Monthly Archives

February 2022

ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର : ଚାଷୀଙ୍କୁ ଫ୍ରି ବିଜୁଳି, ହୋଲି-ଦିୱାଲୀରେ ମିଳିବ ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ 'ଲୋକ କଲ୍ୟାଣ ସଂକଳ୍ପ ପତ୍ର' ନାମରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ମହିଳା, କୃଷକ ଏବଂ ଯୁବକମାନଙ୍କ ସମ୍ପର୍କରେ ବିଜେପିର ସଂକଳ୍ପ ପତ୍ରରେ ଅନେକ ବଡ଼ ପ୍ରତିଶୃତି ଦିଆଯାଇଛି । ମଙ୍ଗଳବାର…
Read More...

ଆଇପିଏଲ ଖେଳାଳି ନିଲାମ ସମୟକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ : ଚଳିତ ମାସ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଥିବା ଆଇପିଏଲ ୨୦୨୨ ମେଗା ନିଲାମ ସକାଳ ୧୧ ଟାରୁ ଆରମ୍ଭ ହେବ । ମଙ୍ଗଳବାର ଦିନ ଆଇପିଏଲର ଅଫିସିଆଲ୍‌ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏହି ନିଲାମ ଦୁଇ ଦିନ ଧରି ଚାଲିବ । ଆଇପିଏଲର ୧୫ ତମ ସିଜନ୍‌ ପାଇଁ ମେଗା…
Read More...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌, ୨୪ ଘଣ୍ଟାରେ ୧୫୦୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯୮୧୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା…
Read More...

ଚକାପାଦରେ ମମତାଙ୍କ ଲାଗି ପ୍ରଚାର କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ଫୁଲବାଣୀ:-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରେ ବିଜେଡିର କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ । ଏଥିରେ ବ୍ଲକ୍‌ର ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ମମତାରାଣୀ ବେହେରାଙ୍କ ସପକ୍ଷରେ…
Read More...

କେରାଣ୍ଡି ପଞ୍ଚାୟତରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସମସ୍ତ ପ୍ରାର୍ଥୀ ଚିହ୍ନ ପାଇଲା ପରେ ନିଜର ପ୍ରଚାର ମଇଦାନରେ ଘରକୁ ଘର ବୁଲି ୱାର୍ଡକୁ ୱାର୍ଡ ବୁଲି…
Read More...

ଜି. ଉଦୟଗିରି ପାଷ୍ଟରମାନଙ୍କ ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସାକ୍ଷାତ

ଜି. ଉଦୟଗିରି:ଜି. ଉଦୟଗିରି ଠାରେ ଲଘୁ ସମ୍ପ୍ରଦାୟର ପାଷ୍ଟର ମାନଙ୍କ ସହ କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ମହୋଦୟ ଓ କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁରଙ୍କ ସ୍ୱଳ୍ପ ସମୟ ମଧ୍ୟରେ ଜି. ଉଦୟଗିରି ବ୍ଲକରେ ଥିବା ସମସ୍ତ ଚର୍ଚ୍ଚ ଗୃହ ଗୁଡ଼ିକର ସମସ୍ୟା ଉପରେ ଆଲୋଚନା ହୋଇଥିଲା…
Read More...

ୱିଜଡେନ୍‌ର ସର୍ବକାଳୀନ ଶ୍ରେଷ୍ଠ ଦିନିକିଆ ଏକାଦଶରେ କପିଲ ଅଧିନାୟକ

ନୂଆଦିଲ୍ଲୀ: ଲୋକପ୍ରିୟ ପତ୍ରିକା ୱିଜଡେନ୍‌ ଭାରତର ସର୍ବକାଳୀନ ସର୍ବଶ୍ରେଷ୍ଠ ୧୧ ଜଣିଆ ଦିନିକିଆ ଦଳ ଘୋଷଣା କରିଛି । ତେବେ ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ୱିଜଡେନ୍‌ ଅଧିନାୟକ କରିନାହିଁ । କିନ୍ତୁ ମହେନ୍ଦ୍ର ସିଂହ ଧୋନି ଏହି ତାଲିକାରେ ସର୍ବଶ୍ରେଷ୍ଠ…
Read More...

ଲତାଙ୍କ ସମ୍ମାନାର୍ଥେ ଜାରି ହେବ ଡାକ ଟିକେଟ

ନୂଆଦିଲ୍ଲୀ, ୭/୨ : ସଙ୍ଗୀତର ସରସ୍ୱତୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇବା ତଥା ତାଙ୍କୁ ଚିର ଦିନ ମନେ ରଖିବା ଲାଗି ବିଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ଓ ଅଭିନବ ନିଷ୍ପତ୍ତି ଓ ଯୋଜନା ପ୍ରସ୍ତୁତ କରାଯାଉଛି । ଲତାଙ୍କ ନାଁରେ ପ୍ରତିବର୍ଷ ପୁରସ୍କାର ଦେବା ନେଇ…
Read More...

ଆଜିଠୁ ଖୋଲିଲା ସ୍କୁଲ, କୋଭିଡ୍‌ କଟକଣାରେ ପିଲା ବିଦ୍ୟାଳୟକୁ ଗଲେ

ଫୁଲବାଣୀ : ଆଜିଠୁ ଖୋଲିଲା ଅଷ୍ଟମରୁ ତଦୁଦ୍ଧ୍ୱର୍ ଶ୍ରେଣୀ । ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ ଲାଇନ୍‌ ପାଠପଢ଼ା ଆରମ୍ଭ ହେଲା । ଏଥିସହ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ…
Read More...

“ଅନ୍ଧ ବିରୋଧ ଗଣତନ୍ତ୍ରର ପରିପନ୍ଥୀ’

ନୂଆଦିଲ୍ଲୀ,୭/୨: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସର ସ୍ଥିତି ଶୋଚନୀୟ । ଯେତେ ଚେଷ୍ଟା କଲେ ବି ଏହା ସେହିସବୁ ରାଜ୍ୟରେ କ୍ଷମତାକୁ ଆସିପାରୁ ନାହିଁ । ନିଜ ଘରକୁ ସଜାଡ଼ିବା ପରିବର୍ତ୍ତେ ଏହା ଆମକୁ ବିରୋଧ କରିବା କାର୍ଯ୍ୟରେ ମାତିଛି । ନିର୍ବାଚନରେ ବାରମ୍ବାର ପରାଜୟ ସତ୍ତେ୍ୱ ଏହା…
Read More...