Monthly Archives

February 2022

ରାଜ୍ୟରେ କମୁଛି କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧ ହଜାର ୫୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧୮ ଜଣ ଚିହ୍ନଟ ହୋଇଥିବାବେଳେ ୬୫୪ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି…
Read More...

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ

କୋରାପୁଟ: କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । ଡିଜିଙ୍କ ସହିତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିବା ସହ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଛି । ଏଥିପାଇଁ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ…
Read More...

ଆଇପିଏଲ : ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ କୋଚ ପଦରୁ ଜାଫରଙ୍କ ଇସ୍ତଫା

ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୨ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଦଳର ବ୍ୟାଟିଂ ପ୍ରଶିକ୍ଷକ ୱାସିମ ଜାଫର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟ୍ୱିଟରରେ ଜାଫର ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି । ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସର ବୋଲିଂ କୋଚ ଭାବେ…
Read More...

ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ

ଧର୍ମଗଡ : ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ । ୮୨ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ରୋଶନୀ ସିଂହଦେଓ ହେଉଛନ୍ତି ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କ ମା’ ।ରୋଶନୀ ସିଂହଦେଓ କୋକସରାରୁ ଲଗାଗାତ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ…
Read More...

ଲଙ୍କାଗଡର ଶିକ୍ଷିତ ଯୁବକ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିଯୁକ୍ତି

ଫୁଲବାଣୀ: ଅଧ୍ୟବସାୟ ହିଁ ସଫଳତାର ଚାବିକାଠି ଯାହା ପ୍ରମାଣ କରି ଦେଖେଇଛନ୍ତି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ ଗ୍ରାମର ଶିକ୍ଷିତ ଯୁବକ ନିରସିନ୍ଧୁ ଦେଶୀନାୟକ । ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଜିଓଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇ ନିଜ…
Read More...

କନ୍ଧମାଳ ଜିଲ୍ଲାରେ ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନର ଉଦ୍ୟମ

ଫୁଲବାଣୀ : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ । ଏନେଇ ଗୁରୁବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପ୍ରାକ ନିର୍ବାଚନ ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ଜିଲାରେ ୧୬ ତାରିଖରୁ ୨୪ ତାରିଖମଧ୍ୟରେ ୫ଟି…
Read More...

ପୁତୁଡି ଜଳପ୍ରପାତରେ ଦୁର୍ଘଟଣା, ଆହତ ଯୁବକ ଅଗ୍ନିଶମ ବାହୀନି ଓ ଟିମ ହ୍ୟୁମାନିଟିର ସହାୟତାରେ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଜଳ ପ୍ରପାତ ପୁତୁଡିଠାରେ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ବାବରେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଫୁଲବାଣୀ ଅଗ୍ନିଶମ ବାହିନୀ ଏବଂ ଫୁଲବାଣୀ ଟିମ ହ୍ୟୁମାନିଟିର ସଦସ୍ୟ ମାନଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଆହତ ଯୁବକ ଜଣକ ହେଉଛନ୍ତି କନ୍ଧମାଳ…
Read More...

ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ: କୈଳାଶଙ୍କୁ ମିଳିଲା ରାଜ୍ୟ ବେହେରା ସଂଘ ଦାୟିତ୍ୱ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ଶ୍ରୀ ଶ୍ରୀ ଖଡ଼ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ ସଂଘର ସଭାପତି ନିରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଆୟୋଜନ ହୋଇଥିଲା । ଏଥିରେ ବାଲିଗୁଡା ସମେତ ମହାଶିଙ୍ଗି, କ.ନୂଆଗାଁ, ସିର୍ତ୍ତିଗୁଡା, କୁର୍ତ୍ତମଗଡ,…
Read More...

କଳ୍ପନାଙ୍କ ପାଇଁ ଭୋଟ ପ୍ରଚାର କଲେ ସ୍ଥାନୀୟ ବିଧାୟକ

ବୌଦ୍ଧ ୧୦/୨: ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଯୋନ ୬ ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏହି ଯୋନ ବିଜେଡିର ଗଡ ହୋଇଥିଲେ ହେଁ ଗତ ନିର୍ବାଚନରେ ବିଜେପି ହାତକୁ ଏହି ଆସନ ଚାଲିଯିବା ସହିତ ବିଜେଡିକୁ ବଡ଼ ଝଟକା…
Read More...

ବୌଦ୍ଧ: ୭ ନଂ ଜୋନରେ ବିଜେପିର ପ୍ରଚାର ଜୋରଦାର୍‌

ବୌଦ୍ଧ,୧୦/୨- ବିଜେପି ବୌଦ୍ଧ ଜିଲ୍ଲାର ୭ ନମ୍ବର ଜିଲ୍ଲା ପରିଷଦ ଜୋନରେ ଘରକୁ ଘର ବୁଲି ପ୍ରଚାର ପ୍ରସାର ପାଇଁ ପ୍ରାର୍ଥୀ ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ପାଇଁ ଭୋଟରଙ୍କୁ ଭୋଟ୍‌ ଭିକ୍ଷା କରିଛନ୍ତି । ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ସହିତ ୩ ଥର ଲୋକସଭା ସଦସ୍ୟ ଥିବା ଶ୍ରୀ…
Read More...