Monthly Archives

February 2022

ମୁଣ୍ଡ ନୁଆଁଇଲା ୟୁକ୍ରେନ୍‌: ଆଲୋଚନା ପାଇଁ ଋଷ୍‌କୁ ଦେଲା ପ୍ରସ୍ତାବ

ନୂଆଦିଲ୍ଲୀ: ଋଷ୍‌-ୟୁକ୍ରେନ ଯୁଦ୍ଧ ଅଚାନକ ନୂଆ ମୋଡ଼ ନେଇଛି । ଦୁଇ ଦିନ ଧରି ୟୁକ୍ରେନ ଋଷ୍‌ ଆକ୍ରମଣର ମୁକାବିଲା କରିବା ପରେ ଆଜି ପୂରା ଭାଙ୍ଗି ପଡ଼ିଛି । ପୂର୍ବର ଦମ୍ଭ ମରିଯାଇଛି ଏବଂ ଶେଷରେ ଏହା ମୁଣ୍ଡ ନୁଆଁଇଛି । ଆକ୍ରମଣ ବନ୍ଦ କରିବା ଲାଗି ଏହା ଋଷ୍‌କୁ ଆଲୋଚନା ନିମନ୍ତେ ପ୍ରସ୍ତାବ…
Read More...

ବିଜୁ ପଟ୍ଟନାୟକ ସୁଇମିଂ ପୁଲ ଅନେକ ନୂତନ ସନ୍ତରଣକାରୀଙ୍କ ପାଇଁ ଉନ୍ମୁକ୍ତ ରହିଛି

ସୁବର୍ଣ୍ଣପୁର: କରୋନା ମହାମାରିର ପରବର୍ତ୍ତୀ ପରିସ୍ଥିତିରେ ଜନସାଧାରଣ ଏବଂ ଛାତ୍ରୀଛାତ୍ର ମାନଙ୍କ ମନରେ ଅନେକ ନୂତନ ସମ୍ଭାବନାର ଆଶା ନେଇ ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲର ଦ୍ୱାର ଉନ୍ମୁକ୍ତ ହୋଇଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା…
Read More...

ଗଜପତି ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା

ପାରଳାଖେମୁଣ୍ଡି : ସ୍ଥାନୀୟ ମହାରାଜାଙ୍କ ବାଳିକା ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କୁଇଜ ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ…
Read More...

ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର, ୨୫/୨ (ହୀ.ପ୍ର): ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ଓ ସମ୍ପାଦକ ଗୁଣନିଧି ମେହେରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ବିକାଶ ସକାଶେ ଯୋଗାଯୋଗ ହେଉଛି ମୁଖ୍ୟ ।…
Read More...

ବଦଳିଲା ଆଇପିଏଲ୍‌ ଫର୍ମାଟ୍‌ : ଜାଣନ୍ତୁ,କେମିତି ଖେଳାଯିବ ଏଥର ସଂସ୍କରଣ

ନୂଆଦିଲ୍ଲୀ: ଏଥରର ଆଇପିଏଲ୍‌ ସମ୍ପୂର୍ଣ୍ଣ ଅଲଗା ହେବ । ଏଥର ୧୦ଟି ଟିମ୍‌ ଭାଗ ନେବେ । ପୂର୍ବ ସଂସ୍କରଣରେ ୮ଟି ଭାଗ ନେଇଥିଲେ । କରୋନା କାରଣରୁ ଗତ ଦୁଇବର୍ଷ ଧରି ଲିଗର ସବୁଯାକ ମ୍ୟାଚ୍‌ ଭାରତରେ ଖେଳାଯାଇନଥିଲା । ହେଲେ ଏଥର ବିସିସିଆଇ ଲିଗକୁ ଭାରତରେ କରାଇବାକୁ ପୂରା ପ୍ରସ୍ତୁତି କରିଛି ।…
Read More...

ବୌଦ୍ଧ ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ: ବୌଦ୍ଧ ବ୍ଲକ ସ୍ତରୀୟ ଫେବୃଆରୀ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସକାଳ ୯ଟା ବେଳେ ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ସମୟ ସଚେତନ ହେବା,ବିଦ୍ୟାଳୟ ପରିବେଶ…
Read More...

ୟୁକ୍ରେନରେ ଫଶିଛନ୍ତି ସୋନପୁରର ଛାତ୍ର, ସୁରକ୍ଷିତ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କଠାରେ ନିବେଦନ କଲେ ମାଆ

ସୁବର୍ଣ୍ଣପୁର : ୟୁକ୍ରେନ ଉପରେ ଋଷର ଘନଘନ ମିସାଇଲ ଆକ୍ରମଣ ଜାରି ରହିଥିବାରୁ ବିଶ୍ୱବାସୀଙ୍କ ଚିନ୍ତା ବଢି ଯାଇଛି । ଏପରି ସ୍ଥଳେ ସୋନପୁର ସହରର ଜଣେ ଛାତ୍ର ମଧ୍ୟ ୟୁକ୍ରେନରେ ଫସି ରହିଥିବା ଜଣାପଡିଛି । ସୋନପୁର ଅଧିବାସୀ ଦିଲ୍ଲୀପ କୁମାର ବିଶି ଏବଂ ନନ୍ଦିନୀ ବିଶିଙ୍କ ପୁଅ ଆଶିଷ କୁମାର…
Read More...

କେରାଣ୍ଡି ପଞ୍ଚାୟତରେ ମତଦାନ ଶାନ୍ତିପୂର୍ଣ୍ଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତରେ ମତଦାନ ଶାନ୍ତିଶୃଙ୍ଖଳା ଭାବେ ଅନୁଷ୍ଠିତ ହୋଇଯାଇଛି । ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଥିଲା । ଭୋଟରମାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ପଞ୍ଚୟତର ପ୍ରତ୍ୟେକ ଗ୍ରାମରେ ଭୋଟରମାନେ ଧାଡିରେ ଛିଡ଼ା ହୋଇ…
Read More...

ପାଟଣାଗଡ଼ ଅବକାରୀ ବିଭାଗ ଦ୍ୱାରା ଦେଶୀ ରନ୍ଧାମଦ ଜବତ, ଜଣେ ଅଟକ

ପାଟଣାଗଡ଼ : ପାଟଣାଗଡ଼ ଅବକାରୀ ବିଭାଗ ଗୁଦୁରାମୁଣ୍ଡା ଗାଁରେ ଚଢ଼ାଉ କରି ୬୦ ଲିଟର ଦେଶୀମଦ ଜବତ କରିବା ସହ ଘଟଣା ସ୍ଥଳରୁ ଜଣକ ଅଫିସକୁ ଆଣି ଅଟକ ରଖିଛି । ଏହାସହ ଘଟଣା ସ୍ଥଳରେ ୫୦ କ୍ୱିଣ୍ଟାଲ ଦେଶୀମଦ ପୋଚକୁ ନଷ୍ଟ କରିଥିବା ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡ଼ା ସୂଚନା ଦେଇଛନ୍ତି ।…
Read More...

ୟୁକ୍ରେନରୁ ଫେରିବେ ଓଡିଆ, ଖର୍ଚ୍ଚ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ନିଜ ଖର୍ଚ୍ଚରେ ଫେରାଇ ଆଣିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଫସିଥିବା ଛାତ୍ରଛାତ୍ରୀ ଓ…
Read More...