Monthly Archives

February 2022

ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ: ରୋହିତଙ୍କ ସ୍ଥାନ ସୁରକ୍ଷିତ

ନୂଆଦିଲ୍ଲୀ : ଆଜି ଜାରି ହୋଇଛି ଆଇସିସି ପୁରୁଷ ଦିନିକିଆ ବ୍ୟାଟିଂ ର‍୍ୟାଙ୍କିଙ୍ଗ । ଭାରତର ନୂତନ ହ୍ୱାଇଟ-ବଲ୍‌ ଅଧିନାୟକ ରୋହିତ ଶର୍ମା ପୂର୍ବପରି ତୃତୀୟ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିରାଟ କୋହଲିଙ୍କର ସେ ନିକଟବର୍ତ୍ତୀ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ…
Read More...

ମହିଳାଙ୍କ ପୋଷାକକୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ମହିଳାମାନେ ଯେଉଁଭଳି ପୋଷାକ ପିନ୍ଧିବାକୁ ଚାହୁଁଛନ୍ତି, ତାହା ସେମାନଙ୍କର ଅଧିକାର ଓ ନିଷ୍ପତ୍ତି। ବିକିନି ହେଉ କି ଓଢଣୀ କିମ୍ବା ହିଜାବ। ଏକ ଟ୍ୱିଟର ଜରିଆରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏହା ବିକିନି, ଓଢଣୀ,…
Read More...

ବିଭିନ୍ନ ଗ୍ରାମରେ ବିଜେଡିର ପ୍ରଚାର

ପାରଳାଖେମୁଣ୍ଡି : ଆଜି କାଶିନଗର ବ୍ଲକ ହାଡୁଭାଙ୍ଗି ଗ୍ରାମ ପଞ୍ଚାୟତର ହାଡୁଭଙ୍ଗି, ଭିସ୍ତଳା ଓ ଚୋଡଙ୍ଗିପୁର ଗ୍ରାମରେ ବିଜେଡି ପକ୍ଷରୁ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ହୋଇଥିଲା । ଏହି ପ୍ରଚାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ଡ. ତିରୁପତି ପାଣିଗ୍ରାହୀ ଓ ଜିଲ୍ଲା…
Read More...

କେରାଣ୍ଡି ପଞ୍ଚାୟତରେ ସୁନୀଲ ମହାପାତ୍ରଙ୍କ ପ୍ରତି ବଢୁଛି ଲୋକ ସମର୍ଥନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚୟତରେ ସରପଞ୍ଚ ପାର୍ଥୀ ସୁନୀଲ ମହାପାତ୍ରଙ୍କ ପଞ୍ଚୟତରେ ଦିନକୁ ଦିନ ଲୋକ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚନ ସକାଶେ ଲୋକ ବର୍ତ୍ତମାନ ଠାରୁ ପ୍ରକୃତ ପ୍ରାର୍ଥୀ ଗ୍ରାମ ଗୁଡିକରେ ନିର୍ଣ୍ଣୟ କରିସାରିଛନ୍ତି ।…
Read More...

ଉଡ଼ାଣ ପରେ ଖସିପଡ଼ିଲା ବିମାନର ଇଞ୍ଜିନ କଭର

ମୁମ୍ବାଇ: ଇଞ୍ଜନ କଭର ବିନା ଉଡ଼ିଲା ବିମାନ। ୭୦ଜଣଙ୍କୁ ନେଇ ମୁମ୍ବାଇରୁ ଉଡ଼ାଣ କରିଥିବା ଆଲିଆନ୍ସ ଏୟାରର ଏକ ବିମାନର ଇଞ୍ଜନ କଭର ରନୱେ ଉପରେ ଖସିପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଇଞ୍ଜିନ କଭରଟି ରନୱେ ଉପରେ ଖସିପଡ଼ିଥିଲେ ବି ଏବିଷୟରେ ପାଇଲଟ ଜାଣିପାରିନଥିଲେ।…
Read More...

କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

କଟକ : କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ମାର୍ଚ୍ଚ ୪ ତାରିଖରେ ଆଇଓଙ୍କ ନିକଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରାର୍ଥୀଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରଖିଛନ୍ତି କୋର୍ଟ । ମାର୍ଚ୍ଚ ୮ରେ ପରବର୍ତ୍ତୀ…
Read More...

ଗାଁ ଗାଁରେ ଚାଲିଛି ପ୍ରାର୍ଥୀଙ୍କ ବୈଠକ ଓ ମୂଲଚାଲ !

ଦଶପଲ୍ଲା : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ପ୍ରାର୍ଥୀ ମାନେ ନିଜର ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ମାରି ନିଜର ଭୋଟ ଚିହ୍ନକୁ ଭୋଟରଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ପ୍ରଚାରରେ ଲାଗିଥିବା ବେଳେ ଦିନ ହେଉ କି ରାତି ,…
Read More...

ଆଜି ଅପରାହ୍ନ ୫ଟାରୁ ରାତ୍ର ୯ଟା ଯାଏଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ…
Read More...

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ପ୍ରଶିକ୍ଷିତ ମହିଳା ମାନଙ୍କ ଦ୍ୱାରା…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ଜଙ୍ଗଲପାଡୁ ଗ୍ରାମରେ ଅଗରବତୀ ଓ ଫିନାଇଲ ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଗତ ୧ ତାରିଖରୁ ଚାଲୁଅଛି ।ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗୋସାଣି ବ୍ଲକର ବଡ ଗୋସାଣି ଗ୍ରାମ ପଞ୍ଚାୟତର…
Read More...

ବାଲ୍ୟବିବାହ ବନ୍ଦକଲା ଚାଇଲ୍ଡ ଲାଇନ୍‌

ଦଶପଲ୍ଲା : ବାଲ୍ୟବିବାହ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି । ଗ୍ରାମାଞ୍ଚଳରେ ସଚେତନାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଏହାକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...