Monthly Archives

February 2022

ରାଜ୍ୟରେ କୋହଳ ହେଲା ନିର୍ବାଚନୀ କଟକଣା

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି । ଏନେଇ ପୂର୍ବରୁ ଜାରି କରାଯାଇଥିବା ନିର୍ବାଚନୀ ଗାଇଡଲାଇନ ବା କଟକଣାକୁ ଆଜି କୋହଳ କରାଯାଇଛି । ଏବେ ସଂକ୍ରମିତଙ୍କ ସଂଖ୍ୟା ଖସୁଥିବା ବେଳେ ୨ ହଜାର ତଳେ ରହିଛି ଟ୍ରେଣ୍ଡ। ତେଣୁ ନିର୍ବାଚନ ପ୍ରଚାର…
Read More...

ରଣଜୀ ଖେଳିବେ ନାହିଁ ହାର୍ଦ୍ଦିକ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧଳା ବଲ୍‌ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ ଉପରେ ଦୃଷ୍ଟି ରଖିଛନ୍ତି ଏବଂ ସେଥିପାଇଁ ସେ ରଣଜୀ ଟ୍ରଫି ୨୦୨୨ ରେ ଅଂଶଗ୍ରହଣ କରୁନାହାଁନ୍ତି । ସୋମବାର ଦିନ ବରୋଦା କ୍ରିକେଟ୍‌ ରଣଜୀ ପାଇଁ ଦଳ ଘୋଷଣା କରିଛି । ଯେଉଁଥିରେ କେଦାର…
Read More...

ଗଜପତିରେ କୋଭିଡ ଟିକାକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କୋଭିଡ ଟିକାକରଣ ପାଇଁ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ଗଜପତି ଓ ଏକ୍ସନଏଡ଼ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଜିଲ୍ଲାରେ ଆରମ୍ଭ କରାଯାଇଛି । ତ୍ରିସ୍ତରୀୟ…
Read More...

କାର ସହ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା

ପାଟଣାଗଡ଼ : ପାଟଣାଗଡ଼ ଥାନା ପାଢେଲ ଗ୍ରାମର ଡୁମେରପଦର ଯିବା ଚଳା ରାସ୍ତା ପାଖରେ ଏକ କାର ସହ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁଇ ବାଇକ୍‌ ଚାଳକ ହେଲେ ଧଉଁରା ଦାଦରର ଟିକେଶ୍ୱର ବରିହା (୫୪) ଓ ଡୁମେରପଦର ଅର୍ଜୁନ ସାହୁ (୪୫) ବୋଲି ଜଣାପଡିଛି । ଦୁର୍ଘଟଣା ପରେ କାର ଚାଳକ ଫେରାର…
Read More...

ଓଲଟିଲା ବରଯାତ୍ରୀ ଗାଡି; ଜଣେ ମୃତ, ୧୫ଆହତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ନୂଆପଡ଼ା ଗାଁ ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଗାଡ଼ି ଓଲଟି ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ…
Read More...

ଆଜି ପବିତ୍ର ମାଘ ସପ୍ତମୀ, ଖାଁ ଖାଁ ଚନ୍ଦ୍ରଭାଗା ବେଳା ଭୂମି

ପୁରୀ : ଆଜି ପବିତ୍ର ମାଘ ସପ୍ତମୀ, ଖାଁ ଖାଁ ଚନ୍ଦ୍ରଭାଗା ବେଳା ଭୂମି । କୋଭିଡ ପାଇଁ ଶ୍ରଦ୍ଧାଳୁଙ୍କ ବୁଡ ଓ ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି କରିଥିଲା ପ୍ରଶାସନ । ଯାହା ପାଇଁ ଠାକୁରଙ୍କ ରିତୀନିତୀ ପରେ ତୀର୍ଥ ପୁଷ୍ପରଣୀରେ ଠାକୁର ସ୍ନାନ ପରେ ବୁଡ ପକାଇଥିଲେ ସାଧୁସନ୍ଥ । କିନ୍ତୁ…
Read More...

ରାଜ୍ୟରେ ୨ ହଜାର ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଏବେ ତଳମୁହାଁ କରୋନା ଗ୍ରାଫ । ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୮୭୪ ଚିହ୍ନଟ…
Read More...

ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ସାଧକ ଡ.ଦାମୋଦର ହୋତାଙ୍କ ପରଲୋକ

ଭୁବନେଶ୍ୱର,୬/୨: ଓଡ଼ିଶାର ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ଡ.ଦାମୋଦର ହୋତାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଡାକ୍ତରଖାନାକୁ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ…
Read More...

୮ ରନ କରି ଆଉଟ ହୋଇ ମଧ୍ୟ ଇତିହାସ ରଚିଲେ ବିରାଟ

ଅହମ୍ମଦାବାଦ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ମାତ୍ର ଚାରିଟି ବଲ୍‌ ଖେଳିବା ପରେ ଭାରତୀୟ ଦଳର ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ପାଭିଲିଅନକୁ ଫେରିଥିଲେ, କିନ୍ତୁ ଏହାପୂର୍ବରୁ ସେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି…
Read More...

ପୁରସ୍କାର ଓ ସମ୍ମାନ

୧୯୫୯: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର (ମଧୁମତି)୧୯୬୩: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର (ବିସ୍‌ ଶାଲ୍‌ ବାଦ)୧୯୬୬: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର୧୯୬୬: ସାଧ ମନସା ପାଇଁ ସର୍ବଶେଷ୍ଠ ଗାୟିକା୧୯୬୯:…
Read More...