Monthly Archives

February 2022

ଅପ୍ରେଲ ୨୬ରୁ ଅଫଲାଇନ୍‌ରେ ହେବ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରୀକ୍ଷା କରିବା ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି । ସିବିଏସ୍‌ଇର ପରୀକ୍ଷା ନିୟନ୍ତ୍ରକଙ୍କ ଅନୁଯାୟୀ, ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ବା ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬,…
Read More...

ଦେଶରେ କମିବନି ଖାଇବା ତେଲ ଦର

ନୂଆଦିଲ୍ଲୀ : ଭାରତରେ ଖାଇବା ତେଲ ଦର ହ୍ରାସ ପାଇବା ନେଇ ପୂର୍ବରୁ ଆକଳନ କରାଯାଉଥିଲା । ମାତ୍ର ଇଣ୍ଡୋନେସିଆ ସରକାରଙ୍କ ଏକ ପଦକ୍ଷେପ ଯୋଗୁଁ ଏଥିରେ ଝଟକା ଲାଗିଛି । ନିର୍ବାଚନରେ ମହଙ୍ଗାମାଡା ବା ଅତ୍ୟାବଶକିୟ ଚିଜର ଦରଦାମ ବୃଦ୍ଧି ଏକ ମୁଖ୍ୟ ପ୍ରସଙ୍ଗ । ଏଥିଯୋଗୁଁ ବିଭିନ୍ନ ସମୟରେ ସରକାର…
Read More...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨ ବର୍ଷ ଜେଲ, ୧୫ ହଜାର ଜରିମାନା

ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କରଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ହରିବନ୍ଧୁ ପାତ୍ରକୁ…
Read More...

ଆସନ୍ତା ୨୦ ରେ ତୃତୀୟଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ,୯/୨- ପୁରୀ ବଡ଼ଦାଣ୍ଡ ସ୍ଥିତ ଚୈତନ୍ୟ ଗଉଡିଆ ମଠର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଆବିର୍ଭାବ ମହୋତ୍ସବର ଶୁଭ ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ଏହାକୁ ନେଇ ମଠ ପକ୍ଷରୁ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି । ମଠର…
Read More...

କୃଷି ବିଜ୍ଞାନ କନ୍ଧମାଳ ଅନୁକୁଲ୍ୟରେ ଉଦ୍ୟାନ କୃଷି ତାଲିମ ପ୍ରଦାନ

ଘୁ ଉଦୟଗିରି,୯/୨- ଘୁ ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ର ତାଲିମ ଗୃହ ସଭାଗୃହରେ ୧୫ ଜଣ ଗ୍ରାମୀଣ ଯୁବକଙ୍କୁ ନେଇ ଉଦ୍ୟାନ କୃଷିରେ ଫଳ ବୃକ୍ଷ କଲମୀ କରଣ ଓ ନର୍ସରି ସ୍ଥାପନା ସମ୍ବନ୍ଧିୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ଡ଼ଃ ସିଦ୍ଧାର୍ଥ କର ଯୋଗଦେଇ…
Read More...

ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟାଙ୍କ ବିବାହ ଉତ୍ସବ

ପୁରୀ,୯/୨- ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ ଦେବୀଙ୍କ ଆଜି ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱରରେ ଏକ ତାରକା ହୋଟେଲ କୋଭିଡ କଟକଣାରେ ବହୁ ସୀମିତ ସଂଖ୍ୟକ ଅତିଥିଙ୍କୁ ନେଇ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ବର୍ଦ୍ଧମାନ ରାଜାଙ୍କ…
Read More...

କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ଏକ ବଡ଼…

ଘୁ.ଉଦୟଗିରି,୯/୨- ଆଜି ମା ପାଟଖଣ୍ଡା ନାମକ ଏକ ଯାତ୍ରୀବାହୀ ବସ ନଂ ଓଆର୍‌୦୫ଏଭି୩୦୬୫ ସାରଙ୍ଗଗଡ଼ରୁ ମୁଜାଗଡ଼ ଅଭିମୁଖେ ବାହାଘର କାର୍ଯ୍ୟରେ ଯାତ୍ରୀଙ୍କୁ ଧରି ଯାଉଥିବାବେଳେ କଳିଙ୍ଗାଘାଟି ୫କିମି ଅତିକ୍ରମ କରିବା ପରେ ଗାଡିର ବ୍ରେକ ଫେଲ ହୋଇଯାଇଥିବା ଚାଳକ ଜାଣି ପାରି ବସରେ ବସିଥିବା…
Read More...

ଋଣ ଓ ବେରୋଜଗାରୀ ନେଇଛି ୨୬ ହଜାର ଜୀବନ

ନୂଆଦିଲ୍ଲୀ,୯/୨ : ଦେଶରେ ବେରୋଜଗାରୀ ଅନ୍ୟତମ ବଡ଼ ସମସ୍ୟା । ଏଥିଯୋଗୁ ଲକ୍ଷ ଲକ୍ଷ ଯୁବକ-ଯୁବତୀ ଭୀଷଣ ମାନସିକ ଯନ୍ତ୍ରଣା ଭୋଗ କରୁଛନ୍ତି । ସେହିପରି ଋଣ କବଜାରେ ପଡ଼ି ମଧ୍ୟ ବହୁ ଲୋକ ଛଟପଟ ହେଉଛନ୍ତିି । ଏହି ସମସ୍ୟାରେ ଜଜ୍‌ର୍ରିତ ହୋଇ ବହୁ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ସେ ନେଇ…
Read More...

ପୂରା ଆଇପିଏଲ ଖେଳିବେ ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ-୧୫ ପାଇଁ ଏବେ ଠାରୁ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା । ଖେଳାଳିମାନେ ମଧ୍ୟ ଉତ୍ସାହିତ । ତେବେ କେତେକ ଦେଶର ଖେଳାଳି ପୂରା ଆଇପିଏଲ ଖେଳି ନପାରନ୍ତି ବୋଲି ଏବେ ସୂଚନା ମିଳୁଛି । ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପଲବ୍ଧତା କିଛି…
Read More...

ଦେଶରେ ଆରମ୍ଭ ହେଲା ପ୍ରଥମ ‘ନାଜାଲ୍‌ ସ୍ପ୍ରେ’

ନୂଆଦିଲ୍ଲ.୯/୨: କରୋନାରେ ସଂକ୍ରମିତ ବୟସ୍କ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ‘ସାନୋଟାଇଜ୍‌’ ସହଭାଗିତାରେ ମୁମ୍ବାଇସ୍ଥିତ ଔଷଧ କମ୍ପାନି ‘ଗ୍ଲେନ୍‌ ମାର୍କ’ ଭାରତରେ ‘ନାଇଟ୍ରିକ୍‌ ଅକ୍ସାଇଡ୍‌ ନାଜାଲ୍‌ ସ୍ପ୍ରେ’ର (ଫେବିସ୍ପ୍ରେ) ଶୁଭାରମ୍ଭ କରିଛି । ‘ଫେବିସ୍ପ୍ରେ’ର ପ୍ରସ୍ତୁତି ଏବଂ…
Read More...