିବି ବଞ୍ଚିଛି ମାନବିକତା: ରୋଗୀଙ୍କୁ ଫେରାଇଲେ ଟଙ୍କା ଓ ଜରୁରୀ କାଗଜପତ୍ର

ଫୁଲବାଣୀ,୧୯/୨:- ମାନବିକତା ଦେଖାଇଛନ୍ତି ରୋଗୀବୁହା ଯାନର କର୍ମଚାରୀ । ଭଲ ହୋଇ ଘରକୁ ଫେରିଯାଇଥିବା ଜଣେ ବ୍ୟକ୍ତିଙ୍କୁ କର୍ମଚାରୀମାନେ ୬ ହଜାର ଟଙ୍କା ସହିତ ଘରର ସମସ୍ତ କାଗଜପତ୍ର ଓ ଅନ୍ୟ କେତେକ ସାମଗ୍ରୀ ଫେରାଇଛନ୍ତି । ଶୁକ୍ରବାର ଫୁଲବାଣୀ ଡାକ୍ତରଖାନା ପରିସରରେ କର୍ମଚାରୀମାନେ ଟଙ୍କା…
Read More...