Monthly Archives

February 2022

ଏହିଭଳିଭାବେ ବିସିସିଆଇକୁ ସଙ୍କଟରୁ ଉଦ୍ଧାର କରିଥଲେ ସ୍ୱର ସାମ୍ରାଜ୍ଞୀ

ମୁମ୍ୱାଇ ,୬/୨: ଗାୟିକା ଲତା ମଙ୍ଗେସକରଙ୍କ ଜୀବନ ଥିଲା ପ୍ରଶସ୍ତ । କେବଳ ଗୀତ ଗାଇବା ଭିତରେ ସେ ନିଜକୁ ସୀମିତ ରଖି ନଥିଲେ,ସାମାଜିକ ଓ ମାନବିକତା ଧର୍ମୀ କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରିଥିଲେ । ଏହାର ଅନ୍ୟତମ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ୧୯୮୩ ମସିହାରେ । ତାଙ୍କର ଏକ ମହାନ…
Read More...

ପୁଣି ବଢିଲା ନିର୍ବାଚନୀ ପ୍ରଚାର କଟକଣା

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଦେଶର ନିର୍ବାଚନ କମିସନ ସବୁପ୍ରକାର ଉଦ୍ୟମ କରୁଛନ୍ତି । କରୋନା କଟକଣା ମଧ୍ୟରେ ପ୍ରଚାର ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଚଛି । ଏବେ ପ୍ରଚାର କଟକଣାକୁ ବୃଦ୍ଧି କରିଛନ୍ତି ନିର୍ବାଚନ…
Read More...

ବାଘମୁଣ୍ଡ ଚାଇଲ୍ଡ ଲାଇନ ଉଦ୍ୟମରେ ଅଟକିଲା ବାଲ୍ୟବିବାହ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମରେ ଜଣେ ନାବାଳିକାଙ୍କ ପ୍ରସ୍ତାବିତ ବିବାହକୁ ଅଟକାଇଛି ଚାଇଲ୍ଡ ଲାଇନ । ଚଳିତ ମାସ ଏହି ଗାଁରେ ନାବାଳିକା ସହ ପୁଡୁକୁପଡା ଗାଁର ଜଣେ ସାବାଳକର ବିବାହ ଉତ୍ସବ ହୋଇଥାନ୍ତା । ସୂଚନା ପାଇ ବଲାଙ୍ଗୀର…
Read More...

ପଞ୍ଚଭୂତରେ ଲୀନ ହେଲା ଲତାଙ୍କ ପାର୍ଥିବ ଶରୀର : ଭାଇ ଦେଲେ ମୁଖାଗ୍ନି

ମୁମ୍ୱାଇ ,୬/୨: ପଞ୍ଚଭୂତରେ ଲୀନ ହୋଇଛି ଭାରତୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ ଗାୟିକା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ପାର୍ଥିବ ଶରୀର । ଆଜି ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମୁମ୍ୱାଇର ଶିବାଜୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ସମୟରେ ଗାର୍ଡ ଅଫ୍‌ ଅନର ପ୍ରଦାନ…
Read More...

ଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ

ଅହମ୍ମଦାବାଦ,୬/୨: ଆଜିଠୁ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ୬ ୱିକେଟରେ ଅତଥି ଦଳକୁ ପରାସ୍ତ କରି ୧-୦ର ଅଗ୍ରଣୀ ହାସଲ କରିଛି । ଆଜି ଥିଲା ଭାରତର ୧୦୦୦ତମ ଦିନିକିଆ । ଏଠାରେ…
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁଘଟଣା ଗ୍ରସ୍ତ, ଅଳ୍ପକେ ବତ୍ତିଲେ ମନ୍ତ୍ରୀ

ଫୁଲବାଣୀ : ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଭେଟ କୋଲ୍‌ ଘାଟିରେ ଭାରସାମ୍ୟ ହରାଇବା ଯୋଗୁଁ ତାଙ୍କ ଗାଡି ଦୁର୍ଘଟଣା ଘଟିଛି । ଗାଡ଼ିଟି ରାସ୍ତା କଡକୁ ଖସି ଯାଇଥିଲା । ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ମନ୍ତ୍ରୀ ଜେନା । ମନ୍ତ୍ରୀ ଜେନା ପ୍ରଥମ…
Read More...

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କୁ ସମ୍ମାନ ଜଣାଇଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହୋଇଛି ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍। ଅହମ୍ମଦାବାଦରେ ଖେଳା ଯାଉଛି ପ୍ରଥମ ମ୍ୟାଚ୍। ଟସ୍ ଜିତିଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରୁଛି। ତେବେ ଆଜି ମ୍ୟାଚ୍‌ରେ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ…
Read More...

ବିଜେଡିରୁ ବହିୃଷ୍କୃତ ହେଲେ ପୂର୍ବତନ କର୍ପୋରେଟର ଓ ତାଙ୍କ ସ୍ୱାମୀ

କଟକ: ବସ୍ତି ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଫ୍ଲାଟ ହଡପ କରି ବିକ୍ରି କରିବା ପଡିଲା ମହଙ୍ଗା । ବିଜେଡିରୁ ବହିୃଷ୍କୃତ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣ ଓ ତାଙ୍କ ସ୍ୱାମୀ ରାଜା କରଣ । ରଞ୍ଜିତାଙ୍କ ସହ ଅଭିଯୁକ୍ତ ରାଜାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କଲା ବିଜେଡି ।…
Read More...

୨୨ ତମ ୱାଇସିସି ଡୁଙ୍ଗୁରିଗୁରା କପ୍‌ ଉଦଯାପିତ

ପାଟଣାଗଡ,୬/୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଡୁଙ୍ଗୁରିଗୁରା ଗ୍ରାମର ୱାଇସିସି ଆନୁକୁଲ୍ୟରେ ୨୨ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟଅତିଥିଭାବେ ଆଦିବାସୀ କଲ୍ୟାଣ ସଂଘ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଅବକାରୀ ଅଧିକାରୀ ପୁରୁଷୋତ୍ତମ ଧରୁଆ…
Read More...

ଲତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହି ବଡ କଥା

ଭୁବନେଶ୍ବର: ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ପରଲୋକ ବିଷୟରେ ଜାଣି ଗଭୀର ଦୁଃଖିତ। ‘ମେଲୋଡି କୁଇନ୍ ଅଫ୍ ଇଣ୍ଡିଆ’ ଆମର…
Read More...