Monthly Archives

February 2022

କାଲି ତୃତୀୟ ପର୍ଯ୍ୟାୟ ମତଦାନ, ବୁଥ୍ ମୁହାଁ ପୋଲିଂ ପାର୍ଟି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର। ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକରେ ୧୭୧ଟି ଜିଲ୍ଲା ପରିଷଦ ଜୋନ୍, ୧୩ ଶହ ୮୨ ପଞ୍ଚାୟତ ଏବଂ ୧୮ ହଜାର ୪୯୫…
Read More...

ଓଲଟିଲା ପୋଲିଂ ପାର୍ଟି ବସ୍‌; ୩ ମୃତ, ୩୦ ଆହତ

ନବରଙ୍ଗପୁର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଉଥିବା ପୋଲିଂ ପାର୍ଟି ବସ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩୦ରୁ ଅଧିକ ଆହତ ହୋଇଛନ୍ତି । ପାପଡାହାଣ୍ଡି ଥାନା ସରସପଦର ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଛି । ଗୁରୁତର ମାନଙ୍କୁ…
Read More...

ପୁଣି ହାରିଲା ୱେଷ୍ଟଇଣ୍ଡିଜ, ଆଗୁଆ ସିରିଜ କବଜା କଲା ଭାରତ

କୋଲକତା : ଶେଷ ବଲ ଯାଏଁ ରୋମାଞ୍ଚ, ଶେଷରେ ବାଜି ମାରିଲା ଭାରତ । କୋଲକତାର ଇଡେନ ଗାର୍ଡେନରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଘରୋଇ ଭାରତ ଦଳ ଅତିଥି ୱେଷ୍ଟଇଣ୍ଡିଜ ଦଳକୁ ୮ ରନରେ ହରାଇ ଆଗୁଆ ସିରିଜ କବଜା କରିଛି । ଭାରତ ପ୍ରଥମ ମ୍ୟାଚ ଜିତି ସିରିଜରେ ଅଗ୍ରଣୀ ଥିଲା । ଏହି…
Read More...

ଗୁରୁ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ, ଏହି ମାମଲାରେ ଭାରତର ନମ୍ବରୱାନ ୱିକେଟକିପର ହେଲେ

କୋଲକତା : ଭାରତୀୟ ଦଳର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ତାଙ୍କ ଗୁରୁ ଭାବେ ବିବେଚନା କରିଥାନ୍ତି । ଧୋନିଙ୍କ ସହ ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ସୁଯୋଗ ମଧ୍ୟ ମିଳିଥିଲା । ଯଦିଓ, ବର୍ତ୍ତମାନ ଏମଏସ ଧୋନି…
Read More...

ଟାଟା ଏସି ଧକ୍କାରେ ସାଇକେଲ ଆରୋହୀ ମୃତ

ଘସିପୁରା: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଏନଏଚ ନଂ ୨୦ ଘଷିପୁରା ଶନି ମନ୍ଦିର ଛକ ନିକଟରେ ଗୋଟିଏ ଟାଟା ଏସି ଗାଡି ସହିତ ଜଣେ ସାଇକେଲ ଆରୋହୀ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଘଷିପୁରା ଗ୍ରାମର ବୃନ୍ଦାବନ ସାହୁଙ୍କ ପୁଅ କୁଳମଣି ସାହୁ (୪୦) ।…
Read More...

ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ !

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଥରେ ବାର୍ଡ ଫ୍ଲୁ ବ୍ୟାପିଥିବାର ଆଶଙ୍କା କରାଯାଉଛି। ଠାଣେ ଜିଲ୍ଲା ଶାହପୁର ତହସିଲ ଭେଲୋଲୀ ଗାଁରେ ଥିବା ଏକ ପଲେଟ୍ରି ଫାର୍ମରେ ଅଚାନକ ଶାତଧିକ କୁକୁଡ଼ାଙ୍କ ମୃତ୍ୟୁ ହୁଏତ ଏହାର କାରଣ ହୋଇଥାଇପାରେ ବୋଲି କୁହାଯାଇଛି। ଠାଣେ ଜିଲ୍ଲା ମାଜିଷ୍ଟ୍ରେଟ୍ ମାମଲାରେ…
Read More...

ବିନିକା ଓ ସୋନପୁର ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ, ରେକର୍ଡ ୮୫.୬୭ ପ୍ରତିଶତ ମତଦାନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ସୋନପୁର ବ୍ଲକରେ ରେକର୍ଡ ସଂଖ୍ୟାରେ ୮୬.୭୩ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକରେ ୧୮୩ ଟି ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ…
Read More...

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ଗୁଜବକୁ ହସି ଉଡାଇ ଦେଲେ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦର୍ଶନ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲେ ନବୀନ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମନ୍ଦିର ବେଢା ବୁଲିଲେ । ଏହାସହ ସେ ସେବାୟତମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେହିପରି ନିଜ ସ୍ୱାସ୍ଥ୍ୟ ଉପରେ…
Read More...

ବିକାଶ ହୋଇନ ଥିବାରୁ ଭୋଟ୍‌ ବର୍ଜନକଲେ ଦମଣ୍ଡା ଗ୍ରାମବାସୀ

ବୌଦ୍ଧ/ଜହ୍ନ ।ପଙ୍କ,୧୮/୨: ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଗାଁକୁ ସବୁଦିନିଆ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ନଥିବାରୁ ଆଦି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌କୁ ବର୍ଜନ କରିଛନ୍ତି ୫ଖଣ୍ଡ ଗ୍ରାମବାସୀ । ବୌଦ୍ଧ ବ୍ଳକ ସଦର ମହକୁମାଠାରୁ ବଘିଆପଡ଼ା-ବିରିଗଡ…
Read More...

ରାଜ୍ୟରେ ୬ କୋଟି ଡୋଜ ଅତିକ୍ରମ କଲା ଟିକାକରଣ

ରାଜ୍ୟରେ କରୋନା ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ରାଜ୍ୟରେ ୬ କୋଟି ଡୋଜ ଅତିକ୍ରମ କଲା ଟିକାକରଣ । ସେହିପରି ପ୍ରଥମ ଡୋଜ ନେଲେଣି ୯୯ ପ୍ରତିଶତରୁ ଅଧକ ଲୋକ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...