Monthly Archives

February 2022

ଶାନ୍ତି ଶୃଙ୍ଖଳାରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ବାଲିଗୁଡ଼ା ବ୍ଲକରେ୮୧.୨୩% ଓ କ.ନୂଆଗାଁ ବ୍ଲକରେ ୭୧.୬୬%…

ବାଲିଗୁଡ଼ା: କନ୍ଧମାଳରେ ଶାନ୍ତିଶୃଙ୍ଖଳା ସହ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଜିଲ୍ଲାର ବାଲିଗୁଡା ବ୍ଲକର ୧୪ ପଞ୍ଚାୟତରେ ୧୮୩ଟି ବୁଥ୍‌ ଓ କ.ନୂଆଗାଁ ବ୍ଳକର ୧୪ଟି ପଞ୍ଚାୟତରେ ୧୭୭ଟି ବୁଥରେ ଶାନ୍ତିଶୃଙ୍ଖଳା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ…
Read More...

ଭୋଟ ବର୍ଜନ କଲେ ଗ୍ରାମବାସୀ

ଫୁଲବାଣୀ,୧୬/୨- ଆଜି ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏପଟେ ବର୍ଜନ କରିଛନ୍ତି ଗ୍ରାମବାସୀ । ଏମିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତର ୪ ନମ୍ବର୍‌ ୱାର୍ଡବାସୀ । ଗ୍ରାମବାସୀଙ୍କ ଅଭିଯୋଗ ହେଲା…
Read More...

କେକେଆର୍‌ ଅଧିନାୟକ ହେଲେ ଆୟର

ମୁମ୍ବାଇ : କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ଶ୍ରେୟସ୍‌ ଆୟରଙ୍କୁ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି । ଆୟର ପୂର୍ବରୁ ଦିଲ୍ଲୀ ରାଜଧାନୀର କମାଣ୍ଡର ରହିଛନ୍ତି । ଆୟରଙ୍କୁ ୧୨.୨୫ କୋଟିରେ ଆଇପିଏଲ ମେଗା ନିଲାମରେ କେକେଆର କିଣିଛି । କୋଲକାତା ହେଉଛି ଶ୍ରେୟସ୍‌ ଆୟରଙ୍କ ଦ୍ୱିତୀୟ…
Read More...

ଜନ୍ମକଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର

ଫୁଲବାଣୀ,୧୬/୨- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଂଚାୟତ ଗୁରୁପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜନ୍ମକଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତିହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗୁରୁପଡା ଗାଁର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ…
Read More...

କ.ନୂଆଗାଁ ବ୍ଲକରେ ଭୋଟ ବର୍ଜନ କଲେ ଗ୍ରାମବାସୀ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକର ପ୍ରଥମ ପର୍ଯ୍ୟାୟରେ ୧୪ଟି ଗ୍ରାମପଞ୍ଚାୟତର ୧୭୭ଟି ବୁଥରେ ମତଦାନ ହୋଇଛି । ନୂତନ ପଞ୍ଚାୟତ ଗଠନ ଦାବୀରେ ଭୋଟ ବର୍ଜନ କଲେ କ. ନୂଆଗାଁ ବ୍ଲକ ଜିରିଡିକିଆ ଓ ବଣ୍ଡଗୁଡ଼ା ପଞ୍ଚାୟତର ଆଠଟି ୱାର୍ଡବାସୀ । ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର…
Read More...

କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ;ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ: ବିଶୋ…

ଭୁବନେଶ୍ୱର,୧୬ ।୨: ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ ବୋଲି ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ଭାରତ ମୁଖ୍ୟ ବିଶୋ ପାରାଜୁଲି କହିଛନ୍ତି । ବୁଧବାର କିଟ୍‍ ବିଶ୍ୱବିଦ୍ୟାଳୟ ୧୮ତମ ପ୍ରତିଷ୍ଠା ଦିବସ ବକ୍ତୃତା ପ୍ରଦାନ କରି ଶ୍ରୀ ପାରାଜୁଲି କହିଲେ,…
Read More...

୮୧.୨୮% ମତଦାନରୁ ଆରମ୍ଭ ହେଲା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ପ୍ରଥମ ପର୍ଯ୍ୟାୟ ଭୋଟ୍‌

ସୁବର୍ଣ୍ଣପୁର,୧୬/୨ - ଆଜି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଆଜିର ଭୋଟଗ୍ରହଣ ଡୁଙ୍ଗୁରିପାଲି ବ୍ଲକର ୩୩୦ଟି ବୁଥ ରେ ୯୬୭୬୦ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବାପାଇଁ ଥିଲେ । ଡୁଙ୍ଗୁରିପାଲି ବ୍ଲକର ୨୬ ଗୋଟି ପଂଚାୟତରେ ୧୦୬ଜଣ ସରପଞ୍ଚ…
Read More...

କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗୌରାଙ୍ଗ ପ୍ରଧାନଙ୍କ ମାରାଥନ୍‌ ପ୍ରଚାର

ଗଜପତି,୧୬/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗୌରାଙ୍ଗ ପ୍ରଧାନଙ୍କ ପଞ୍ଚାୟତରେ ଜୋରସୋରରେ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଆଜି ସରପଞ୍ଚ ପ୍ରାର୍ଥୀ ଗୌରାଙ୍ଗ ନିଜ ସମର୍ଥକଙ୍କ ସହ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଘରକୁଘର ନିଜର…
Read More...

୮୧.୨୮% ମତଦାନରୁ ଆରମ୍ଭ ହେଲା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ପ୍ରଥମ ପର୍ଯ୍ୟାୟ ମତଦାନ

ସୁବର୍ଣ୍ଣପୁର,୧୬/୨ - ଆଜି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଆଜିର ଭୋଟଗ୍ରହଣ ଡୁଙ୍ଗୁରିପାଲି ବ୍ଲକର ୩୩୦ଟି ବୁଥ ରେ ୯୬୭୬୦ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବାପାଇଁ ଥିଲେ । ଡୁଙ୍ଗୁରିପାଲି ବ୍ଲକର ୨୬ ଗୋଟି ପଂଚାୟତରେ ୧୦୬ଜଣ ସରପଞ୍ଚ…
Read More...

ପ୍ରଶାସନର ଭୁଲ ଯୋଗୁଁ ୮ କି.ମି ଯିବାକୁ ପଡିବ ଭୋଟରଙ୍କୁ, ଭୋଟ ଦେବାକୁ ଯିବାପାଇଁ ବ୍ୟବସ୍ଥା କରିବାକୁ ଦାବି

ଘୁ.ଉଦୟଗିରି,୧୬/୨- ଘୁ.ଉଦୟଗିରି ବ୍ଳକ ଅଧୀନରେ ଥିବା ମାଳିକାପଡି ପଞ୍ଚାୟତର ୧ ନମ୍ବର ୱାର୍ଡ ଗାଲୁଲି ଗ୍ରାମର ଭୋଟର ତାଲିକା ସ୍ଥାନୀୟ ପଞ୍ଚାୟତର ୧୪ ନମ୍ବର ୱାର୍ଡ ସିର୍କୀ ଗ୍ରାମରେ ଅନ୍ତର୍ଭୁକ୍ତ ହୋଇଛି । ପାଖାପାଖି ୯୦ ଜଣ ବୃଦ୍ଧବୃଦ୍ଧାଙ୍କ ସମେତ ଅନ୍ୟମାନଙ୍କର ନାମ ଭୋଟର ତାଲିକାରେ ନିଜ…
Read More...