Monthly Archives

February 2022

ଇତିହାସ ରଚିଲା ଭାରତ, ପ୍ରଥମ ଥର ଇଣ୍ଡିଜକୁ କଲା କ୍ଲିନ୍‌ସୁଇପ

ଅହମ୍ମଦାବାଦ : ଏଠାରେ ଅନୁଷ୍ଠିତ ଭାରତ ଓ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ ଶେଷ ଦିନିକିଆରେ ଭାରତ ଜିତିବା ସହ ସିରିଜକୁ ମୂଳପୋଛ କରିଛି । ଦିନିକିଆ ସିରଜରେ ଇଣ୍ଡିଜ ବିପକ୍ଷରେ ଭାରତ ପ୍ରଥମ କ୍ଲିନସୁଇପ । ଭାରତ ପ୍ରଥମ ବ୍ୟାଟିଂ କରି ଶ୍ରେୟସ ଆୟର ଓ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ୨୬୫ ରନ…
Read More...

ବୌଦ୍ଧ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ

ବୌଦ୍ଧ/ଜହ୍ନ ।ପଙ୍କ,୧୧/୨: ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବୌଦ୍ଧ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନେକ ପୁଲିସ ଅଧିକାରୀ…
Read More...

ବିଶାଖାପଟ୍ଟନମ ହେବ ଆନ୍ଧ୍ର ପ୍ରଦେଶର ରାଜଧାନୀ!

ବିଶାଖାପଟ୍ଟନମ, ୧୧/୨: ଆନ୍ଧ୍ର ପ୍ରଦେଶର ରାଜଧାନୀ ହେବ ବିଶାଖାପଟ୍ଟନମ । ଏ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଗୁଡି ପଡୱା ଅର୍ଥାତ ତେଲୁଗୁ ନୂତନ ବର୍ଷ ପରେ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀରୁ ବିଶାଖାପଟ୍ଟନମ ସ୍ଥାନାନ୍ତର କରିବାକୁ…
Read More...

ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା ପାଇଁ ଦାବି

ସୁବର୍ଣ୍ଣପୁର: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଗତ ୫ ତାରିଖରେ କଳାହାଣ୍ଡି ଜ଼ିଲ୍ଲାର ମୋହନଗିରି ବ୍ଲକ ଧରିତ୍ରୀ ପ୍ରତିନିଧି ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପ୍ରାଣହାନି ଘଟିଥିବାରୁ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ସେହିପରି ଆଜି…
Read More...

ତୃତୀୟ ବିବାହ କରି ଚର୍ଚ୍ଚାରେ ପାକ୍‌ ସାଂସଦ

ନୂଆଦିଲ୍ଲୀ ୧୧/୨ : ତୃତୀୟ ବିବାହ କରି ଚର୍ଚ୍ଚାରେ ଏବେ ପାକିସ୍ତାନୀ ସାଂସଦ ଆମିର ଲିଆକତ ହୁସେନ । ସେ ପିଟିଆଇ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ୪୯ ବର୍ଷୀୟ ସାଂସଦ ୧୮ ବର୍ଷୀୟା ସୟିଦା ଦାନିୟା ଶାହାଙ୍କୁ ବିବାହ କରିବା ଘଟଣା ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲିଟିଛି । ବୁଧବାର…
Read More...

ମୌଳିକ ସୁବିଧାରୁ ବଞ୍ଚିତ ମାଲାନସୁଗା ୧୯ ନମ୍ବର ୱାର୍ଡ ବାସିନ୍ଦା, ଚୁଆଁ ପାଣିରେ ମେଣ୍ଟୁଛି ଶୋଷ

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା କଳିଙ୍ଗା ପଞ୍ଚାୟତ । ଏହି ପଞ୍ଚାୟତ ଆଦର୍ଶ ପଞ୍ଚାୟତର ମାନ୍ୟତା ମଧ୍ୟ ପାଇଥିଲା ଏବଂ ଏକ ନମ୍ବର ସରପଞ୍ଚ ଭାବରେ ପୂର୍ବତନ ସରପଞ୍ଚଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।ଆଦର୍ଶ ପଞ୍ଚାୟତ କଳିଙ୍ଗାରେ ସବୁ ସୁବିଧା ରହିବା କଥା…
Read More...

ହାଜତକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

ଚଣ୍ଡିଗଡ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ କୋର୍ଟ ବେଇଆନ୍‌ ବାଲି ଖନନ ମାମଲାରେ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ବେଇଆନ୍‌ ବାଲି ଖନନ ମାମଲାରେ ଭୂପିନ୍ଦର ସିଂହ ଓ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ…
Read More...

ଖଜୁରୀ ରସ ଓ ସଲପ ରସରେ ଭାସୁଛି ବନ୍ଧଗଡ଼

ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜୋର ସୋରରେ ଚାଲିଥିବା ବେଳେ ସେ ରକମରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏଥର ନୋଟ ବଦଳରେ ଖାଲି ଭାସୁଛି ଖଜୁରୀ ଓ ସଲପ ରସ । ଆଜକୁ ଦୁଇ ମାସ ହେଲା ତେଜମାହା,ବାଲକିଦାଡି ଅଞ୍ଚଳରେ ଯୋର ସୋରରେ…
Read More...

ରାଷ୍ଟ୍ରପତି ରାମନାଥଙ୍କ ପୁରୀ ଗସ୍ତ କାର୍ଯ୍ୟସୂଚୀ ଚୂଡାନ୍ତ, ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ : ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‌ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ସେ ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚି ଏକ ହୋଟେଲରେ ଅବସ୍ଥାନ କରିବେ । ତା ପରେ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି…
Read More...

ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କଲେ କଳିଙ୍ଗାବାସୀ

ଘୁ ଉଦୟଗିରି : ସ୍ଥାନୀୟ ବ୍ଳକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଯାହାକି କନ୍ଧମାଳ ଜିଲ୍ଲାର ଏବଂ ପ୍ରମୁଖ ସ୍ଥାନ । କନ୍ଧମାଳ ଜିଲ୍ଲା ପ୍ରବେଶ ଦ୍ୱାରରେ ପଡିବ କଳିଙ୍ଗା ଯାହାକି ପର୍ଯ୍ୟଟନ ଏବଂ କଳିଙ୍ଗା ଘାଟିକୁ ନେଇ ବେଶ ପରିଚିତ । ସେଇଭଳି ଏକ ପ୍ରମୁଖ ସ୍ଥାନରେ ୩ଜି ଓ ୪ ଜି ମୋବାଇଲ ସେବା…
Read More...