Monthly Archives

February 2022

ଜିଲ୍ଲା କଂଗ୍ରେସ କମିଟି କନ୍ଧମାଳ ପକ୍ଷରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଇସ୍ତାହାର ଉନ୍ମୋଚିତ

ଫୁଲବାଣୀ,୧୨/୨:- ଜିଲ୍ଲା କଂଗ୍ରେସ କମିଟି କନ୍ଧମାଳ ପକ୍ଷରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଇସ୍ତାହାର ସ୍ଥାନୀୟ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ଠାରେ ଉନ୍ମୋଚିତ ହୋଇଯାଇଛି । ଏ ନେଇ ଜ଼ିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ପ୍ରଭାରୀ ବିସ୍ମୟ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡ଼ା,୧୨/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତିକି ଯୋର୍‌ ଧରୁଛି । ଆସନ୍ତା ୧୬ ତାରିଖରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୁଆଗାଁ ବ୍ଲକର ୧୪ଟି ପଞ୍ଚାୟତ ଓ ବାଲିଗୁଡ଼ା ବ୍ଲକର ୧୪ଟି ଗ୍ରାମ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ…
Read More...

କନ୍ଧମାଳର ୧ ନଂ ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପକ୍ଷରୁ ଲେଖାଶ୍ରୀଙ୍କ ମାରାଥନ୍‌ ପ୍ରଚାର

ବାଲିଗୁଡ଼ା,୧୨/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ପ୍ରଚାର ମୈଦାନରେ ହେଭିୱେଟ୍‌ ନେତାଙ୍କୁ ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ୧ନଂ ଜିଲ୍ଲା ପରିଷଦ ଜୋନ୍‌ରେ ଆଜି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ…
Read More...

ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତର ଅନ୍ୟତମ ଶୀର୍ଷସ୍ଥାନୀୟ ବ୍ୟକ୍ତିତ୍ୱ ରାହୁଲ ବଜାଜଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଦୀର୍ଘଦିନ ହେବ ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ୧୯୩୮ ମସିହା ଜୁନ୍‌ ୧୦ ତାରିଖରେ ରାହୁଲ୍‌ ବଜାଜ୍‌ ଜନ୍ମ ଗ୍ରହଣ…
Read More...

ଇଶାନଙ୍କୁ ୧୫.୨୫ କୋଟିରେ କିଣିଲା ଏହି ଦଳ

ବେଙ୍ଗାଲୁରୁ : ଆଇପିଏଲ ଖେଳାଳି ନିଲାମ ଚାଲିଛି । ଭାରତର ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାରେ କିଣିଛି । ଆଇପିଏଲ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ହେଉଛି ସର୍ବୋଚ୍ଚ଼ ବିଡ୍‌ । ଏହାପୂର୍ବରୁ ୨୦୧୧ ରେ ମୁମ୍ବାଇ ରୋହିତ…
Read More...

ପୁଲିସ-ମାଓବାଦୀ ଗୁଳି ବିନିମୟରେ ସିଆରପିଏଫ ଅଧିକାରୀ ସହିଦ

ମାଲକାନଗିରି: ଛତିଶଗଡର ବିଜାପୁରଠାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ଘଟଣାସ୍ଥଳରେ ସିଆରପିଏଫ ଅଧିକାରୀଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି । ମୃତକ ହେଲେ ୧୬୮ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡର ଏସବି ତିର୍କୀ । ଏଣେ ଏହି ଘଟଣାରେ ଜଣେ ଯବାନ ଗୁରୁତର ଥିବା ବି…
Read More...

ବିଶିଷ୍ଟ ସାହିତ୍ୟିକ ପଞ୍ଚାନନ ମିଶ୍ରଙ୍କ ଦେହାନ୍ତ

ସମ୍ବଲପୁର: ଇଂରାଜୀ ଓ ଓଡିଆ ଭାଷାସାହିତ୍ୟର ବିଶିଷ୍ଟ ଗବେଷକ, ଚିନ୍ତକ, ସାହିତ୍ୟ ସମାଲୋଚକ, କବି ତଥା ଶିକ୍ଷାବିତ୍‌ ଡକ୍ଟର ପଞ୍ଚାନନ ମିଶ୍ରଙ୍କର ହୃଦଘାତରେ ସମ୍ବଲପୁର ଦେହୁରିପାଲିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଡକ୍ଟର ପଞ୍ଚାନନ…
Read More...

ନାଟ୍ୟଗୁରୁ ହରିହର ମିଶ୍ରଙ୍କ ପରଲୋକ

ବରଗଡ: ନାଟ୍ୟଗୁରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ହରିହର ମିଶ୍ରଙ୍କ ଶନିବାର ଭୋର୍‌ ୩ଟା ବେଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଭୋର୍‌ରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟ…
Read More...

ସଂଗୀତଜ୍ଞ ରବୀନ୍ଦ୍ର ବେହେରାଙ୍କୁ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୁବର୍ଣ୍ଣପୁର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟସଂସଦ ପକ୍ଷରୁ ଗତକାଲି ସଂଧ୍ୟାରେ ସ୍ଥାନୀୟ ପଂଚରଥ ମନ୍ଦିର ପ୍ରାଂଗଣରେ ବିଶିଷ୍ଟ ସଙ୍ଗୀତଜ୍ଞ ତଥା ସମାଜ ସେବକ ରବୀନ୍ଦ୍ର ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଂଜଳି ସଭାର ଆୟୋଜନ…
Read More...

ଗୁମ୍ମା ପଞ୍ଚାୟତରେ ବିଜେଡିର ଜୋରସର ପ୍ରଚାର

ପାରଳାଖେମୁଣ୍ଡି,: ଆଜି ଗୁମ୍ମା ବ୍ଲକ ର ଗୁମ୍ମା ପଞ୍ଚାୟତ ରେ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତିଭାବେ ବରିଷ୍ଟ ନେତା ଡ . ତିରୁପତିପାଣିଗ୍ରାହୀ ,ଯୁବନେତା ଇଂ ରୂପେଶ ପାଣିଗ୍ରାହୀ,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ,ଏ.…
Read More...