Monthly Archives

February 2022

କରୋନା କଟକଣା ହଟାଇବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ବହୁମାତ୍ରାରେ ହ୍ରାସ ପାଇଛି । ଏବେ ଦେଶରେ ଦୈନିକ ପଜିଟିଭ ସଂଖ୍ୟା ୩୦ ହଜାର ତଳକୁ ଖସି ଆସିଲାଣି । ତେବେ ଏହା ସତ୍ତେ୍ୱ କେତେକ ରାଜ୍ୟ ବିଭିନ୍ନ ଆଳରେ ଅତିରିକ୍ତ କଟକଣା ଲାଗୁ କରିଛନ୍ତି,ଯାହା କି ଠିକ ନୁହେଁ । ଏହି କଟକଣାକୁ ହଟାଇବା…
Read More...

ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ମତଦାନ ୬୦ ପ୍ରତିଶତରୁ ଅଧିକ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ସାବ୍ୟସ୍ତ କରିଛନ୍ତି ଗ୍ରାମାଞ୍ଚଳ ଭୋଟର । ଆଜି ଥିଲା ପ୍ରଥମ ପର୍ଯ୍ୟାୟ ଭୋଟ । ରାଜ୍ୟର ୩୦ ଜିଲ୍ଲାର ୭୧ ବ୍ଲକରେ ଶେଷ ହୋଇଛିମତଦାନ । ଏହି ଅବସରରେ ଦିନ ୧ଟା ସୁଦ୍ଧା ରାଜ୍ୟ ବିଭିନ୍ନ ସ୍ଥାନରେ ୬୦ ପ୍ରତିଶତରୁ ଅଧିକ ମତଦାନ…
Read More...

ମୟଙ୍କ ଅଗ୍ରୱାଲ ନୁହଁନ୍ତି, ଏହି ଖେଳାଳି ହୋଇପାରନ୍ତି ପଞ୍ଜାବ କିଙ୍ଗ୍‌ସର ଅଧିନାୟକ

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ର ମେଗା ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗସ୍‌ କେବଳ ମୟଙ୍କ ଅଗ୍ରୱାଲ ଓ ଅର୍ଶଦୀପ ସିଂଙ୍କୁ ରଖିଥିଲେ । ଏଥିସହିତ ଦଳର ଅଧିନାୟକ କେ.ଏଲ୍‌ ରାହୁଲଙ୍କ ସମେତ ବାକି ଖେଳାଳିଙ୍କୁ ମୁକ୍ତ କରାଯାଇଥିଲା । ଏଭଳି ପରିସ୍ଥିତିରେ ମୟଙ୍କ ଅଗ୍ରୱାଲ ପଞ୍ଜାବ ଦଳର ପରବର୍ତ୍ତୀ…
Read More...

ବାପି ଲାହିରିଙ୍କ ପରଲୋକରେ ଶୋକପ୍ରକାଶ କଲେ ସଚିନ

ନୂଆଦିଲ୍ଲୀ : ଭାରତୀୟ ସଂଗୀତ ଜଗତର ଲୋକପ୍ରିୟ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଆଜି ଦେହାନ୍ତ ହୋଇଯାଇଛି । ଏହି ଖବର ଶୁଣି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସଚିନ ତାଙ୍କର ଟ୍ୱିଟର…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ହେବେ ମହିଳାଗୋଷ୍ଠୀ !

ଦଶପଲ୍ଲା,୧୬/୨: ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ ଓ ସମସ୍ତ ପୌରାଞ୍ଚଳରେ ପ୍ରାର୍ଥୀଙ୍କ ଭାଗ୍ୟ ଲେଖିବେ ୧୧୮୮୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ପ୍ରତ୍ୟେକ ମହିଳା ଗୋଷ୍ଠୀରେ ୧୨ ରୁ ୨୦ ଜଣ ପର୍ଯ୍ୟନ୍ତ ସଦସ୍ୟ ରହିଛନ୍ତି । ଜଣେ ଜଣେ ମହିଳା ସଦସ୍ୟଙ୍କ ପରିବାରରେ ୫ ରୁ ୮ ଜଣ ଲେଖାଏଁ ଭୋଟର…
Read More...

ମହାମହିମ ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ

ପୁରୀ,୧୬/୨- ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ସମ୍ଭାବ୍ୟ ଦୁଇଦିନିଆ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆସନ୍ତା ୧୯ ଓ ୨୦ ତାରିଖରେ…
Read More...

ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ : ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ। ଉତ୍ତରପ୍ରଦେଶର ବାରମ୍ବକୀ ଜିଲ୍ଲାରେ ଘଟିଛି ଏ ସଡକ ଦୁର୍ଘଟଣା। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୨ଜଣ  ଛୁଆ ବି ଅଛନ୍ତି।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ସୂଚନା ଅନୁସାରେ, ଘଟଣାଟି  ବୁଧବାର ତଥା ଆଜି…
Read More...

ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟ୍‌କା ଅନୁଭୂତ

ଶ୍ରୀନଗର : ଜାମ୍ମୁକାଶ୍ମୀର ପାଲଗାମରେ ଭୂକମ୍ପର ଝଟକା ଅନୁଭୂତ । ବୁଧବାର ଭୋର ୫ଟା ୪୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି । ଏ ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ସୂଚନା ମିଳିଛି ।ଭୂକମ୍ପର ତୀବ୍ରତା ଅଧିକ…
Read More...

ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ, ନିର୍ବାଚନ ବନ୍ଦ

କଟକ: ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ । କଟକ ସଦର ଯଶପଡା ଗ୍ରାମ ପଂଚାୟତର ସରପଞ୍ଚ ପ୍ରାର୍ଥୀ ମୃତ୍ୟୁ । ମୃତ୍ୟୁ ବରଣ କରିଥିବା ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି ନମିତା ବେହେରା । ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ସୂଚନା ଅନୁସାରେ ନମିତା ଚଳିତ…
Read More...

ଆଉ ନାହାନ୍ତି ବାପି ଲାହିରି

ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଯାଇଥିବା କଥା ଜଣେ ଡାକ୍ତର ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଏକାଧିକ ଶାରିରୀକ ଅସୁବିଧା ନିମନ୍ତେ ତାଙ୍କର ଚିକିତ୍ସା ଚାଲିଥିଲା। ପ୍ରାପ୍ତ ସୂଚନା…
Read More...