Monthly Archives

February 2022

ଘୁଞ୍ଚିଲା ନିଟ୍‌-ପିଜି ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିଲା ନିଟ୍‌-ପିଜି ପରୀକ୍ଷା । କରୋନା ସଂକ୍ରମଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଆଜି ଏହାକୁ ୮ ସପ୍ତାହ ଘଞ୍ଚାଇ ଦେଇଛନ୍ତି । ଏହି ପରୀକ୍ଷା ମାର୍ଚ୍ଚ ୧୨, ୨୦୨୨ ରେ ଅନୁଷ୍ଠିତ ହେବାର ଥିଲା । ୬ଜଣ ଏମବିବିଏସ ଛାତ୍ରଛାତ୍ରୀ ସ୍ନାତକୋତ୍ତର ନିଟ୍‌-ପିଜି ପରୀକ୍ଷା…
Read More...

କିଛି ବି ମିଳିଲାନି ଏମାର ମଠ ଖୋଳାରୁ

ପୁରୀ,୪/୨ : କାଳେ ଆଉ କିଛି ଗୁପ୍ତ ଧନ ଥିବ,ଏହି ଆଶାରେ ଆଜି ପୁରୀ ସହରର ଏମାର ମଠ ଭିତରେ ଖୋଳାଖୋଳି ହୋଇଥିଲା । ଘଣ୍ଟା ଘଣ୍ଟା ଧରି ଝାଳବୁହା ପରିଶ୍ରମ ହେଲା । କିନ୍ତୁ ଫଳ ଶୂନ । ଏହି ଖୋଳାରୁ କିଛି ବି ମିଳିଲାନି । ମିଳିଲା ମାତ୍ର ଏକ ସାଧାରଣ ଲୁହାଖଣ୍ଡ । ମଠର ପ୍ରବେଶ ଦ୍ୱାର ଓ ଅନ୍ୟ…
Read More...

ବୌଦ୍ଧ ଜିଲ୍ଲାରେ ବୁଲିଲା କୋଭିଡ ସଚେତନତା ରଥ, ଶୁଭାରମ୍ଭ କଲେ ଜିଲ୍ଲାପାଳ

ବୌଦ୍ଧ,୪/୨: - ଆଜି ଦିନ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆକ୍ସନଏଡ଼ ଏବଂ ଜ଼ିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୧୦ ଦିନ ଧରି ବୌଦ୍ଧ ଜ଼ିଲ୍ଲାବ୍ୟାପି କୋଭିଡ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର…
Read More...

ଗଛରେ ପିଟିହେଲା ଭ୍ୟାନ : ଚାଲିଗଲା ୬ ଜଣଙ୍କ ଜୀବନ

କନ୍ଧମାଳ,୪/୨ : କନ୍ଧମାଳ ଜିଲ୍ଲାରେ ଆଜି ସକାଳୁ ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ପି-ଅପ ଭ୍ୟାନ ଗଛ ସହ ପିଟିହେବା ଫଳରେ ଏଥିରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଛି । ୧୫ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଥିବା ଜଣାପଡ଼ିଛି । କୋଟଗଡ଼…
Read More...

ଦଶପଲ୍ଲାର ବିଭିନ୍ନ ଗ୍ରାମରେ ପୁଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

ଦଶପଲ୍ଲା,୪/୨: - ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଚାରକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଥିବାବେଳେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜନିଜର କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ବ୍ଲକର ବିଭିନ୍ନ ସମ୍ବେଦନଶୀଳ ବୁଥ୍‌ ଏବଂ ଗ୍ରାମଗୁଡିକୁ ଚିହ୍ନଟ…
Read More...

ଧାନର ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପରେ ଛନକା ଚୋରା ବେପାରୀ

ସୁବର୍ଣ୍ଣପୁର,୩/୨- ଜିଲ୍ଲାରେ ଧାନର ଚୋରାଚାଲାଣ ରୋକିବାପାଇଁ ଯୋଗାଣ ବିଭାଗ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ ମାଜିଷ୍ଟ୍ରେଟ ମାନଙ୍କ ସହାୟତାରେ ସନ୍ଦେହାସ୍ପଦ ଭାବରେ ଜିଲ୍ଲାରେ ପ୍ରବେଶ କରୁଥିବା…
Read More...

ଭିନ୍ନକ୍ଷମ ହୋଇ ମଧ୍ୟ ପରିବା ବିକ୍ରିକରି ସମାଜ ପାଇଁ ପାଲଟିଛନ୍ତି ଉଦାହରଣ

ଘୁ.ଉଦୟଗିରି,୩/୨- ଇଛାଶକ୍ତି ଆଗରେ ନା ବୟସ ନା ଭିନ୍ନକ୍ଷମ ସବୁ କିଛି ହାର ମାନିଛି ସିଫନିୟଙ୍କ ପାଖରେ । ବୟସ ୬୦ ସହ ଦୃଷ୍ଟିହୀନ ତଥାପି କର୍ମଠ । ଆଖିକୁ ଦେଖାନଗଲେ କଣ ହେଲା ନିଜ ବାକ ଚାତୁରୀରେ ଗ୍ରାହକଙ୍କ ମନକୁ ମୋହି ବ୍ୟବସାୟ କରିବାରେ ନିଜ ପତ୍ନୀଙ୍କୁ ସହଯୋଗ କରୁଥିବା ଏହିଭଳି ଜଣେ…
Read More...

ପ୍ରଚାର ମୈଦାନରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ୍‌…

ବାଲିଗୁଡ଼ା,୩/୨: ପ୍ରଚାର ମୈଦାନରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ନିଜର ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବା ପାଇଁ ଯୋର୍‌ଦାର୍‌ ପ୍ରଚାର ଚାଲିଥିବାବେଳେ ବିଜୁ ଜନତା ଦଳ ପ୍ରଚାର…
Read More...

ଖାରବେଳ ସ୍ୱାଇଁଙ୍କ ଦୁଇଦିନିଆ ନିର୍ବାଚନ ପ୍ରଚାରପାଇଁ ବୌଦ୍ଧଜିଲ୍ଲା ଗସ୍ତ

ବୌଦ୍ଧ,୩/୨- ମାନ୍ୟବର ପୂର୍ବତନ ୩ ଥରର ଲୋକସଭା ସଦସ୍ୟ ମହାମେଘବାହାନ ଖାରବେଳ ସ୍ୱାଇଁ ଙ୍କ ବୌଦ୍ଧଜିଲ୍ଲାର ବିଭିନ୍ନ ଜିଲ୍ଲାପରିଷଦ ଜୋନ୍‌ ଗୁଡିକ ଗସ୍ତକରି ନରେନ୍ଦ୍ର ମୋଦିଜୀଙ୍କ ୭ ବର୍ଷର ଶାସନ ସହିତ ଓଡିଶା ସରକାରଙ୍କ ୨୨ ବର୍ଷ ବିଫଳତା ଶାସନ ଉପରେ ସମସ୍ତ ଭୋଟର ମାନଙ୍କ ଘରକୁଘର ଯାଇ…
Read More...

କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କାର ସହାୟତା

ବୌଦ୍ଧ,୩ା୨: ବୌଦ୍ଧଜିଲ୍ଲାରେ କୋଭିଡରେ ଅନେକ ଲୋକ ମୃତ୍ୟୁର ଶିକାର ହୋଇଥିବାବେଳେ ଡାକ୍ତର, ପୋଲିସ ଓ ସରକାରୀ ଅଧିକାରୀ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । କୋଭିଡ ୧୯ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁର ଶିକାର ହୋଇଥିବା ବୌଦ୍ଧ ବ୍ଲକର ଏକାଉଣ୍ଟସ ଅଧିକାରୀ ରୋମାଞ୍ଚ…
Read More...