Monthly Archives

February 2022

ବୌଦ୍ଧରୁ ଆଜି ୨୫ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୪୪୦୪

ବୌଦ୍ଧ,୧୧/୨- ଗତ ୨୪ ଘଣ୍ଟା ମଧ୍ୟରେ ଆଜି ଜିଲ୍ଲାରୁ ୨୫ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକର ବଢିଗାଁ ପଞ୍ଚାୟତ ବଢିଗାଁ ଗ୍ରାମରୁ…
Read More...

ଟି-୨୦ ସିରିଜରୁ ବାଦ ପଡିଲେ କେଏଲ ରାହୁଲ ଓ ଅକ୍ଷର ପଟେଲ

ନୂଆଦିଲ୍ଲୀ : ଚଳିତ ମାସ ୧୬ ରୁ କୋଲକାତାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ଏହି ସିରିଜରୁ ଭାରତୀୟ ଧଳା ବଲ୍‌ କ୍ରିକେଟ୍‌ ଦଳର ଉପ-ଅଧିନାୟକ ଲୋକେଶ ରାହୁଲ ଏବଂ ଅଲରାଉଣ୍ଡର ଆକ୍ସର ପଟେଲଙ୍କୁ ବାଦ ଦିଆଯାଇଛି । ଅଲ ଇଣ୍ଡିଆ ସିନିୟର ଚୟନ କମିଟି…
Read More...

ବିଧାନ ପରିଷଦ ଗଠନ ପ୍ରସଙ୍ଗ: କେନ୍ଦ୍ର ଚିଠି ନପାଇବା କରିଛି ଚକିତ

ଭୁବନେଶ୍ୱର: ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ୨୦୧୮ରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ବିଧାନସଭାରେ ପାରିତ ସଂକଳ୍ପ ୨୦୧୮ ମସିହା ସେପ୍ଟେମ୍ବର ୧୮ ତାରିଖରେ ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟସଭା, ଲୋକସଭା ଓ କେନ୍ଦ୍ର ଆଇନସଚିବଙ୍କ ନିକଟକୁ ପଠାଇଥିଲେ ମଧ୍ୟ ପାଖାପାଖି ୪ବର୍ଷ…
Read More...

ପୌର ନିର୍ବାଚନ;ଭୋଟରଙ୍କ ପାଇଁ ବିକଳ୍ପ ରହିବ ନୋଟା

ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ପୌର ପରିଷଦ ଓ ମହାନଗର ନିଗମ ଗୁଡିକର ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆଜି ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନରେ ଭୋଟ ଗ୍ରହଣ ସମୟରେ ବ୍ୟବହାର ହେବାକୁ ଥିବା ଇଭିଏମରେ ଭୋଟର ମାନଙ୍କ ପାଇଁ ନୋଟା ବିକଳ୍ପ…
Read More...

ବିନା ଭକ୍ତରେ ଅନୁଷ୍ଠିତ ହେବ ମାଘମେଳା : ଭୀମ ଭୋଇଙ୍କ ସମାଧି ପୀଠ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ଠାରେ ଚଳିତ ବର୍ଷ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ଆଜିଠୁ ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାରଦ ତଳମୁହାଁ ହେବ। ଏହି କାରଣରୁ ପୁଣି ଥରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଦୁଇ ଦିନ ହେବ ରାଜ୍ୟ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିଥିଲା। ଏହି କାରଣରୁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ପଶ୍ଚିମା ଝଡ଼ର ପ୍ରଭାବ କମିବା ପରେ ଆସନ୍ତା ୫ ଦିନ…
Read More...

୧୦୦୦ ପଏଣ୍ଟ୍‌ କ୍ରାସ୍‌ କଲା ସେନ୍‌ସେକ୍ସ୍‌

ମୁମ୍ବାଇ: ବିଶ୍ବ ବଜାରରେ ମୁଖ୍ୟତଃ ‘ଆଇଟି’ ଏବଂ ଆର୍ଥିକ ଷ୍ଟକ୍‌ର ଦୁର୍ବଳ କାରବାର ଚାଲିଥିବା କାରଣରୁ ଆଜି ସେୟାର୍‌ ମାର୍କେଟ୍‌ରେ କାରବାର ଆରମ୍ଭ ହେବା ପରେ ପରେ ସେନ୍‌ସେକ୍ସ୍‌ ପ୍ରାୟ ୧୦୦୦ କ୍ରାସ୍‌ କରିଛି। ପ୍ରାରମ୍ଭିକ କାରବାରରେ ୫୭,୯୪୬.୦୨ରେ ଥାଇ ‘ବିଏସ୍‌ଇ ସେନ୍‌ସେକ୍ସ୍‌’…
Read More...

ଗାର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଲିଙ୍ଗ ପରିବର୍ତ୍ତନ ନିଷ୍ପତ୍ତି ନେଲେ ଯୁବକ, ଅଧାରେ ଅଟକିଲା ଚିକିତ୍ସା

ନୂଆଦିଲ୍ଲୀ : ଭୋପାଳରେ ପ୍ରେମ ସମ୍ପର୍କର ଏକ ନିଆରା ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଲିଙ୍ଗ ପରିବର୍ତ୍ତନ କରିବା ନେଇ ନିଷ୍ପତ୍ତି ନେଇଥିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ଲୋକଲୋଚନକୁ ଆସିଛି । ଯୁବକ ଜଣଙ୍କୁ ତାଙ୍କ ପିତାମାତା ମନାଇବା ପରେ…
Read More...

ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ଏହି ୪ ଖେଳାଳି

ଅହମ୍ମଦବାଦ : ଏଠାରେ ଆଜି ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆରେ ଭାରତ ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କୋଭିଡର ମୁକ୍ତ ହୋଇ ଓପନର ଶିଖର ଧାୱାନ ଦଳକୁ ଫେରିଥିବା ବେଳେ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଶ୍ରେୟସ ଆୟରଙ୍କୁ ମଧ୍ୟ ଆଉ…
Read More...

ରାଜ୍ୟରେ କରୋନା ନେଲା ଆଉ ୨୦ ଜୀବନ

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୮୩୮କୁ ବୃଦ୍ଧି ପାଇଛି।…
Read More...