Monthly Archives

February 2022

କ୍ୟାନସର ଚିକିତ୍ସା ପାଇଁ ଆର୍ଚ୍ଚିଡ ଉଦ୍ଭିଦ ଗବେଷଣା ଉପରେ ପିଏଚଡ଼ି

ସମ୍ବଲପୁର,୯/୨- କ୍ୟାନସର ପରି ଏକ ଭୟଙ୍କର ବ୍ୟାଧିର ନିୟନ୍ତ୍ରଣ ପାଇଁ ଏକ ବିରଳ ଆର୍ଚ୍ଚିଡ ଉଦ୍ଭିଦରେ କିଛି ଔଷଧୀୟ ଗୁଣ ରହିଛି, ଯାହାକି କ୍ୟାନସର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ । ଏ ବିଷୟରେ ଗହନ ଗବେଷଣା (ରିସର୍ଚ୍ଚ) ପାଇଁ ସମ୍ବଲପୁର ଝାଡୁଆପଡାର ଝିଅ ଡା ଇପ୍ସିତା ପୂଜାରୀଙ୍କୁ…
Read More...

ବେଭାନଙ୍କ ସହ ତୁଳନା କରିବାରୁ ଏମିତି କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ବାହାରିଥିଲେ ଏବଂ ସେ ପାଞ୍ଚଟି ଚୌକା ସହାୟତାରେ ୩୪ ବଲରୁ ଅପରାଜିତ ୩୬ ରନ୍‌ କରି ଦଳକୁ ୬ ୱିକେଟ୍‌ରେ ଜିତିଥିଲେ । ତାଙ୍କର ଏହି ଇନିଂସ ପରେ…
Read More...

ଲୁଟିନେଲେ ୧୨ଲକ୍ଷ ଟଙ୍କାର ସୁନାଗହଣା

ସୋର : ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ୧୨ ଲକ୍ଷ ଟଙ୍କାର ସୁନା-ରୂପା ଗହଣା ଓ ନଗଦ ୭୫ ହଜାର ଟଙ୍କା ଚୋରୀ । ସୋର ଥାନା ଇଟୁଆ ଗ୍ରାମର ଓସିଏଲର ଅବସରପ୍ରାପ୍ତ ପରିଚାଳକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଘରୁ ଝରକା ଭାଙ୍ଗି ଚୋରୀ ହୋଇଛି । ସୋର ପୋଲିସର ତଦନ୍ତ ଜାରି ରଖିଛି ।ଗତ ୫ ତାରିଖରେ…
Read More...

ରାଜ୍ୟରେ ହାଲକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ବୁଧବାର ରାଜ୍ୟରେ ପାଗ ଶୁଖିଲା ରହିବ । ଉପରବେଳା କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା…
Read More...

ଟ୍ୟୁସନ୍‌ ଯିବ କହି ଘରକୁ ଫେରିଲାନି ପୁଅ; ପରିବାର ପକ୍ଷରୁ ଥାନାରେ ଏତଲା,ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡ଼ା: ଟ୍ୟୁସନ୍‌ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ଗତକାଲି ସକାଳ ୭ଟା ସମୟରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ…
Read More...

ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନାରେ ଓଲଟିଲା ଅଟୋ, ୧୨ରୁ ଅଧିକ ଗୁରୁତର

ରାୟଗଡା: ଅଟୋ ଡ୍ରାଇଭରର ବେପାରୁଆ ଗାଡି ଚାଳାନା ଯୋଗୁଁ ଓଲଟି ପଡିଲା ଅଟୋରିକ୍ସା । ଫଳରେ ୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ହେଲେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ରାୟଗଡା-କାଶିପୁର ରାସ୍ତାର ମୁଡୁଲୁଗୁଡା ନିକଟସ୍ଥ ଏକ ବୁଲାଣି ରାସ୍ତାରେ ହୋଇଛି ସଡକ ଦୁର୍ଘଟଣା । ଆହାତ ସମସ୍ତଙ୍କୁ ରାୟଗଡା…
Read More...

କଳିଙ୍ଗାରେ ଜିଓ ନେଟୱାର୍କ ସଂଯୋଗ ପାଇଁ ଦାବି

ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା କଳିଙ୍ଗା ପଞ୍ଚାୟତ । ଯାହା ଏକ ମୁଖ୍ୟ ଛକ, ଗଞ୍ଜାମ ଜିଲ୍ଲା ସଂଯୋଗ କରିବା ସହିତ ରାଞ୍ଜି ବିଜୟବାଡ଼ା କରିଡର ସଂଜଗ କରୁଥିବା ବେଳେ କଳିଙ୍ଗା ଘାଟି ଉଠିଲା ପରେ କଳିଙ୍ଗା ଛକରେ ଯାତ୍ରୀବାହୀ ଗାଡି ଅଟକେ । କିନ୍ତୁ ଏହି ସ୍ଥାନରେ…
Read More...

କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ

ବାଲିଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ଗତକାଲି ଫିରିଙ୍ଗିଆ ଥାନା ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ଲଙ୍କାକାଣ୍ଡ…
Read More...

ଜି. ଉଦୟଗିରି ରେ ପୋଲିସ ପ୍ରଶାସନର ଫ୍ଲାଗ ମାର୍ଚ୍ଚ

ଜି.ଉଦୟଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ସହର ଓ ବିଭିନ୍ନ ପଞ୍ଚାୟତରେ ଆଜି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଆଇ.ଆଇ.ସି ରେବତୀ ଶବରଙ୍କ ନେତୃତ୍ୱରେ ସମ୍ପୂର୍ଣ ପୋଲିସ ଫୋର୍ସ ସହ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଚଳିତ ପଞ୍ଚାୟତ ନିର୍ବାଚନକୁ…
Read More...

ଘାତକ ମାଛ ବିରୋଧରେ କେସ୍‌

ବିଶାଖାପଟନମ୍‌: ମାଛ ନାଁରେ କେସ୍‌ । ଏହା ଅଜବ ଓ ଅବିଶ୍ୱାସ ଲାଗିପାରେ,କିନ୍ତୁ ଏଭଳି ଘଟଣା ଘଟିଛି । ଏକ ଘାତକ ମାଛ ବିରୋଧରେ ରୁଜୁ ହୋଇଛି ମାମଲା । ଏହି ମାଛ ଆକ୍ରମଣରେ ଜଣେ ଧୀବର ପ୍ରାଣ ହରାଇବା ପରେ ଜଣେ ଆଇନଜୀବୀ ମାଛ ବିରୋଧରେ କେସ୍‌ କରିଛନ୍ତି । ଏଭଳି ଏକ ଅଜବ ଘଟଣା ଘଟିଛି…
Read More...