Monthly Archives

February 2022

ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ

କୋଲକାତା: ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀଙ୍କର ଆଜି ଏଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଥିଲେ । ଆଜି ହଠାତ୍‌ ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କ ଅବସ୍ଥା ଆହୁରି…
Read More...

ସିରିଜ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ରାଞ୍ଚି,୧୫/୨: ଏକ ସିରିଜ ଦୁର୍ଘଟଣାରେ ଚାଲିଯାଇଛି ୫ ଜଣଙ୍କ ଜୀବନ । ଏଥିରେ ଆଉ କେତେଜଣ ଆହତ ମଧ୍ୟ ହୋଇଛନ୍ତି । ଝାଡ଼ଖଣ୍ଡରେ ଘଟିଛି ଏହି ଭୟାନକ ସଡ଼କ ଦୁର୍ଘଟଣା । ଝାରଖଣ୍ଡର ରାମଗଡ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଥିବା ପଟେଲ ଚୌକସ୍ଥିତ ଜାତୀୟ ରାଜପଥରେ ଏହି ଘଟଣା ଘଟିଛି । ଦ୍ରୁତଗାମୀ…
Read More...

ପୌର ନିର୍ବାଚନ: କେଉଁ ପ୍ରାର୍ଥୀ କେତେ ଗାଡି ବ୍ୟବହାର କରିପାରିବେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନର ଆଗାମୀ ପୌର ନିର୍ବାଚନରେ କାଉନସିଲର-କର୍ପୋରେଟର, ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପ୍ରଚାର ପାଇଁ ଉପଯୋଗ ହେବାକୁ ଥିବା ଗାଡ଼ି ପରିମାଣ ନିର୍ଦ୍ଧାରଣ କରିଛନ୍ତି । ମେୟର ପ୍ରାର୍ଥୀ ସର୍ବାଧିକ ୬ଟି ଓ କର୍ପୋରେଟର ପ୍ରାର୍ଥୀ ସର୍ବାଧିକ ୨ଟି ଗାଡ଼ି…
Read More...

ଜାରିହେଲା ସଂଶୋଧିତ ଭାରତ-ଶ୍ରୀଲଙ୍କା ଖେଳସୂଚୀ : ଆସନ୍ତା ୨୪ରୁ ଟି-୨୦ ଓ ମାର୍ଚ୍ଚ ୪ରୁ ଟେଷ୍ଟ

ନୂଆଦିଲ୍ଲୀ,୧୫/୨: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି-୨୦ ଓ ଟେଷ୍ଟ ସିରିଜ ଖେଳସୂଚୀରେ କେତେକ ପରିବର୍ତ୍ତନ କରିଛି ବିସିସିଆଇ । ଆଜି ବିସିସିଆଇ ପକ୍ଷରୁ ଏହି ସଂଶୋଧିତ ଖେଳସୂଚୀ ଜାରି କରାଯାଇଛି । ଏହି ଖେଳସୂଚୀ ଅନୁଯାୟୀ,ପ୍ରଥମେ ଟି୨୦ ଓ ପରେ ଟେଷ୍ଟ ସିରିଜ ଖେଳାଯିବ । ମୂଳ…
Read More...

ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରାଙ୍କ ସହାୟତା

ଫୁଲବାଣୀ:-ଯେଉଁଠାରେ କିଛି ସାହାଯ୍ୟର ଆବଶ୍ୟକ ପଡିଲା ତାଙ୍କୁ କିଏ କହୁ ନ କହୁ, କିଏ ଡାକୁ ନ ଡାକୁ ସାହାଯ୍ୟ କରିବାକୁ ଅକୁଣ୍ଠ ଚିତରେ ଆଗେଇ ଆସନ୍ତି ଜାଗ୍ରତ କନ୍ଧମାଳର ପ୍ରତିଷ୍ଠା ତା ତଥା ହିନ୍ଦୁ ମଜଦୂର ସଭାର ଜିଲ୍ଲା ଆବାହକ, ଜିଲ୍ଲା ପ୍ରେସ କ୍ଳବର ଉପ ସଭାପତି ତଥା ଆଇନଜୀବୀ ସତ୍ୟ…
Read More...

ସଂପୂର୍ଣ୍ଣ ଅନଲକ୍‌ ହେଲା ଆସାମ

ଗୌହାଟୀ,୧୫/୨ : ସମ୍ପୂର୍ଣ୍ଣ ଅନଲକ୍‌ ହେଲା ଆସାମ । ଦେଶର ପ୍ରଥମ ରାଜ୍ୟ ଭାବେ ଆସାମରୁ ସବୁ ପ୍ରକାର କୋଭିଡ୍‌ କଟକଣା ହଟାଇ ଦିଆଯାଇଛି । ଆଜିଠୁ ସ୍କୁଲ, କଲେଜ, ପୂର୍ବ ପରି ଚାଲିବ । ସିନେମା ହଲ୍‌, ସାଧାରଣ ସଭା, ବିବାହ ଉତ୍ସବରେ କୌଣସି କଟକଣା ରହିବ ନାହିଁ । କେବଳ ତିନିଟି ନିୟମକୁ…
Read More...

ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଭଟଲୀର କେଲେଣ୍ଡାପାଲି ସରପଞ୍ଚ ମତଦାନ ସ୍ଥଗିତ

ଭୁବନେଶ୍ୱର,୧୫/୨ : ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଲେଣ୍ଡାପାଲିରେ ଆସନ୍ତାକାଲି ସରପଞ୍ଚ ପଦ ପାଇଁ ଭୋଟ ଗ୍ରହଣ ହେବ ନାହିଁ । ଏହାକୁ ସ୍ଥଗିତ ରଖାଯାଇଛି । ଆଜି ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦ ପାଇଁ ଲଢୁଥିବା ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିବାରୁ ଏଭଳି…
Read More...

ଆସନ୍ତାକାଲି ପ୍ରଥମ ଟି-୨୦ : ଏମିତି ହୋଇପାରେ ଭାରତୀୟ ପ୍ଲେଇଙ୍ଗ୍‌ ଇଲେଭେନ

କୋଲକତା : ଆସନ୍ତାକାଲିଠାରୁ ଇଡେନ ଗାର୍ଡେନରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜ ଜିତିଥିବା ଭାରତୀୟ ଦଳ ଟି-୨୦ ସିରିଜକୁ କବଜା କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି । ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଥିବାରୁ…
Read More...

ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ସ୍ଥିତି ଅନୁଧ୍ୟାନ କଲେ ଅତିରିକ୍ତ ଡିଜି

ପୁରୀ : ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।୨୦ତାରିଖ ସକାଳ ୧୦.୩୫ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ…
Read More...

ଲକ୍ଷ୍ମୀମୁଣ୍ଡା କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାଖିଉଡାର ଚମ୍ପିୟାନ

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀ ମୁଣ୍ଡା ଗ୍ରାମର କ୍ରିକେଟ୍‌ କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡିଆରେ କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ ଟି କ୍ରିକେଟ ଦଳ ପ୍ରତିଯୋଗିତାରେ ଭାଗ ନେଇ ଥିବା ବେଳେ…
Read More...