Monthly Archives

February 2022

ନିଜ ବିବାହକୁ ନେଇ ଏମିତି କହିଲେ ରଶ୍ମିକା

ନୂଆଦିଲ୍ଲୀ : ସାଉଥର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରିଥିବା ଅଭିନେତ୍ରୀ ରଶ୍ମିକା ଏବେ ଚର୍ଚ୍ଚାରେ। ବିଶେଷକରି ଫିଲ୍ମ ‘ପୁଷ୍ପା’ ହିଟ୍ ହେବା ପରେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌…
Read More...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

କୋରାପୁଟ : ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ସୁନାବେଡା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୬ଟି ସ୍ଥାନରେ ଚାଲିଛି ଚଢାଉ। ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କୋରାପୁଟ, ଭୁବନେଶ୍ବର ସମେତ ୬ଟି ସ୍ଥାନରେ ଚଢାଉ  ଜାରି ରହିଛି…
Read More...

ମହିଳା ଜଷ୍ଟିସଙ୍କୁ ସାର୍‌ କହିଲେ ଓକିଲ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶୁଣାଣି ସମୟରେ ଜଣେ ମହିଳା ଜଷ୍ଟିସଙ୍କୁ ସାର୍‌ ଓକିଲ ସାର୍‌ କହିବା ଘଟଣାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି । ବାରମ୍ବାର ଏଭଳି କହୁଥିବା ଦେଖି ଶେଷରେ ଜବାବ ଦେଲେ ଜଷ୍ଟିସ ରେଖା ପଲ୍ଲୀ । ଗତକାଲି ଦିଲ୍ଲୀ…
Read More...

ସ୍ୱର୍ଗତ ଦେବେନ୍ଦ୍ର କୁମାର ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ସୁବର୍ଣ୍ଣପୁର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ,ସୁବର୍ଣ୍ଣପୁର ଦ୍ୱାରା ଆଜି ସଂଧ୍ୟା ୭.୦୦ ଘଟିକାରେ ସ୍ଥାନୀୟ ପ୍ରଭାସ ଲଜରେ ପ୍ରାକ୍ତନ ନିର୍ବାଚନ ଆୟୋଗ ,ସୁବର୍ଣ୍ଣପୁରର ବରପୁତ୍ର ତଥା ମହାନଦୀ ସାହିତ୍ୟ ସଂସଦର ଉପଦେଷ୍ଟା ସ୍ୱର୍ଗତ ଦେବେନ୍ଦ୍ର…
Read More...

ରଣଜୀ ଟ୍ରଫି-୨୦୨୨ର ପ୍ରଥମ ଦିନରେ ଏହି ୧୧ ବ୍ୟାଟ୍ସମ୍ୟାନ ଅର୍ଜନ କଲେ ଶତକ

ନୂଆଦିଲ୍ଲୀ : କୋଭିଡ ମହାମାରୀ କାରଣରୁ ଗତବର୍ଷ ଭାରତୀୟ କ୍ରିକେଟ ବୋର୍ଡର ବଡ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ ହୋଇନଥିଲା । ଚଳିତ ବର୍ଷ ଦୁଇ ପର୍ଯ୍ୟାୟ ବିଶିଷ୍ଟ ରଣଜୀ ଟ୍ରଫି ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩୮ ଟିମ ମଧ୍ୟରେ ୧୯ଟି ମ୍ୟାଚ ଆୟୋଜିତ ହୋଇଥିଲା । ଦୁଇଜଣ…
Read More...

ନିର୍ବାଚନୀ ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ : ଡିଜିପି

ଭୁବନେଶ୍ୱର: ନିର୍ବାଚନ ସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ପୋଲିସ କୋହଳ ମନୋଭାବ ନଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ନିର୍ବାଚନ ସମୟରେ ଗୋଟିଏ ଦୁଇଟି ସ୍ଥାନରେ ହିଂସା ହୋଇଛି । ଆମେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଅନ୍ୟ ପର୍ଯ୍ୟାୟରେ ଭୋଟିଂ…
Read More...

ମାଲିକାପଡିରେ ବିଜେଡିର ନିର୍ବାଚନୀ ସଭା

ଘୁ ଉଦୟଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ପଡିବା ପାଇଁ ଘୁ ଉଦୟଗିରି ବ୍ଳକ ଅଞ୍ଚଳରେ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ୫ ନମ୍ବର ଜୋନ ପାର୍ଥିନୀଙ୍କ ନିମନ୍ତେ ମନ୍ତ୍ରୀ ପ୍ରତାପ ଜେନା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ମାଲିକାପଡି ପଞ୍ଚାୟତ ଅନ୍ତର୍ଗତ ବାଡେନାନୁ ପଡିଆରେ ୫…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମା’ ମୃତ, ଝିଅ ଗୁରୁତର

ଭବାନୀପାଟଣା: ସ୍କୁଟିରେ ଯିବା ବେଳେ ୨୬ ନଂ ଜାତୀୟ ରାଜପଥର ଭବାନୀପାଟଣା ପରଦେଶୀ ପଡ଼ା ଠାରେ ଟ୍ରକ୍ ଚକା ତଳେ ଚାପି ହୋଇ ସ୍କୁଟି ଅ।ରୋହୀ ମା'ର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଝିଅ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝିଅକୁ ଭବାନୀପାଟଣା ମେଡିକାଲ୍ କୁ ପଠାଇ…
Read More...

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ବୁଥ୍ ତାଲିକା

ଭୁବନେଶ୍ୱର, : ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍ ତାଲିକା ପ୍ରକାଶ ପାଇଛି ।ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ସମୁଦାୟ ମୁନିସିପାଲିଟି ଓ ବିଜ୍ଞାପିତ ଅଂଚଳ ପରିଷଦ ସଂଖ୍ୟା ୪୮ ୫୯ = ୧୦୭, ସମୁଦାୟ ମହାନଗର ନିଗମ-୩, ମୁନିିିସିପାଲିଟି ଓ ବିଜ୍ଞାପିତ ଅଂଚଳ…
Read More...

କୋହଲିଙ୍କ ଜିଦ୍‌ରେ ଡିଆରଏସ ନେଇଥିଲେ ରୋହିତ

କୋଲକାତା : କୋଲକାତାରେ ଗତକାଲି ଅନୁଷ୍ଠିତ କେତେକ ରୋଚକ ଘଟଣା ଘଟିଥିଲା । କୋଲକାତାର ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର୍ତ୍ତମାନର ଅଧିନାୟକଙ୍କୁ ପୂର୍ବତନ ଅଧିନାୟକ କୋହଲି ଡିଆରଏସ ବିଷୟରେ କହୁଛନ୍ତି । ଭିଡିଓରେ…
Read More...