Monthly Archives

February 2022

ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ, ୯୨ ବର୍ଷରେ ଆଖି ବୁଜିଲେ ମହାନ ଗାୟିକା ଲତା ମଙ୍ଗେସକର

ନୂଆଦିଲ୍ଲୀ,୬/୨ : ଆରପାରିରେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର୍‌ । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ବଲିଉଡ୍‌ ଜଗତର କିମ୍ବଦନ୍ତୀ ଗାୟିକା ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି । କିଛି ଦିନ ତଳେ ସେ କରୋନା ପଜିଟିଭ୍‌ ହୋଇଥିବା ବେଳେ ତାଙ୍କୁ…
Read More...

ଧୂପକାଠି ଉତ୍ପାଦନ ତାଲିମ କେନ୍ଦ୍ର ପରିଦର୍ଶନ କଲେ ପିଏ ଆଇଟିଡିଏ,ଉନ୍ନତମାନର ଧୂପକାଠି ପ୍ରସ୍ତୁତ କରିବା ପାଇଁ ପରାମର୍ଶ

ଗଜପତି/ପାରଳାଖେମୁଣ୍ଡି,୬/୨ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମ ଠାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଚାଲୁ ରହିଥିବା ଧୂପକାଠି ୟୁନିଟର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ (ପିଏ)…
Read More...

ନୟାଗଡ ନବଜାତ ଶିଶୁ ନିଖୋଜ ଘଟଣା

ଦଶପଲ୍ଲା,୬/୨: - ନୟାଗଡ ଜିଲ୍ଲା ହସ୍ପିଟାଲରେ ଜନ୍ମିତ ଶିଶୁପୁତ୍ରକୁ ନିଖୋଜ ହେବାର ୭ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁକୁ ଚିକିତ୍ସା ପାଇଁ ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି । ନବଜାତ ଶିଶୁ ନୟାଗଡରୁ ଭୁବନେଶ୍ୱର କେମିତି ପହଞ୍ଚିଲା ତାକୁ ନେଇ ସନ୍ଦେହ…
Read More...

କାର୍‌ ଦୁର୍ଘଟଣାରେ ଜଣେ ମୃତ

ବାଲିଗୁଡା,୬/୨: କୁହୁଡ଼ି ହେଲା କାଳ । ରାସ୍ତା ଦେଖାନଯିବାରୁ କାର୍‌ ଦୁର୍ଘଟଣା ଗ୍ରସ୍ତ ।କନ୍ଧମାଳ ଜିଲ୍ଲା କ.ନୂଆଗାଁ ନିକଟସ୍ଥ ଏଫ୍‌ସିଆଇ ଗୋଦାମ ନିକଟରେ ଏକ ହୋଣ୍ଡାଇ କାର୍‌ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ ପ୍ରଥମେ ବାଲିଗୁଡା ପରେ ଫୁଲବାଣୀ ମୁଖ୍ୟ…
Read More...

ଜିଲ୍ଲା ବଣିକ ସଂଘ ସଂପାଦକଙ୍କ ମାତୃବିୟୋଗ

ସୁବର୍ଣ୍ଣପୁର,୫/୨- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ବଣିକ ସଂଘ ର ସଂପାଦକ ବି.ସତ୍ୟନାରାୟଣ ରାଓଙ୍କ ମାଁ ଶ୍ରୀମତୀ ବି.ଲକ୍ଷ୍ମୀଦେବୀଙ୍କ ୭୬ବର୍ଷ ବୟସରେ ବିୟୋଗ ଘଟିଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ କିଛିଦିନ ଆଗରୁ ଶଯ୍ୟାଶାୟୀ ଥିଲେ । ସେ ଜଣେ ଧର୍ମପରାୟଣା ମହିଳା ଭାବରେ ବେଶ…
Read More...

ମୋ କଲେଜ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଲିଟେକନିକ କଲେଜରେ ନୂତନ କମିଟି ଗଠନ

ସୁବର୍ଣ୍ଣପୁର,୫/୨ - ମୋ କଲେଜ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଈଁ ସୁବର୍ଣ୍ଣପୁର ସରକାରୀ ପଲିଟେକନିକ କଲେଜରେ ଏକ ନୂତନ କମିଟି ଗଠିତ ହୋଇଛି । ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ କରି ଏହି କଲେଜର ଶୈକ୍ଷିକ ଭୌତିକ,ଭିତ୍ତିଭୂମି ଓ ସର୍ବାଙ୍ଗୀନ ବିକାଶ…
Read More...

ଉଚ୍ଚଶିକ୍ଷିତ ଆଦିବାସୀ ଯୁବ ସରପଞ୍ଚ ପ୍ରାର୍ଥୀଙ୍କ ନିଆରା ପ୍ରଚାର

ବାଲିଗୁଡ଼ା,୫/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ସରଗରମ । ପ୍ରାର୍ଥୀ ଭୋଟରମାନଙ୍କୁ ମନେଇବା ପାଇଁ ବିଭିନ୍ନ ଢ଼ଙ୍ଗରେ କରୁଛନ୍ତି ପ୍ରଚାର ଏବଂ ଭୋଟ୍‌ ଭିକ୍ଷା ମଧ୍ୟ କରୁଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଧିକାଂଶ ଯୁବପିଢ଼ି ଓ ଉଚ୍ଚଶିକ୍ଷିତ ପ୍ରାର୍ଥୀ…
Read More...

ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା

ପୁରୀ,୫/୨- କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରିକରାଯାଇଛି । କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି…
Read More...

ଏବେବି ମାଟି ମୂର୍ତ୍ତିର ରହିଛି ଚାହିଦା

ଗଜପତି,୫/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଜାରରେ ମ ।ଟି ମୂର୍ତ୍ତି ଅଧିକା ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଆଧୁନିକତାରେ ହଜିଯାଉଥିବା ମଣିଷ ପ୍ଲାଷ୍ଟର ପ୍ୟାରିସି ମୂର୍ତ୍ତି ଥାଇ ସୁଦ୍ଧା ମାଟି ମୂର୍ତ୍ତି ପ୍ରତି ଆକୃଷ୍ଟ ରହିଛି । ପ୍ଲାଷ୍ଟର ପ୍ୟାରିସି ହଲକା ସୁନ୍ଦର…
Read More...

ହରଭାଙ୍ଗି ଜଳଭଣ୍ଡାରରେ ଅଙ୍ଗୁଳିକା ଯାଆଁଳା ମତ୍ସ୍ୟଜୀବୀଙ୍କ ସକାଶେ ଛଡ଼ାଗଲା,ଉପକୃତ ହେବେ ମତ୍ସ୍ୟଜୀବୀ

ଗଜପତି,୫/୨- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ହରଭାଙ୍ଗି ଜଳଭଣ୍ଡାରରେ ଅଙ୍ଗୁଳିକା ଯାଆଁଳା ମତ୍ସ୍ୟ ବିଭାଗ ପକ୍ଷରୁ ଛଡ଼ାଯାଇଛି । ମତ୍ସ୍ୟ ବିଭାଗର ସରକାରୀ ଫାର୍ମରୁ ଉନ୍ନତମାନର ଅଙ୍ଗୁଳିକା ଯାଆଁଳା ପ୍ରଥମଥର ଜାନୁୟାରୀ ୩୧ ତାରିଖରେ ୨୬୦୦୦ ଯାଆଁଳା ଓ ୨ ଫେବୃୟାରୀରେ ଦ୍ୱିତୀୟ…
Read More...