Monthly Archives

February 2022

କୃମିନାଶକ ସପ୍ତାହ ଅଭିଯାନ ଶୁଭାରମ୍ଭ

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାରେ ଜାତୀୟ କୃମି ନାଶକ ସପ୍ତାହ ପାଳନର ଶୁଭାରମ୍ଭ କରିଛନ୍ତି । ଶ୍ରୀକ୍ଷେତ୍ର କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ ଜିଲ୍ଲାରେ ଏହି ଅଭିଯାନ ଚଳିତବର୍ଷ ଆରମ୍ଭ କରାଯାଇଛି । ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।…
Read More...

ପୂର୍ବତନ ବିଜେପି କାଉନସିଲର ସୁବର୍ଣ୍ଣ ଗୁରୁଙ୍କ ଦେହାନ୍ତ

ସୁବର୍ଣ୍ଣପୁର : ସୋନପୁର ମଝିପଡ଼ା ନିବାସୀ ତଥା ପୌର ପରିଷଦର ପୂର୍ବତନ ବିଜେପି କାଉନସିଲର ଶ୍ରୀମତୀ ସୁବର୍ଣ୍ଣ ଗୁରୁଙ୍କ ଗତ ଆଠ ତାରିଖରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ଥିଲେ । ଶ୍ରୀମତୀ ଗୁରୁ ଦୀର୍ଘ…
Read More...

ଆସନ୍ତାକାଲି ଶେଷ ଦିନିକିଆ, କ୍ଲିନସୁଇପ ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ : ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ତଥା ତୃତୀୟ ଦିନିକିଆ ଖେଳାଯିବ । ଭାରତ ଗତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଆସନ୍ତାକାଲିର ମ୍ୟାଚ୍‌ ଜିତି ଇଣ୍ଡିଜ ବିପକ୍ଷରେ କ୍ଲିନ୍‌ ସୁଇପ କରିବାକୁ ଲକ୍ଷ୍ୟ…
Read More...

ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଭାରତ ରତ୍ନ ଲତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଲତା ମଙ୍ଗେସକରଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ…
Read More...

ରାଜନୀତିରେ ଏଣ୍ଟ୍ରି ମାରିଲେ ରେସଲର ଦି ଗ୍ରେଟ ଖଲ୍ଲି

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଡବ୍ଲୁଡବ୍ଲୁଇରେ ଭାରତର ଗର୍ବ ବଢାଇଥିବା ରେସଲର ଦି ଗ୍ରେଟ୍‌ ଖଲ୍ଲି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ବିଜେପି…
Read More...

ଲକ୍ଷ୍ମୀପୁର ହିଂସା ମାମଲା, କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ଲକ୍ଷ୍ମୀପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଆଶିଷ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ । ଅକ୍ଟୋବର ୩, ୨୦୨୧ ରେ ଚାଷୀଙ୍କ ଉପରେ ଗାଡି ଚଢାଇବା ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ । ଏହି ଘଟଣାରେ ଚାରିଜଣ ଚାଷୀଙ୍କ…
Read More...

ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ର ଅସୁରକ୍ଷିତ, ଲୁହା ଗେଟ୍‌ ଲଗାଇବାକୁ ଦାବି

ପାଟଣାଗଡ଼,୧୦/୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘ ଦିନ ଧରି ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଲୁହାଗେଟ୍‌ ଲଗାଯାଇ ନଥିବା ଯୋଗୁଁ କେନ୍ଦ୍ରଟି ଅସୁରକ୍ଷିତ ହୋଇପଡିଛି । ସୂଚନା ଅନୁସାରେ ଗେର୍ଡ ପଞ୍ଚାୟତ ର ସ୍ଥାନୀୟ ସରପଞ୍ଚଙ୍କ…
Read More...

ବୌଦ୍ଧ ଏନଏସି ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ

ବୌଦ୍ଧ,୧୦/୨- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରସ୍ତୁତି ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶକ୍ରମେ ଆଜି ଏନଏସି କାର୍ଯ୍ୟାଳୟର ମିଟିଂହଲ୍‌ରେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ…
Read More...

ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ

ବାଲେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ। ବାଲେଶ୍ବର ସୋରର ହୋଟେଲ ଲିଓ ସାଇ ଇଣ୍ଟରନ୍ଯାସନାଲ ପାଖରୁ ଜବତ ହୋଇଛି ପୁଳାପୁଳା ବ୍ରାଉନସୁଗର। ଜବତ ବ୍ରାଉନସୁଗର ୧ କେଜି ୧୦୦ ଗ୍ରାମର ହୋଇଥିବା ବେଳେ ଆନୁମାନିକ ମୂଲ୍ଯ ୧ କୋଟିରୁ ଉଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି।…
Read More...

ଶେଷ ହେଲା ସର୍ବଦଳୀୟ ବୈଠକ, ଖରାଦିନେ ହୋଇପାରେ ପୌର ନିର୍ବାଚନ

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ସମସ୍ତ ଦଳର…
Read More...