Monthly Archives

February 2022

ପ୍ରଚାରରେ ଆଗରେ କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁନୀଲ ମହାପାତ୍ର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚୟତର ସରପଞ୍ଚ ପ୍ରାର୍ଥୀ ସୁନୀଲ ମହାପାତ୍ର ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରରେ ସେ ପଞ୍ଚାୟତରେ ଲୋକପ୍ରିୟତା ଅର୍ଜନ କରିଥିବା ଜଣାପଡିଛି । ପଞ୍ଚୟତର ବିଭିନ୍ନ ଗ୍ରାମ ଓ ୱାର୍ଡକୁ ଯାଇ ସେ ଲୋକଙ୍କୁ ସାକ୍ଷାତ କରି…
Read More...

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଭୁବନେଶ୍ୱର: ଆଜି ସକାଳୁ ଭିଜିଲାନ୍ସ ଜାଲରେ ଫସିଛନ୍ତି ଯୋଗାଣ ଅଧିକାରୀ । ନୂଆପଡା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ରେଡ ଚାଲିଛି । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
Read More...

ଟିକସ ନ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ମହାମାରୀ ସମୟ ଚାଲିଛି । ଏଭଳି ସମୟରେ ଲୋକଙ୍କ ଉପରେ ଆଉ ଆର୍ଥିକ ବୋଝ ଲଦିବା ଠିକ ନୁହେଁ । ତେଣୁ ଟିକସ ନ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏକଥା ପ୍ରକାଶ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…
Read More...

ଆଇପିଏଲ ନିଲାମରେ ସାମିଲ ହେଲେ ଶ୍ରୀସନ୍ଥ, ଜାଣନ୍ତୁ ତାଙ୍କର ମୂଳ ଦର

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ମେଗା ନିଲାମ ଫେବୃଆରୀ ୧୨ ଏବଂ ୧୩ ରେ ଅନୁଷ୍ଠିତ ହେବ । ଏଥର ସମୁଦାୟ ୧୦ ଟି ଦଳ ଆଇପିଏଲରେ ଭାଗ ନେବାକୁ ଯାଉଛନ୍ତି । ମେଗା ନିଲାମ ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ କେରଳର ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ…
Read More...

ଜାଣନ୍ତୁ,ରେଳବାଇ ପାଇଁ କ’ଣସବୁ ରହିଛି ବ୍ୟବସ୍ଥା

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ବଜେଟରେ ସବୁଥର ଭଳି ଏଥର ମଧ୍ୟ ରେଳସେବାରେ ବିକାଶ ଓ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି । ରେଳ ମନ୍ତ୍ରଣାଳୟକୁ ଏଥର ମିଳିଛି ୧,୪୦,୩୬୭.୧୩ କୋଟି ଟଙ୍କା । ପୂର୍ବ ଆର୍ଥିକ ବର୍ଷର ସଂଶୋଧିତ ବଜେଟ ତୁଳନାରେ ଏହା ୨୦,୩୧୧ କୋଟି ଟଙ୍କା ଅଧିକ । ଅତିରିକ୍ତ…
Read More...

କନ୍ଧମାଳ ଜିଲ୍ଲା ଶାଖା ଆବାହକ ଭାବେ ସତ୍ୟ ନାରାୟଣ ବେହେରା ମନୋନୀତ

ଫୁଲବାଣୀ,୧/୨: ଭାରତବର୍ଷର ପ୍ରମୁଖ ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭାକୁ ରାଜ୍ୟରେ କ୍ରିୟାଶୀଳ କରିବାପାଇଁ ରାଜ୍ୟ ସଂଗଠନ ପକ୍ଷରୁ ଶ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ କନ୍ଧମାଳ ଜିଲ୍ଲା ଆବାହକ ରୂପେ ଚୟନ କରାଯାଇଛି । ଶ୍ରୀ ବେହେରା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅସଂଗଠିତ ଶ୍ରମିକ…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ କୋଭିଡ ଗ୍ରାଫ ତଳମୁହାଁ ତଥାପି କୋଭିଡ କଟକଣା ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ

ସୁବର୍ଣ୍ଣପୁର,୧/୨- କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା ସଫଳ ହୋଇଛି ଓ ଜିଲ୍ଲାରେ କରୋନା ସଂକ୍ରମଣ ଗ୍ରାଫ ଲଗାତାର ଭାବେ ତଳମୁହାଁ ହେବାରେ ଲାଗିଛି । ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶକ୍ରମେ…
Read More...

କେନ୍ଦ୍ର ବଜେଟକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସ୍‌କୁ ପ୍ରଶଂସା କରିଛନ୍ତି।…
Read More...

ଲୋକଙ୍କ ପାଇଁ ନୂଆ ଆଶା ଓ ସୁଯୋଗ ଆଣିଛି ବଜେଟ : ମୋଦି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କ ଦ୍ୱାରା ଆଜି ଲୋକସଭାରେ ଆଗତ ବଜେଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହା ଲୋକଙ୍କ ପାଇଁ ଆଶା ଓ ଅନେକ ସୁଯୋଗ ଆଣି ଦେଇଛି । ଏହା ଏକ ପ୍ରଗତିଶୀଳ ବଜେଟ । ଏଥିରେ ଅର୍ଥନୈତିକ ସ୍ଥିତି ସୁଦୃଢ କରିବା…
Read More...

ଗୁମ୍ମା ବ୍ଲକରେ ଜିଲ୍ଲାପାଳଙ୍କ ଉନ୍ନୟନ ମୂଳକ କାର୍ଯ୍ୟ, ସ୍କୁଲ ପରିଦର୍ଶନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା । ସୂଚନା ଅନୁସାରେ ଶ୍ରୀ ପଣ୍ଡା ଗୁମ୍ମା ବ୍ଲକ ଅନ୍ତର୍ଗତ ଜିବା ଓ ସେରଙ୍ଗରେ ଥିବା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାପଡ଼ିଛି ।ସୂଚନା ଯୋଗ୍ୟ ଯେ ଏହି…
Read More...