Monthly Archives

February 2022

ଆଇପିଏଲ ନିଲାମ, ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

ବାଙ୍ଗାଲୋର : ବାଙ୍ଗାଲୋରରେ ଚାଲିଥିବା ଆଇପିଏଲ୍‌ ୨୦୨୨ ନିଲାମରେ ଭାରତୀୟ ଖେଳାଳିମାନଙ୍କ ଉପରେ ଫ୍ରାଞ୍ଚାଇଜମାନେ ଟଙ୍କା ବର୍ଷା କରୁଥିବା ଦେଖାଯାଉଛି । ଆଇପିଏଲର ୧୪ ତମ ସଂସ୍କରଣରେ ବାଇଗଣୀ କ୍ୟାପ୍‌ ଜିତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ହର୍ଷଲ ପଟେଲଙ୍କୁ ଆରସିବି ୧୦ କୋଟି…
Read More...

ଉପଲଡା ପଞ୍ଚାୟତରେ ବିଜେଡିର ବିରାଟ ସମାବେଶ

ପାରଳାଖେମୁଣ୍ଡି,: ଆଗାମି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଗୋଷାଣି ବ୍ଲକ ଉପଲଡା ଗ୍ରାମପଞ୍ଚାୟତରେ ବିରାଟ ସମାବେଶ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ନେତା ଡ. ତିରୁପତି ପାଣିଗ୍ରାହୀ, ଯୁବନେତା ଇଂ. ଋପେଶ ପାଣିଗ୍ରାହୀ, ବିଜେଡ଼ି ଜିଲ୍ଲା…
Read More...

ହଠାତ୍‌ ଖସିପଡିଲେ ନିଲାମକାରୀ, ଅଟକିଲା ଆଇପିଏଲ ଖେଳାଳି ନିଲାମ

ବେଙ୍ଗାଲୁରୁ: ଆଇପିଏଲ-୨୦୨୨ ମେଗା ଅକ୍ସନରେ ଘଟିଛି ଅଘଟଣ । ନିଲାମ ଚାଲିଥିବା ବେଳେ ଅକ୍ସନିର ବା ନିଲାମକାରୀ ହ୍ୟୁଜ୍‌ ଏଡମିଡ୍ସ ହଠାତ୍‌ ଅଚେତ୍‌ ହୋଇ ତଳେ ପଡିଯାଇଛନ୍ତି । ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି । ଆଇପିଏଲ୍‌ ନିଲାମ ଇତିହାସରେ ପ୍ରଥମଥର ଏଭଳି ଅଘଟଣ ଘଟିଛି । ତେବେ ଏ…
Read More...

ଆଇପିଏଲ ଖେଳାଳି ନିଲାମ, ଜାଣନ୍ତୁ ତାଜା ଖବର

ବାଙ୍ଗାଲୋର : ଆଇପିଏଲ ୨୦୨୨ ପାଇଁ ଖେଳାଳି ନିଲାମ ଚାଲିଛି । ପ୍ରଥମ ଖେଳାଳି ଭାବେ ବିଡିଂରେ ଶିଖର ଧାୱନ ନାମ ସାମିଲ ହୋଇଥିଲା । ତାଙ୍କୁ ନେଇ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ ମଧ୍ୟରେ କଡା ଟକ୍କର ଚାଲିଥିଲା । ଏହାପରେ ପଞ୍ଜାବ କିଙ୍ଗ୍‌ସ ମଧ୍ୟ ତାଙ୍କ ନାମରେ ବିଡ ଲଗାଇଥିଲା । ପଞ୍ଜାବ…
Read More...

ଆଇପିଏଲ ନିଲାମ ଆରମ୍ଭ, ଶିଖରଙ୍କୁ କିଣିଲା ପଞ୍ଜାବ କିଙ୍ଗ୍‌ସ

ବାଙ୍ଗାଲୋର : ଆଇପିଏଲ ୨୦୨୨ ପାଇଁ ଖେଳାଳି ନିଲାମ ଚାଲିଛି । ପ୍ରଥମ ଖେଳାଳି ଭାବେ ବିଡିଂରେ ଶିଖର ଧାୱନ ନାମ ସାମିଲ ହୋଇଥିଲା । ତାଙ୍କୁ ନେଇ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ ମଧ୍ୟରେ କଡା ଟକ୍କର ଚାଲିଥିଲା । ଏହାପରେ ପଞ୍ଜାବ କିଙ୍ଗ୍‌ସ ମଧ୍ୟ ତାଙ୍କ ନାମରେ ବିଡ ଲଗାଇଥିଲା । ପଞ୍ଜାବ…
Read More...

ପୁଣି ପୋଷ୍ଟର ବ୍ୟାନର ଜାରିକଲା ମାଓ ସଙ୍ଗଠନ,ବ୍ୟାନର ମାଧ୍ୟମରେ ଭୋଟ ବର୍ଜନ ପାଇଁ ଆହ୍ୱାନ

ବାଲିଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓ ସଙ୍ଗଠନ କନ୍ଧମାଳ ଜିଲ୍ଲାରେ ସେତିକି ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ଆଜି ପୁଣି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରଡ଼ିଗୁମା ଅଞ୍ଚଳରେ ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୋଷ୍ଟର ବ୍ୟାନର ଜାରି…
Read More...

କନ୍ଧମାଳ ଗସ୍ତରେ ଡିଜି,ମାଓ ଦମନ ଉପରେ କଲେ ସମୀକ୍ଷା

ଫୁଲବାଣୀ:-ନୂଆ ଡିଜିଙ୍କୁ ମାଓ ଚିନ୍ତା । ମାଓ ଦମନ ପାଇଁ ହେବ ସ୍ୱତନ୍ତ୍ର ରଣନୀତି । ଗତକାଲି ନୂତନ ପୋଲିସ ଡିଜି ସୁନୀଲ ବଂଶଲ କନ୍ଧମାଳ ଗସ୍ତ କରି ମାଓ ଦମନ ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡ଼ିଆଇଜି ଯୋଗ ଦେବା ସହ ମାଓ ଅଧ୍ୟୁଷିତ ଜିଲାର…
Read More...

ରାଜ୍ୟରେ ଖସୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୫୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୬୧୧୪ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା; ୨ ମୃତ, ୪ ଆହତ

ସୋର ୧୨।୨: ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ଆମ୍ବୁଲାନ୍ସ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।  ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ ଘଟିଛି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ କଣ୍ଟେନର ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ଫଳରେ ୨ ଜଣଙ୍କର ମୃତ୍ୟୁ…
Read More...

କୋଭିଡ କଟକଣାରେ ହେବ ମହାଶିବରାତ୍ରି

ଭୁବନେଶ୍ୱର: ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ସଂପୂର୍ଣ୍ଣଭାବେ କରୋନା କଟକଣା ମଧ୍ୟରେ ପାଳିତ ହେବ । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ଟ୍ରଷ୍ଟର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି…
Read More...