Monthly Archives

February 2022

ମତଦାତା ଅଧିକାର ଓ କୋଭିଡ଼ ଅନୁକୂଳ ବ୍ୟବହାର’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୧୭/୨- ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ , ଫୁଲବାଣୀ ପକ୍ଷରୁ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମରେ "ମତଦାତା ଅଧିକାର ଓ କୋଭିଡ଼ ଅନୁକୂଳ ବ୍ୟବହାର’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ…
Read More...

ସହିଦ ସାମ୍ବାଦିକଙ୍କ ଏକାଦଶାହରେ ଯୋଗଦେଲେ ବିଭିନ୍ନ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି

ସୁବର୍ଣ୍ଣପୁର,୧୭/୨- ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା କଳାହାଣ୍ଡି ଜ଼ିଲ୍ଲା ମୋହନଗିରି ବ୍ଲକର ଧରିତ୍ରୀ ପ୍ରତିନିଧି ସ୍ୱର୍ଗତ ରୋହିତ ବିଶ୍ୱାଳଙ୍କ ଏକାଦଶାହ କାର୍ଯ୍ୟ ଅବସରରେ ମୋହନଗିରି ଠାରେ ଗତକାଲି ଗ୍ରାମବାସୀଙ୍କ ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଓଡିଶା ସାମ୍ବାଦିକ…
Read More...

ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ କେଉଁ ଜିଲ୍ଲାରେ କେତେ ମତଦାନ, ଆଗରେ ବୌଦ୍ଧ ଜିଲ୍ଲା

ଭୁବନେଶ୍ୱର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାରେ ରାଜ୍ୟ ମୋଟ ୭୭.୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଆସନ୍ତା ଜାଣିବା କେଉଁ ଜିଲ୍ଲାରେ କେତେ ମତଦାନ ହୋଇଛି ।
Read More...

ମନ ବଦଳାଇଲେ ଇଶାନ୍ତ, ଖେଳିବେ ରଣଜୀ

ନୂଆଦିଲ୍ଲୀ : ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ଅଲୋଡ଼ା ରହିବା  ପରେ ଭାରତୀୟ ପେସ୍‌ ବୋଲର  ଈଶାନ୍ତ ଶର୍ମା ଶେଷରେ ରଣଜୀ  ଟ୍ରଫି ଖେଳିବାକୁ ମନସ୍ଥ କରିଛନ୍ତି ।ପୂର୍ବରୁ ଦିଲ୍ଲୀ ଦଳ ଚୟନ ବେଳେ  ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ୍‌  ବୋର୍ଡ଼ (ଡିଡିସିଏ) ପକ୍ଷରୁ ତାଙ୍କୁ  ଯୋଗାଯୋଗ…
Read More...

ଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ

କୋଲକାତା,୧୬/୭ : ଆଜି ଏଠାରେ ଅନୁଷ୍ଠିତ ଭାରତ-େଓଷ୍ଟ ଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚ ବେଶ୍‌ ରୋମାଞ୍ଚକର ଥିଲା । ଭାରତେ ଟସ ଜିତି ୱେଷ୍ଟ ଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଏବଂ ଅତିଥି ଦଳ ସମସ୍ତ ୨୦ ଓଭର ଖେଳି ୭ ୱିକେଟ ବିନିମୟରେ ୧୫୭ ରନ କରି ଭାରତ ଆଗରେ ୧୫୮ ରନର ବିଜୟ…
Read More...

ମହିଳାଙ୍କ ପେଟରୁ ବାହାରିଲା ୪୭ କେଜିର ଟ୍ୟୁମର

ନୂଆଦିଲ୍ଲୀ, ୧୬/୨ : ଗୁଜୁରାଟର ଅହମଦାବାଦରେ ଆପୋଲୋ ହସପିଟାଲର ଡାକ୍ତରମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଠାରେ ଜଣେ ମହିଳାଙ୍କ ପେଟରୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ଏକ ୪୭ କିଲୋର ଟ୍ୟୁମର ବାହାର କରିବା ସହ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି । ଏହି ଟ୍ୟୁମର ପାଇଁ ମହିଳା ଜଣକ ୧୮…
Read More...

ଶାନ୍ତିଶୃଙ୍ଖଳା ସହ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ,ମାଓ ଅଞ୍ଚଳରୁ ସୁରକ୍ଷିତ ଫେରିଲେ ପୁଲିଙ୍ଗ୍‌ ପାର୍ଟି

ଫୁଲବାଣୀ: ମାଓ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ପ୍ରଥମ ପର୍ଯାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ପୁଲିଙ୍ଗ୍‌ ପାର୍ଟି ମାନେ ସୁରକ୍ଷିତ ଭାବେ ଫେରିଛନ୍ତି । ଆଜି ନିର୍ବାଚନରେ ବାଲିଗୁଡ଼ା ବ୍ଲକରେ ୮୧.୨୩ ପ୍ରତିଶତ ମତଦାନ ହୋଇଛି । ଠିକ୍‌ ସେହିପରି କେ. ନୂଆଗାଁ ବ୍ଲକରେ ମଧ୍ୟ…
Read More...

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରିଥିବାରୁ ହାଇଦ୍ରାବାଦ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଶ୍ରୀ ଶର୍ମାଙ୍କ ବିରୋଧରେ ପ୍ରଥମେ…
Read More...

ଧର୍ମେନ୍ଦ୍ରଙ୍କ ଟୁଇଟ୍‌କୁ ପ୍ରଣବଙ୍କ ଜବାବ : ଅହିଂସାରେ ବିଶ୍ୱାସ କରେ ବିଜେଡି

ଭୁବନେଶ୍ୱର: ବିଜେଡି ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଅନ୍ତର୍ଜାତୀୟସ୍ତରରେ ଡେବ୍ୟୁ କଲେ ବିଷ୍ଣୋଇ

କୋଲକତା : ଭାରତର ଷ୍ଟାର ଯୁବ ସ୍ପିନର ରବି ବିଷ୍ଣୋଇ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚେ ଡେବ୍ୟୁ କରିଛନ୍ତି । ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜରେ ଷ୍ଟାର୍‌ ସ୍ପିନ୍‌ ବୋଲର ରବି ବିଷ୍ଣୋଇଙ୍କୁ…
Read More...