Monthly Archives

February 2022

ବୈଜ୍ଞାନିକ ପଦ୍ଧତିରେ ଫୁଲକୋବି ଚାଷ, ବାର୍ଷିକ ଲକ୍ଷାଧିକ ଟଙ୍କା ଆୟକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଚାଷୀ

ଘୁ.ଉଦୟଗିରି,୧୩/୨: କନ୍ଧମାଳ ଜିଲ୍ଲାରେ ପ୍ରାୟତଃ ଚାଷୀମାନେ ବିଭିନ୍ନ ପରିବା ଚାଷ କରିଥାନ୍ତି ।ପ୍ରାୟ ପରିବା ଚାଷ ଜୈବିକ ପଦ୍ଧତିରେ କରାଯାଇଥାଏ । ବିନ୍ସ, ଗ୍ରୀନ ମଟର, ଟମାଟୋ, ଫଳକୋବି,ବନ୍ଧାକୋବି ,ଫୁଲକୋବି ଏବଂ ବାଇଗଣ ଭଳି ପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା ;୪ ମୃତ, ୪ଗୁରୁତର

ଫୁଲବାଣୀ: ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଲାହାବାଡି ବୁଲାଣି ରାସ୍ତାରେ ଘଟିଛି । ଘଟଣା ସ୍ଥଳରେ ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଫୁଲବାଣୀ ମେଡ଼ିକାଲରେ ମୃତ୍ୟୁ ହୋଇଥବା ସୂଚନା ମିଳିଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଫୁଲବାଣୀ…
Read More...

ରାଜ୍ୟରେ ଖସୁଛି ସଂକ୍ରମଣ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୭୨୬୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା…
Read More...

୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ପାଇଁ ବିଜେପିର ମାରାଥନ୍‌ ପ୍ରଚାର

ବୌଦ୍ଧ,୧୨/୨- ଆଜି ବୌଦ୍ଧଜିଲ୍ଲା ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଶ୍ରୀମତି ସନ୍ତୋଷିଣୀ ମହାକୁଡ ଙ୍କ ପାଇଁ ବିଜେପି ଘରକୁ ଘର ବୁଲି ପ୍ରଚାର ଜୋରଦାର କରିଛି । ପ୍ରାର୍ଥିନୀଙ୍କ ସହିତ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଦଳର ବରିଷ୍ଠନେତା ମାଗୁଣି ଗାଇଗୌରିଆ, ନବୀନ ହୋତା,…
Read More...

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ବୌଦ୍ଧଜିଲ୍ଲାରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର

ବୌଦ୍ଧ,୧୨/୨- କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ସହ ବୌଦ୍ଧ ଓ କଣ୍ଟାମାଳ ଓ ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଜୋନ ନଂ ୩ର ଗୋହିପିଟା ଠାରେ ଏକ ନିର୍ବାଚନୀ…
Read More...

କିଶୋରନଗର ଅଞ୍ଚଳର ମେଧାବୀ ଛାତ୍ରଙ୍କ ସଫଳତା

କିଶୋରନଗର: କିଶୋର ନଗର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ପଙ୍କଜ କଟାରୁକା ସମ୍ମାନଜନକ ଚାଟାର୍ଡ ଆକାଉଟାଣ୍ଟ (ସିଏ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ସଫଳତା ଅର୍ଜନ କରିଛନ୍ତି । ଏହି ତ୍ରିସ୍ତରୀୟ ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷାରେ ସଫଳତା ଲାଗି ଭୁବନେଶ୍ୱରରେ ରହି ଦୈ÷ନିକ ୧୨-୧୪ ଘଣ୍ଟା…
Read More...

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅସୁସ୍ଥ

ଫୁଲବାଣୀ : ପଂଚାୟତ ନିର୍ବାଚନରେ ଭୋକ ଶୋଷ ଭୁଲି ଦିନରାତି ପ୍ରଚାର ଚଳାଇଥିବା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ହଠାତ ଅସୁସ୍ଥ ହୋଇପଡିଥିଲେ । ଫଳରେ ଆଜି ସକାଳେ ସେ ଗୋଚ୍ଛାପଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥୁଲେ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଗତକିଛି ଦିନ ହେଲା ଗାଁ କୁ ଗାଁ…
Read More...

ବିକ୍ରି ହୋଇଥିବା ଏବଂ ହୋଇ ନଥିବା ଖେଳାଳିଙ୍କ ତାଲିକା,ଜାଣନ୍ତୁ କାହାକୁ କିଏ କିଣିଲା

ଶିଖର ଧାୱନ- ପଞ୍ଜାବ କିଙ୍ଗସ୍‌ - ୮.୨୫ କୋଟି ଟଙ୍କାରବିଚନ୍ଦ୍ରନ ଅଶ୍ୱିନ୍‌ - ରାଜସ୍ଥାନ ରୟାଲ୍ସ - ୫ କୋଟି ଟଙ୍କାପ୍ୟାଟ୍‌ କମିନ୍ସ - କୋଲକାତା ନାଇଟ୍‌ ରାଇଡର୍ସ - ୭.୨୫ କୋଟି ଟଙ୍କାକାଗିସୋ ରାବାଡା - ପଞ୍ଜାବ କିଙ୍ଗସ୍‌ - ୯.୨୫ କୋଟି ଟଙ୍କାଟ୍ରେଣ୍ଟ ବୋଲ୍ଟ - ରାଜସ୍ଥାନ ରୟାଲ୍ସ - ୮…
Read More...

ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ପୁରୀ : ମହାମହିମ ରାଷ୍ଟ୍ରପତ ରାମନାଥ କୋବିନ୍ଦଙ୍କ ସମ୍ଭାବ୍ୟ ଦୁଇ ଦିନିଆ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୯ ଓ ୨୦…
Read More...

ଆଇପିଏଲ ଇତିହାସରେ ଦ୍ୱିତୀୟ ମହଙ୍ଗା ଭାରତୀୟ ଖେଳାଳି ହେଲେ କିଶାନ

ବାଙ୍ଗାଲୁରୁ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୨ ର ମେଗା ନିଲାମର ପ୍ରଥମ ଦିନରେ ଇଶାନ୍‌ କିଶାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟିରେ କିଣିଛି । ଏହି କିଣାବିକାରେ ସେ ଏ ପର୍ଯ୍ୟନ୍ତ ହୋଇଥିବା ମେଗା ନିଲାମର ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି । ଏହାଦ୍ୱାରା ଇଶାନ କିଶନ ଆଇପିଏଲ…
Read More...