Monthly Archives

February 2022

ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲା ଘର

ଫୁଲବାଣୀ,୧୩/୨- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ଆର୍‌ ନୂଆଗାଁ କଲରାପାଜୁ ଗ୍ରାମର ପ୍ରହଲ୍ଲାଦ କହଁର (୫୫) ଙ୍କ ଘରେ ଆଜି ଅପରାହ୍ନ ସମୟରେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଘର ଜଳିଗଲା । ନିଆଁ ଲାଗିବା ଫଳରେ ଘରେ ଥିବା ଲୁଗାପଟା, ଧାନ, ଚାଉଳ ସମେତ ୪୫ ହଜାର ଟଙ୍କା,…
Read More...

କନ୍ଧମାଳ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ସଜା କାଟୁଥିବା କଏଦୀର ମୃତ୍ୟୁ

ଫୁଲବାଣୀ,୧୩/୨:- କନ୍ଧମାଳ ଜିଲ୍ଲା ସଦର ମହକୁମା ମୁଖ୍ୟ କାରାଗାରରେ ସଜାକାଟୁଥିବା ଜଣେ କଏଦୀଙ୍କ ଦେହ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ କାହ୍ନୁଚରଣ ପ୍ରଧାନ । ୧୦/୭/୧୬ ମସିହାରେ ଦାରିଙ୍ଗବାଡ଼ି ବ୍ଲକର କିରାମହାରେ ମଡ଼ର ମାମଲାରେ ଜେଲରେ ସଜା…
Read More...

ଆଇପିଏଲ : ଦ୍ୱିତୀୟ ଦିନରେ ବିକ୍ରି ହୋଇଥିବା ଓ ହୋଇନଥିବା ଖେଳାଳିଙ୍କ ତାଲିକା

ଆଡେନ ମାର୍କ୍ରାମ - ସନରାଇଜର୍ସ ହାଇଦ୍ରାବାଦ - ୨.୬ କୋଟି ଟଙ୍କାଅଜିଙ୍କ୍ୟ ରାହାଣେ - କୋଲକାତା ନାଇଟ୍‌ ରାଇଡର୍ସ - ୧ କୋଟି ଟଙ୍କାଡେଭିଡ୍‌ ମାଲାନ୍‌ - ବିକ୍ରି ହୋଇ ନାହାନ୍ତିମନଦୀପ ସିଂ - ଦିଲ୍ଲୀର ରାଜଧାନୀ - ୧.୧ କୋଟି ଟଙ୍କାମାର୍ନସ୍‌ ଲାବୁସାଗ୍‌ନେ - ବିକ୍ରି ହୋଇନାହାନ୍ତିସୌରଭ…
Read More...

ଓଡିଆ ପୁଅ ଶୁଭ୍ରାଂଶୁଙ୍କୁ କିଣିଲା ସିଏସକେ

କଟକ : ଓଡିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ ଟିମ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ଆଜି ତାଙ୍କ ଦଳରେ ସାମିଲ କରିଛି । ଚେନ୍ନାଇ ଦଳ ତାଙ୍କ ବେସ ପ୍ରାଇସ ୨୦ ଲକ୍ଷ ଟଙ୍କାରେ ତାଙ୍କୁ କିଣିଥିବା ଜଣାପଡିଛି । ଶୁଭ୍ରାଂଶୁ ଓଡିଶାର କେନ୍ଦୁଝର ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ଜଣେ…
Read More...

ଜାଣନ୍ତୁ ଆଇପିଏଲ ଖେଳାଳି ନିଲାମର ଦ୍ୱିତୀୟ ଦିନର ତାଜା ଖବର : ପଞ୍ଜାବ କିଙ୍ଗ୍‌ସ ଲିଭିଙ୍ଗଷ୍ଟୋନ୍‌ଙ୍କୁ ୧୧.୫୦ କୋଟିରେ…

ବେଙ୍ଗାଲୁରୁ : ଆଜି ଆଇପିଏଲ୍‌ ର ୧୫ ତମ ସିଜନ୍‌ ପାଇଁ ମେଗା ନିଲାମର ଦ୍ୱିତୀୟ ଦିନ । ନିଲାମ ଜାରି ରହିଛି । ପଞ୍ଜାବ କିଙ୍ଗ୍ସ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ରେ ୧୧.୫୦ କୋଟି ଟଙ୍କାରେ କିଣିଥିବା ଜଣାପଡିଛି । ଏଥିସହିତ ଅଜିଙ୍କ୍ୟ ରାହାନେଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୧ କୋଟି ଟଙ୍କାରେ…
Read More...

ବିଶ୍ୱ ରେଡିଓ ଦିବସ ଅବସରରେ ନିଆରା କଳାକୃତି

ପୁରୀ,୧୩/୨- ବିଶ୍ୱ ରେଡିଓ ଦିବସ ଅବସରରେ ୧୧ ଶହ ଦିଆସିଲି କାଠିରେ ପୁରୁଣା ରେଡିଓ ମଡେଲ ପ୍ରତିକୃତିକୁ ତିଆରି କରିଛନ୍ତି ପୁରୀ କୁମ୍ଭାରପଡାର ବାସିନ୍ଦା ସୁଦର୍ଶନ ସାହୁଙ୍କ ପୁଅ ୧୯ ବର୍ଷୀୟ ଶାଶ୍ୱତ ରଂଜନ ସାହୁ । ଦିଆସିଲି କାଠିରେ ରେଡ଼ିଓ ପ୍ରତିକୃତି ତିଆରି କରିବାକୁ ଶାଶ୍ୱତଙ୍କୁ ୩ ଦିନ…
Read More...

ଲୋକାର୍ପିତ ହେଲା କିଶୋରୀ ଯୌନ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୀତ

ଘୁ.ଉଦୟଗିରି,୧୩/୨: କିଶୋରୀ ସ୍ୱାସ୍ଥ୍ୟ ଓ ଅଧିକାର ସମ୍ବନ୍ଧୀୟ ଏକ ସଚେତନତା ବାର୍ତ୍ତା ଗୀତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ ଉପାଧ୍ୟାୟଙ୍କ ଦ୍ୱାରା ଆନ୍ତର୍ଜାତୀୟ ସଂସ୍ଥା ସେଭ ଦି ଚିଲଡ୍ରେନ ଦ୍ୱାରା ପ୍ରସ୍ତୁତ କରାଯାଇ ଲୋକାର୍ପିତ କରାଯାଇଛି ।…
Read More...

ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ

ଗଜପତି,୧୩/୨- ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ପଦ୍ମପୁରସ୍ଥିତ ବିନୋଦିନି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

କନ୍ଧମାଳକୁ ଲେଉଟିଲା ଶୀତ;ପୁଣି ଦାରିଙ୍ଗବାଡ଼ି ତୁଷାର ପାତ

ବାଲିଗୁଡ଼ା: ରାଜ୍ୟରେ ବାରମ୍ବାର ପାଣିପାଗର ମିଜାଜ ବଦଳିବା ଯୋଗୁଁ ଶୀତ ଓ ବର୍ଷାର ଲୁଚକାଳି ଖେଳ ଚାଲିଥିଲା । ବର୍ତ୍ତମାନ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ପ୍ରକାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଇଁ ଶୁଖିଲା ରହିବ ଓ ରାତିର ତାପମାତ୍ରା ସାମାନ୍ୟ କମିବ ବୋଲି ଆକଳନ ହୋଇଛି ।…
Read More...

କୁହୁଡ଼ି ହେଲା କାଳ;ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣା, ୩ ଆହତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡୁଲୁରୀ ବୁଲାଣିରେ ଶନିବାର ବିଳମ୍ବିତ ରାତିରେ ଏକ ହ୍ୟୁଣ୍ଡାଇ ଏକସେଣ୍ଟ କାର ଦାରିଙ୍ଗବାଡ଼ି ପଟୁ ବ୍ରାହ୍ମଣୀଗାଁ ରାସ୍ତାରେ ଯାଉଥିବା ସମୟରେ ଘନ କୁହୁଡ଼ି ଯୋଗୁଁ ବୁଲାଣିରେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ରାସ୍ତାରୁ ଖସି…
Read More...