Monthly Archives

February 2022

ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣାଗ୍ରସ୍ତ, ୪ କଲେଜ ଛାତ୍ରୀ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୀତାପଡ଼ି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ସ୍କୁଟିରେ ବସିଥିବା ଚାରିଜଣ କଲେଜ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ସମସ୍ତ ଛାତ୍ରୀ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ରୀ…
Read More...

ରାଜ୍ୟରେ ହଟିଲା ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମୁଥିବାରୁ ନାଇଟ୍‌ କର୍ଫ୍ୟୁକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ସମସ୍ତ ସହରାଞ୍ଚଳରେ ଆସନ୍ତା ଫେବୃଆରୀ ୨୮ ତାରିଖ ଯାଏଁ ରାତି ୧୦ଟାରୁ ସକାଳ…
Read More...

ପଞ୍ଚାୟତ ଭୋଟ: ଦିନ ୧୨ଟା ସୁଦ୍ଧା ୪୩ପ୍ରତିଶତ ମତଦାନ

ଭୁବନେଶ୍ବର : ରାଜ୍ୟରେ ପଡ଼ୁଛି ପଞ୍ଚାୟତ ଭୋଟ । ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦାନ ଜାରି ରହିଛି ।  ତେବେ ଦିନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି ।  ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।   ସକାଳ ୯ଟା…
Read More...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ପେସ୍‌ ବୋଲର ତାଲିକା ପ୍ରସ୍ତୁତ କଲେ ନେହେରା, ଏହି ଷ୍ଟାର ବୋଲରକୁ କଲେ ବାହାର

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ କୁ ଧ୍ୟାନରେ ରଖି ଭାରତୀୟ କ୍ରିକେଟ୍‌ ଦଳ ଖେଳାଳି ଖୋଜିବା ଆରମ୍ଭ କରିଛି । ଯେଉଁମାନେ ଚଳିତ ବର୍ଷ ଶେଷରେ ଅଷ୍ର୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟୁର୍ନାମେଣ୍ଟ ପାଇଁ ଦଳର ଅଂଶ ହୋଇପାରିବେ । ଅନେକ ଭାରତୀୟ ଦ୍ରୁତ ବୋଲରମାନେ ପେସ୍‌ ବୋଲିଂ ଆକ୍ରମଣରେ…
Read More...

୯ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀଙ୍କ ସ୍ଥିତି ସୁଦୃଢ

ଦଶପଲ୍ଲା : ନୟାଗଡ ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ ପାଇଁ ହେଉଥିବା ନିର୍ବାଚନ ଏକପାଖିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦଶପଲ୍ଲା ପଶ୍ଚିମାଞ୍ଚଳରେ ବିରୋଧୀ କଂଗ୍ରେସ ଓ ବିଜେପି ଦଳର ସ୍ଥିତି ସୁଦୃଢ଼ ନ ଥିବାରୁ ୯ ନଂ ( ବାଣୀଗୋଛା ଜୋନ୍‌ ) ବି ଜେ ଡି ଏକପାଖିଆ ଅକ୍ତିଆର କରିବାର ସମ୍ଭାବନା…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା ସୁନାବେଡା ଏନଏସିର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।…
Read More...

ବାଣିଗୋଛାରେ ପାନୀୟଜଳ ଯୋଗାଣ ବନ୍ଦ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣିଗୋଛା ଗ୍ରାମ ପଂଚାୟତରେ ଗତ ୪ଦିନ ହେବ ପାନୀୟ ଜଳଯୋଗାଣ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି । ବାଣିଗୋଛା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବସୁଧା ଯୋଜନାରେ ଏକ ଉଚ୍ଚ କ୍ଷମତା ସଂପର୍ଣ୍ଣ ପାଣିଟାଙ୍କି ସ୍ଥାପନ ସହ ପ୍ରତି ପରିବାରକୁ ପାନୀୟଜଳ…
Read More...

ଜଗା ଦର୍ଶନ ପାଇଁ ଜାରି ହେଲା ନୂଆ ଏସ୍‌ଓପି, ୨୧ରୁ ଲାଗୁ ହେବ

ପୁରୀ : ଜଗା ଦର୍ଶନ ପାଇଁ ଜାରି ହେଲା ନୂତନ ଏସଓପି । ୨୧ ଫେବୃଆରୀରୁ ଲାଗୁ ହେବ ନୂଆ ନିୟମ । ଦର୍ଶନ ପାଇଁ ଦେଖେଇବାକୁ ପଡିବନି କୋଭିଡ ଟିକା ପ୍ରମାଣପତ୍ର । ଗତ ୧୪ ତାରିଖରେ ଛତିଶା ନିଯୋଗ ଓ ନୀତି ସବକମିଟି ବୈଠକରେ ହୋଇଥିଲା ନିଷ୍ପତ୍ତି । କୋଭିଡର ଗାଇଡଲାଇନ ସହ ପୂର୍ବରୁ ୩୧ ଜାନୁଆରୀରେ…
Read More...

ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ୩୭ ପଞ୍ଚାୟତ, ୪ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟରଙ୍କ ହାତରେ

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଧବାରଠାରୁ ପ୍ରଚାର ଶେଷ ହୋଇଛି ଓ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ନିୟମାନୁସାରେ ୩୬ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ, ଶୁକ୍ରବାର…
Read More...

ପଞ୍ଚାୟତ ନିର୍ବାଚନ ; ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜାରି ରହିଛି ମତଦାନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ୩୦ଟି ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ଆଜି ସକାଳ ୭ଟାରୁ ଚାଲିଛି ଭୋଟିଂ। ଏଥିରେ ରହିଛି ୧ ହଜାର ୫୧୪ ପଞ୍ଚାୟତ। ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଓ ଓ୍ୱାର୍ଡ ମେମ୍ବର ବାଛିବାକୁ ଭୋଟ…
Read More...