Monthly Archives

February 2022

ଯୁବ ଚିତ୍ରଶିଳ୍ପୀଙ୍କ ଏକ ନିଆରା କଳାକୃତି

ପୁରୀ,୫/୨- ପବିତ୍ର ସରସ୍ୱତୀ ପୂଜା ଅବସରରେ ପୁରୀ ବାସେଳୀ ସାହିର ଯୁବ ଚିତ୍ରଶିଳ୍ପୀ ଏକ ନିଆରା କଳାକୃତି କରି ସରସ୍ୱତୀ ପୂଜାର ଅଭିନନ୍ଦନ ସମସ୍ତଙ୍କୁ ଜଣାଇଛନ୍ତି । ପୁରୀ ବାସେଳୀ ସାହିର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ମହାପାତ୍ର ମାତ୍ର ୬ ମିନିଟରେ ଦୁଇହାତରେ ବାଗଦେବୀ ମା ସରସ୍ୱତୀଙ୍କର…
Read More...

ଜିଲ୍ଲାପାଳଙ୍କ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା

ପୁରୀ,୫/୨- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପେଣ୍ଠକଟାସ୍ଥିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ତାଳବଣିଆରେ ଥିବା ସ୍ପୋର୍ଟସ କଂପ୍ଲେକ୍ସ ବୁଲି ଦେଖିବାସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ପରିସରରେ କ୍ରିକେଟ ପଡିଆ, ଜିମ୍ନାଷ୍ଟିକ୍‌, ସନ୍ତରଣ, ଆଥଲେଟିକ୍‌ ଆଦି…
Read More...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠକୁ କରାଯିବ ପୂଜାର୍ଚ୍ଚନା ଓ ଅନୁକୂଳ

ପୁରୀ,୫/୨- ଆଜି ପବିତ୍ର ଶ୍ରୀପଞ୍ଚମୀ । ଚଳିତବର୍ଷ ୨୦୨୨ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥକାଠକୁ ଅନୁକୂଳ କରାଯିବା ସହ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ…
Read More...

ପବିତ୍ର ସ୍ୱରସ୍ୱତୀ ପୂଜା ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା

ପୁରୀ,୫/୨- ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା ଚିତ୍ରକଳା କରି ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି । ସୁଦର୍ଶନ ଦେବୀ ସ୍ୱରସ୍ୱତୀଙ୍କ ପ୍ରତିମାକୁ ବାଲୁକା ଚିତ୍ରକଳାରେ ଆଙ୍କି ସରସ୍ୱତୀ ପୂଜାର ଶୁଭେଚ୍ଛା ଦେଇଛନ୍ତି…
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ

ପୁରୀ,୫/୨- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ । ଦର୍ଶନ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ସିଂହଦ୍ୱାର ଠାରୁ ଆରମ୍ଭ କରି ଉତ୍ତରଦ୍ୱାର ପର୍ଯ୍ୟନ୍ତ ବାହାରେ ଅନୁଧ୍ୟାନ କରିବାସହ ଏନେଇ ଅଧିକାରୀଙ୍କ ସହ ଆଲୋଚନା…
Read More...

ଆବାସ ଯୋଜନାରୁ ବଞ୍ଚିତ ବିଧବା କୁନି

ଘୁ.ଉଦୟଗିରି,୪/୨- ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ, ଦେରିନାଜୁରେ କୁନି ବଗର୍ତ୍ତୀ ନିଜର ଦୁଇ ଛୁଆଙ୍କୁ ଧରି ତିନିବର୍ଷ ହେଲା ଦୁଃଖ କଷ୍ଟରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳୁଛି । ଝିଅର ବୟସ ୧୩ ଓ ପୁଅର ବୟସ ୭ ବର୍ଷର ଦୁଇଟି ପିଲାକୁ ଧରି କେମିତି ଭଲ ପାଠ ପଢେଇ…
Read More...

ଗାଁ ରାସ୍ତା ନିର୍ମାଣ ପ୍ରଶ୍ନ ଉତ୍ତରରେ ଫସିଲେ, ମଞ୍ଚ ଛାଡି ଫେରିଲେ କଣ୍ଟାବାଞ୍ଜି ବିଧାୟକ

ବଲାଙ୍ଗୀର,୪/୨- କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ମାତ୍ର ୨ କି.ମି ପାଖାପାଖି ୧୫୦୦ ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗାଁ ବେହରେନସିଲେଟ, ସ୍ୱାଧୀନତାର ୭୫ ବର୍ଷ ପରେବି ଏହି ଗାଁକୁ ଯିବାପାଇଁ ପକ୍କା ରାସ୍ତା ନିର୍ମାଣ ହୋଇନି । ଗ୍ରାମବାସୀ ସରପଞ୍ଚ ଠାରୁ ବିଧାୟକ , ଜିଲ୍ଲାପାଳ…
Read More...

ଭୋଜି ଖାଇବାକୁ ଯିବାବେଳେ ଅଘଟଣ, ଟାୟାର ଫାଟି ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ ୩ ମୃତ, ୩୪ ଗୁରୁତର

ବାଲିଗୁଡ଼ା,୪/୨: ମୃତ୍ୟୁ କେତେବେଳେ କେମିତି ଆସିବ ତାହା କିଏ ବା ଜାଣିଛି । ଭୋଜି ଖାଇବାକୁ ଯିବାବେଳେ ଚାଲିଗଲା ତିନିଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ତ ବ୍ଲକ୍‌ କୋଟଗଡ଼ ଅଞ୍ଚଳରେ । ଆଜି ଦିନ ପ୍ରାୟ ୧୨ଟା ସମୟରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା…
Read More...

ଜିଲ୍ଲାପାଳଙ୍କ ସହ ଓଡିଶା ସାମ୍ବାଦିକ ସଂଘ କର୍ମକର୍ତ୍ତା ଙ୍କ ସୌଜନ୍ୟ ମୂଳକ ସାକ୍ଷାତ, ବିଭିନ୍ନ ବିଭାଗକୁ ସକ୍ରିୟ…

ସୁବର୍ଣ୍ଣପୁର,୪/୨- ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ସହ ଓଡିଶା ସାମ୍ବାଦିକ ସଂଘର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସଂଘ ପକ୍ଷରୁ ପ୍ରଦାନ କରାଯାଉଥିବା ଦୁସ୍ଥ ସାମ୍ବାଦିକଙ୍କ ପରିବାରକୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା,…
Read More...

ସୁବର୍ଣ୍ଣାନାରୀ ଜାଗରଣ କେନ୍ଦ୍ରରେ ରଙ୍ଗୋଲି କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର,୪/୨- ସୁବର୍ଣ୍ଣାନାରୀ ଜାଗରଣ କେନ୍ଦ୍ର ଏବଂ ଲେପ୍ରା ସୋସାଇଟିର ମିଳିତ ଆନୁକୂଲ୍ୟରେ କୁଷ୍ଠ ନିରାକରଣ ପକ୍ଷ ପାଳନ ଅବସରରେ ଏକ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉପରେ ଏହି ରଙ୍ଗୋଲି ପ୍ରସ୍ତୁତିକୁ ପ୍ରାଧାନ୍ୟ ଦିଆଯାଇଥିଲା ।…
Read More...