Monthly Archives

February 2022

ପୌର ପରିଷଦ ନିର୍ବାଚନ ପାଇଁ ଭୋଟର ତାଲିକା ଉନ୍ମୋଚିତ

ପାରଳାଖେମୁଣ୍ଡି :ଆଜି ସ୍ଥାନୀୟ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୌର ନିର୍ବାଚନ ଭୋଟର ତାଲିକା ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦିଲ୍ଲୀପ…
Read More...

ଡିଇଓ ବୌଦ୍ଧଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବୌଦ୍ଧ,୧୦/୨:- ବୌଦ୍ଧ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଗତ ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୧୦ଘଣ୍ଟା ରୁ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟା ବିଦ୍ୟାଳୟରେ ଉପସ୍ଥିତ ରହି ଆଭାସି,…
Read More...

ବିଜେଡିର ମିଶ୍ରଣ ପର୍ବ, ଅନ୍ୟ ଦଳର ନେତା ଓ କର୍ମୀଙ୍କୁ ଦଳୀୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ପଦ୍ମନାଭ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଧର୍ମଶାଳା ଠାରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯୁବ ନେତା କୃତ୍ତିବାସ ମିଶ୍ରଙ୍କ ଦ୍ୱାରା ଆୟୋଜିତ ଓ ଜ଼ିଲ୍ଲା ବିଜୁ ଛାତ୍ର ଜନତା ଉପ ସଭାପତି ଅମୀୟ ରଞ୍ଜନ…
Read More...

କୋଭିଡ୍‌ ଟିକାକରଣ ସଂପୂର୍ଣ୍ଣ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୦/୨-ବୌଦ୍ଧ ଜିଲ୍ଲାରେ କୋଭିଡ୍‌ ଟିକାକରଣକୁ ସଂପୂର୍ଣ୍ଣ କରିବାପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବର୍ତମାନସୁଦ୍ଧା କୋଭିଡ୍‌ ଟିକାକରଣ ୯୨.୭୫ ପ୍ରତିଶତ ଥିବାରୁ ଏହାକୁ…
Read More...

ଜାଗ୍ରତିଙ୍କ ବିରୋଧରେ ଏତଲା ଦେଲେ ବର୍ଷା

କଟକ: ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀଙ୍କ ନାଁରେ ଏତଲା। ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଜାଗ୍ରତି ତାଙ୍କର ସମ୍ମାନହାନି କରୁଥିବା ଏତଲାରେ ଦର୍ଶାଇଛନ୍ତି ବର୍ଷା। ସୋଶାଲ୍‌ ମିଡ଼ିଆରେ ତାଙ୍କ ନାଁ…
Read More...

ଲତା ମଙ୍ଗେସକରଙ୍କ ବିୟୋଗରେ ଶୋକ ସଭା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ଦୋଳବନ୍ଧ ସାହି ପରିସରରେ ସୁରସାମ୍ରାଜ୍ଞୀ ଭାରତ ରତ୍ନ ବିଭୂଷିତା ଲତା ମଙ୍ଗେସକରଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଆକାଂକ୍ଷା ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ଲତା ମଙ୍ଗେସକରଙ୍କ…
Read More...

ସୁବର୍ଣ୍ଣପୁର ପୋଲିସ ହାତରେ ବାଇକ ଚୋରି ରାକେଟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପାଇଁ ଦୀର୍ଘ ବର୍ଷରୁ ବାଇକ ଚୋରି ଘଟଣା ମୁଣ୍ଡବ୍ୟଥାର କାରଣ ହୋଇଛି । ପ୍ରତିଦିନ ବିଭିନ୍ନ ବ୍ୟାଙ୍କ, ବାହାଘର, ସାପ୍ତାହିକ ବଜାର, ସହର ତଥା ପାର୍କ ସାମ୍ନା ଓ ଜ଼ିଲ୍ଲାର ବିଭିନ୍ନ ଜାଗାରୁ ବାଇକ ଚୋରି ଘଟଣା ହେଉଥିବା ବେଳେ ପୋଲିସକୁ ଏବେ…
Read More...

୧୪ରୁ ଖୋଲିବ ସ୍କୁଲ, ୨୮ରୁ ସ୍କୁଲ ଆସିବେ ପିଲା

ଭୁବନେଶ୍ୱର : ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବ । କିନ୍ତୁ ପିଲାମାନେ ୨୮ ତାରିଖରୁ ସ୍କୁଲ୍ ଯିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳ ଓ…
Read More...

ପଞ୍ଚାୟତ ନିର୍ବାଚନ ଲାଗି ଗାଡି ଓ ମାଇକ ପାଇଁ ଅନୁମତି ପତ୍ର ଦେଇପାରିବେ ତହସିଲଦାର : ନିର୍ବାଚନ କମିଶନ

ଭୁବନେଶ୍ୱର:ବର୍ତ୍ତମାନ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିିଭିନ୍ନ ରାଜନୈତିକ ଦଳମାନେ ନିର୍ବାଚନରେ ଡାକବାଜି ଯନ୍ତ୍ର ଓ ଗାଡିର ବ୍ୟବହାର ନିମନ୍ତେ ସଂପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ପତ୍ର ପ୍ରାପ୍ତ ହେବା ନିମନ୍ତେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ନିର୍ବାଚନ…
Read More...

ବୌଦ୍ଧଜିଲ୍ଲା: ଆଜି ୩୬ ସଂକ୍ରମିତ ଚିହ୍ନଟ, ଗ୍ରାମାଞ୍ଚଳରେ ସଂକ୍ରମଣ ଅଧିକ

ବୌଦ୍ଧ,୧୦/୨- ଗତ ୨୪ ଘଣ୍ଟା ମଧ୍ୟରେ ଆଜି ଜିଲ୍ଲାରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକର ପଦ୍ମନପୁର ପଞ୍ଚାୟତ କୁମରଶିଙ୍ଗା…
Read More...