Monthly Archives

February 2022

ଦେଶରେ ୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୭ ହଜାର ଚାଷୀ

ନୂଆଦିଲ୍ଲୀ: ଦେଶରେ ୨୦୧୮,୨୦୧୯ ଓ ୨୦୨୦ ଏହି ତିନି ବର୍ଷ ମଧ୍ୟରେ ୧୭ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ଦୁର୍ଘଟଣାଜନିତ ମୃତ୍ୟୁ…
Read More...

ଆଉ ନାହାନ୍ତି “ମହାଭାରତ’ର ଭୀମ

ନୂଆଦିଲ୍ଲୀ: ଗାୟିକା ଲତା ମଙ୍ଗେସକରଙ୍କ ପରଲୋକଜନିତ ଦୁଃଖକୁ ଏଯାଏ ଲୋକେ ଭୁଲି ନଥିବା ବେଳେ ଆଜି ଆସିଛି ଆଉ ଏକ ଦୁଃଖଦ ଖବର । ବିଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ଟିଭି ସିରିଏଲ ‘ମହାଭାରତ’ର ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ଆଉ ନାହାନ୍ତି । ଆଜି ୭୪ ବର୍ଷ ବୟସରେ ତାଙ୍କର…
Read More...

ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ । ପ୍ଳେ, ନର୍ସରୀ ଓ କେଜି ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ୧୪ ଫେବ୍ରୁଆରୀ ଠାରୁ ଖୋଲିବ ସ୍କୁଲ । ଏ ନେଇ ଚିଠି ଲେଖି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ…
Read More...

ଆଇସିସି ମହିଳା ଦିନିକିଆ ର‍୍ୟାଙ୍କିଙ୍ଗ : ପଞ୍ଚମ ସ୍ଥାନକୁ ଉଠିଲେ ମନ୍ଧଣା

ନୂଆଦିଲ୍ଲୀ,୮/୨ : ଆଜି ଜାରି ହୋଇଛି ଆଇସିସି ମହିଳା ଦିନିକିଆ ର‍୍ୟାଙ୍କିଙ୍ଗ । ଏଥିରେ ଭାରତୀୟ ଖେଳାଳିଙ୍କୁ ବେଶ ଭଲ ଫାଇଦା ମିଳିଛି । ଭାରତୀୟ ଓପନର ସ୍ମୃତି ମନ୍ଧଣା ଆଉ ଦୁଇଟି ପାହାଚ ଅତିକ୍ରମ କରି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି କ୍ୟାପଟେନ ମିତାଲି ରାଜ୍‌ଙ୍କର ଦ୍ୱିତୀୟ…
Read More...

ଭୋଟ ଦିନ ସରକାରୀ କର୍ମଚାରୀଙ୍କୁ ଛୁଟି

ଭୁବନେଶ୍ୱର: ଆସନ୍ତା ୧୬ ତାରିଖଠାରୁ ରାଜ୍ୟରେ ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଏହି ମତଦାନରେ ସାମିଲ ହେବା ପାଇଁ ବାହାରେ ଚାକିରି କରୁଥିବା ସରକାରୀ ଚାକିରିଆଙ୍କ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ମତ ଦାନ ପାଇଁ…
Read More...

ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଘୋଷଣା

ଭୁବନେଶ୍ୱର : ରାଜ୍ୟରେ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହା ପରେ ପୌରାଞ୍ଚଳମାନଙ୍କରେ ଆରମ୍ଭ ହୋଇଯିବ ନିର୍ବାଚନ । ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏ ନେଇ ବିଜ୍ଞପ୍ତି…
Read More...

ପୁରୀ ଆସିବେ ରାଷ୍ଟ୍ରପତି!

ପୁରୀ : ଚଳିତ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ୨୦ ତାରିଖରେ ସେ ଆସିବାର ସମ୍ଭାବନା ରହିଛି । ଏହି ଗସ୍ତ କାଳରେ ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି । ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ମଧ୍ୟ…
Read More...

ସଂସଦରେ ନବୀନଙ୍କୁ ପ୍ରଂଶସା କଲେ ମୋଦୀ

ନୂଆଦିଲ୍ଲୀ,୮/୨ : ଦଳ ଭିନ୍ନ ହେଲେ ମଧ୍ୟ କୌଣସି ଏକ ସରକାରଙ୍କ ରଚନାତ୍ମକ ତଥା ସହଯୋଗମୂଳକ କାର୍ଯ୍ୟକୁ ଅନ୍ୟ ଏକ ଦଳର ସରକାର ପ୍ରଶଂସା କରିବାର ନଜିର ରହିଛି । ସେହିଭଳି ଏକ ଦୃଷ୍ଟାନ୍ତ ଆଜି ଦେଖିବାକୁ ମିଳିଛି । ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରସଙ୍ଗ ଉପରେ…
Read More...

ଆଉ ବଜାରରେ ଦେଖିବାକୁ ମିଳିବନି ଜନସନ ବେବି ପାଉଡର!

ଲଣ୍ଡନ,୮/୨: ବେବି ପାଉଡରର ବିଶ୍ୱ ବଜାରରେ ଜନସନ ଆଣ୍ଡ ଜନସନ ଏକ ପରିଚିତ ନାମ । ଏହାର ଲୋକପ୍ରିୟତା ଶୀର୍ଷରେ ବୋଲି କହିଲେ ଭୁଲ ହେବ ନାହିଁ । ବେବି ପାଉଡର ବ୍ୟବହାର ସାଧାରଣତଃ ଶିଶୁଙ୍କଠାରେ କରାଯାଇଥାଏ । କେବଳ ଶିଶୁ ନୁହେଁ, ବୟସ୍କମାନେ ବି ବ୍ୟବହାର କରିଥାନ୍ତି । ହେଲେ ଏବେ ଏହାର…
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୟାଣ୍ଡଉଇଚ୍‌ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିକଟରେ ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ ତିଆରି ହୋଇଥିବା କଫିଟେରିଆରେ ହଠାତ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପହଞ୍ଚି ଦାୟିତ୍ୱରେ ଥିବା ମାମାନଙ୍କୁ ଖାଦ୍ୟ ପ୍ରସ୍ତୁତିରେ ଯୁଗୋପଯୋଗୀ ହେବାପାଇଁ…
Read More...