Monthly Archives

February 2022

ୟୁପି ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିବେଦନ, କହିଲେ ଏହି ବଡ କଥା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ପଶ୍ଚିମ ଉତ୍ତରପ୍ରଦେଶର ୧୧ଟି ଜିଲାର ୫୮ଟି ଆସନ ପାଇଁ ସକାଳ ୭ଟାରୁ ଭୋଟିଂ ଚାଲିଛି। ସନ୍ଧ୍ୟା ୬ଟାରେ ଭୋଟିଂ ଶେଷ ହେବ। ତେବେ ଏହା ପୂର୍ବରୁ ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ…
Read More...

ବ୍ୟାଟିଂ କ୍ରମରେ ଅଦଳବଦଳକୁ ନେଇ ଏମିତି କହିଲେ ଗାଭାସ୍କର

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଦଳ ଏକଦିବସୀୟ ସିରିଜ୍‌ ଜିତିଛି ସତ କିନ୍ତୁ ଦଳର ବ୍ୟାଟିଂକୁ ଟିମ୍‌ ମ୍ୟାନେଜମେଣ୍ଟଙ୍କ ସହ ବହୁ ପୂର୍ବତନ ଖେଳାଳି ଚିନ୍ତା ପ୍ରକଟ କରିଛନ୍ତି । ଦ୍ୱିତୀୟ ଦିନିକିଆରେ ରୋହିତ, କୋହଲି ଏବଂ ପନ୍ତଙ୍କୁ ଶୀଘ୍ର ଆଉଟ୍‌ ହେବା ପରେ ଦଳ ଅସୁବିଧାର…
Read More...

ଭାଇରସ୍ ଥିବା ଯାଏ ପ୍ରଜାତି ବଦଳିବ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ ହ୍ରାସ ପାଉଥିବା ବେଳେ ମୃତୁ୍ୟ ସଂଖ୍ୟାରେ ବ୍ରେକ୍ ଲାଗୁନି । କୋଭିଡ ନୂଆ ଭାରିଆଣ୍ଟ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ବିଭିନ୍ନ ଭାରିଆଣ୍ଟ ରହିବ । ଭାଇରସ୍ ଥିବା ଯାଏ ପ୍ରଜାତି…
Read More...

ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଲଗାତାର ଦଶମ ଥର ପାଇଁ ସୁଧହାରରେ କୌଣସି ପରିବର୍ତ୍ତନ କରିନାହିଁ ରିଜର୍ଭ ବ୍ୟାଙ୍କ । ଆରବିଆଇ ମୁଦ୍ରାନୀତି କମିଟି ବୈଠକରେ ଏହି…
Read More...

ବାଲ୍ୟବିବାହ ନିଷେଧ ଅଭିଯାନ କାର୍ଯ୍ୟକ୍ରମ

ଗଜପତି,୧୦/୨: "ସଖୀ’- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲାର ବ୍ରାହ୍ମଣ ସୀତାପୁର, ଉପଲଡା, ଜୀବା, ପଦ୍ମପୁର , ଜଗିପାଡୁ ଗ୍ରାମରେ କିଶୋରୀ ବାଳିକା ମାନଙ୍କୁ ନେଇ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କିତ ଯୁବତୀ ଚାଲାଣ , ଯୌନ ନିର୍ଯ୍ୟାତନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର

ବାଲିଗୁଡ଼ା,୧୦/୨: ଭିଜିଲାନ୍ସ ଜାଲରେ ବନବିଭାଗର ବନାଞ୍ଚଳ ଅଧିକାରୀ । ଆୟ ବହିର୍ଭୁତ ସଂପତ୍ତିିଠୁଳ ଅଭିଯୋଗରେ ଚଢ଼ାଉ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କ.ନୂଆଁଗା ବନାଞ୍ଚଳ ଅଧିକାରୀ ବୈରାଗି ଚରଣ ବେହେରାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢାଉ…
Read More...

୫ ନମ୍ବର ଯୋନ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ନିମନ୍ତେ ଜୋରଦାର ପ୍ରଚାର

ଘୁ.ଉଦୟଗିରି,୧୦/୨- ଘୁ.ଉଦୟଗିରି ବ୍ଳକ ଅଧୀନରେ ଥିବା କତିଙ୍ଗିଆ ପଞ୍ଚାୟତର ସୁଧିପଡା, ଟିଆଙ୍ଗିଆ, କ୍ରୁହୁବଡା, କିଲାପଙ୍ଗା, ରିସୁଗୁଡା, ଡାମିଗୁଡା ଗ୍ରାମରେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜିଲ୍ଲା ପରିଷଦ ପ୍ରାର୍ଥିନୀ ଲିଲିମା ପ୍ରଧାନ ନିଜଦଳର କର୍ମୀମାନଙ୍କ ସହିତ ପହଞ୍ଚି…
Read More...

ଏବିଭିପି ରାଜ୍ୟ କାର୍ଯ୍ୟକାରିଣୀରେ କନ୍ଧମାଳର ୩ ମନୋନୀତ

ଫୁଲବାଣୀ,୧୦/୨:- ଏବିଭିପିର ୪୬ ତମ ରାଜ୍ୟ ଅଧିବେଶନ ଭୁବନେଶ୍ୱରର ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଠିିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ କନ୍ଧମାଳର ଛାତ୍ରୀ ନେତ୍ରୀ ଅହଲ୍ୟା ମାଝୀ, ସଞ୍ଜନା କହଁର…
Read More...

କନ୍ଧମାଳରେ ସାଂସଦଙ୍କ ଧୂଆଁଧାର ପ୍ରଚାର

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଧୂଆଁଧାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ଶ୍ରୀ ସାମନ୍ତଙ୍କ ପ୍ରଚାର ସମୟରେ ବିପୁଳ ଜନ ସମର୍ଥନ ପରିଲକ୍ଷିତ ହେଉଛି । ଆଜି…
Read More...

ଦ୍ୱିତୀୟ ଦିନିକିଆ ବିଜୟ ସହ ଆଗୁଆ ସିରିଜ କବଜା କଲା ଭାରତ

ଅହମ୍ମଦବାଦ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଘରୋଇ ଦଳ ୪୪ ରନରେ ବିଜୟ ଲାଭ କରିବା ସହ ଆଗୁଆ ସିରିଜ ୨-୦ରେ କବଜା କରିଛି । ଟସ୍‌ ହାରି ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ଦଳ ନିର୍ଦ୍ଧରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୭ ରନ କରିଥିଲା । ଦଳ ପକ୍ଷରୁ ସଫଳ…
Read More...