Monthly Archives

February 2022

ଫିଲ୍ମ ଛାଡି ବ୍ୟବସାୟ କରିବାକୁ ଚାହୁଁଥିଲେ ରଶ୍ମିକା

ମୁମ୍ବାଇ : ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ହେଲେ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପୁଷ୍ପା: ଦି ରାଇଜ’ ତାଙ୍କୁ ବହୁ ଲୋକପ୍ରିୟତାର କରିଛି। ଏବେ ସେହି ଫିଲ୍ମ , ତା ଡାଇଲଗ ସବୁ ଆଡେ ଡିମାଣ୍ଡରେ…
Read More...

ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍, ସଂଧ୍ୟାରେ ସରିବ ପ୍ରଚାର

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ଏଥିପାଇଁ ଗାଁ ଗାଁରେ ଏବେ ପ୍ରଚାର ତାତି। ଘମାଘୋଟ ପ୍ରଚାରରେ ଗାଁ ଏବେ କମ୍ପୁଛି ।ଖବର ଅନୁଯାୟୀ, ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୩୦ ଜିଲ୍ଲାର ୭୧ ବ୍ଲକ୍ ର…
Read More...

ଇଲେକ୍ଟ୍ରିସିଆନଙ୍କ ପୁଅ କୋଟିପତି : ବାପା ଆବଶ୍ୟକତା ପୂରଣ କରିପାରୁନଥିଲେ, କୋଚ ହୋଇଥିଲେ ସାହାରା

ଦୃଢ ଇଚ୍ଛା ଶକ୍ତି ଓ ସଂକଳ୍ପ ଥିଲା ଉପାୟ ନିଶ୍ଚିତ ଆସେ, ଏହି ଉକ୍ତିଟି ତିଲକ ବର୍ମାଙ୍କୁ ବହୁତ ଫିଟ୍‌ କରୁଛି । ଆନ୍ଧ୍ରପ୍ରଦେଶର ୧୯ ବର୍ଷର ଏହି ବାଳକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ନିଲାମ ପରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ବ୍ୟାଟ୍ସମ୍ୟାନଙ୍କୁ ୧.୭…
Read More...

୩୦ଲକ୍ଷରେ ବିକ୍ରି ହେଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ଜାଣନ୍ତୁ କେଉଁ ଦଳକୁ ଗଲେ

ନୂଆଦିଲ୍ଲୀ : କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଆଇପିଏଲ୍‌ ୨୦୨୨ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଦିନ ୩୦ ଲକ୍ଷ ଟଙ୍କାରେ କିଣିଛନ୍ତି । ପ୍ରଥମେ ଅର୍ଜୁନ ପାଇଁ ମୁମ୍ବାଇ ବିଡ୍‌ କରିଥିଲା । ଏହାପରେ ଗୁଜୁରାଟ ଟାଇଟାନ୍ସ ମଧ୍ୟ ତାଙ୍କୁ ନେବା ପାଇଁ…
Read More...

ଯୁବ ଆଇନଜୀବୀ ଅନିଲ ପଟ୍ଟନାୟକଙ୍କ ବିୟୋଗ

ଫୁଲବାଣୀ:-ସ୍ଥାନୀୟ କେନ୍ଦୁପଦର ସାହିର ଅଶୋକ ପଟ୍ଟନାୟକଙ୍କ ପୁତ୍ର ସ୍ୱର୍ଗତ ଅନିଲ କୁମାର ପଟ୍ଟନାୟକ(୩୬)ଙ୍କ ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି । ସେ ଫୁଲବାଣୀ ଓକିଲ ସଂଘର ସଦସ୍ୟ ଭାବେ ୨୦୧୬ ମସିହାରେ ଯୋଗ ଦେଇଥିଲେ । ସେ ଜଣେ ସରଳ,ଶାନ୍ତ, ମେଳାପୀ ସ୍ୱଭାବର ଯୁବ…
Read More...

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୮୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୮୧୨୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା…
Read More...

ଜାଣନ୍ତୁ ପଞ୍ଚାୟତ ନିର୍ବାଚନ ଭୋଟ ଗଣନା ନିୟମାବଳୀ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ର ମତଗଣନା ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିଷ୍ପତି ନେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି…
Read More...

ଜେଲ୍‌ ଗଲେ କୋଟିପତି ଏଡିଏମ

ଭୁବନେଶ୍ୱର,୧୩/୨: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ)ବିଶ୍ୱଜିତ ମହାପାତ୍ରଙ୍କୁ ଆଜି ଜେଲ ପଠାଇ ଦିଆଯାଇଛି । ଆଜି ଗିରଫ ହେବାପରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ତାଙ୍କର…
Read More...

ଧୋନି ମୋର ଆଇଡଲ : ଶୁଭ୍ରାଂଶୁ

ଭୁବନେଶ୍ୱର,୧୩/୨ : ଆଇପିଏଲ-୨୦୨୨ ନିଲାମର ଆଜି ଦ୍ୱିତୀୟ ଦିବସରେ ବେସ୍‌ ପ୍ରାଇସରେ ବିକ୍ରି ହୋଇଥିବା ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି ଯେ ସକାଳେ ମୁଁ ଟେନସନରେ ଥିଲି । କିନ୍ତୁ ମୁଁ ଆଶା ରଖିଥିଲି । କାରଣ ମୁଁ…
Read More...

ନିର୍ବାଚନ ପ୍ରଚାର କରିପାରିବେନି ବିଧାୟିକା ପ୍ରମିଳା ମଲ୍ଲିକ

ଭୁବନେଶ୍ୱର:ପଂଚାୟତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି । ୪୮ ଘଂଟା ପାଇଁ ପ୍ରମିଳା ମଲ୍ଲିକ ପ୍ରଚାର କରିପାରିବେନି । ସେ ଫେବ୍ରୁୁଆରି ୧୪ (ସୋମବାର)…
Read More...