Monthly Archives

February 2022

ୟୁକ୍ରେନ ହନୁମାନ ଚାଳିଶା ପାଠ କରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ, ଜାଣନ୍ତୁ ସେମାନେ ସେଠାରେ କେମିତି ଅଛନ୍ତି ?

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ବିଭିନ୍ନ ସହରରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ସାମ୍ନାକୁ ଆସୁଛି । ଏହି ଛାତ୍ରମାନେ ମେଟ୍ରୋ ଷ୍ଟେସନରେ, ହଷ୍ଟେଲରେ, ବଙ୍କର୍‌ ଏବଂ ସେମାନଙ୍କ ଫ୍ଲାଟରେ ଲୁଚି ଜୀବନ ରକ୍ଷା କରୁଛନ୍ତି । ସୁରକ୍ଷା କ୍ଷେତ୍ରରେ ପୋଷ୍ଟ…
Read More...

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ: ଘୋଷଣା କଲେ ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ବର: ଆଜି ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ୨୬ ତାରିଖରେ ଭୋଟ ଗଣତି ହେବ। ଏଥିଲାଗି ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ରାଜ୍ୟ ନିର୍ବାଚନ…
Read More...

ଛୁରା ମାଡ଼ରେ ଯୁବକ ଗୁରୁତର

ଗଞ୍ଜାମ,୨୫/୨- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ କେ ବରିଡା ସାନସାହିରେ ଛୁରା ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତି ୧୦ଟା ସମୟରେ ୧୫ ହଜାର ଟଙ୍କା ଚୋରି କରି ନେଇଛି ବୋଲି ସନ୍ଦେହରେ ଟୁକୁନା ପ୍ରଧାନ ସେହି ଗ୍ରାମର କୈଳାଶ ପ୍ରଧାନକୁ ଏକ ଛୁରା ସାହାଯ୍ୟରେ…
Read More...

ଜୁଲାଇ ୩ରେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା

ନୂଆଦିଲ୍ଲୀ: ‘ଆଇଆଇଟି’ରେ ପ୍ରବେଶ ପାଇଁ ଜୁଲାଇ ୩ ତାରିଖରେ ‘ଜେଇଇ ଆଡଭାନ୍ସଡ୍‌ ୨୦୨୨’ର ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଗତକାଲି ‘ଆଇଆଇଟି-ମୁମ୍ବାଇ’ ଏଥିନିମନ୍ତେ ବିସ୍ତୃତ ତାରିଖ ଜାରି କରିଛି। ଚଳିତ ବର୍ଷ ଜୁଲାଇ ୩ ତାରିଖରେ ‘ଜେଇଇ ଆଡଭାନ୍ସଡ୍‌’ ହେବ। ‘ଜେଇଇ ଆଡଭାନ୍ସଡ୍‌’ ପାଇଁ…
Read More...

ୟୁକ୍ରେନରୁ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ଶାହଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଗତକାଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧ ନେଇ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିଛି ଋଷ । ତିନିପଟୁ ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ବିଭିନ୍ନ ସହରରେ ମିଜାଇଲା…
Read More...

ଅଲରାଉଣ୍ଡର ହେବାକୁ ଚାହାଁନ୍ତି ଶ୍ରେୟସ ଆୟର

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଧୁଆଁଧାର ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର । ସେ ମାତ୍ର ୨୮ଟି ବଲରେ ୫୭ ରନ କରି ଅପରାଜିତ ରହିଥିଲେ । ଏହି ଇନିସଂରେ ୫ଟି ଚୌକା ଓ ୨ ଛକା ସାମିଲ ଥିଲା । ତାଙ୍କର ଏହି ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ…
Read More...

ଗୋଶାଣି ବ୍ଳକରେ ପଞ୍ଚମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ

ଗଜପତି,୨୫/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସମାପନ ହୋଇଯାଇଛି । ବୁଥ ର‍୍ୟାଗିଂ ଯୋଗୁଁ ବଡ଼ ଗୋଶାଣି ଗ୍ରାମ ପଞ୍ଚାୟତର ୱାର୍ଡନମ୍ବର ୧୧ ଏବଂ ଅଗରଖଣ୍ଡି ଗ୍ରାମପଞ୍ଚାୟତର ୱାର୍ଡନମ୍ବର ୯ରେ ମତଦାନ ବାଧାପ୍ରାପ୍ତ…
Read More...

ୟୁକ୍ରେନର ବଡ ଦାବି : ଗୋଟିଏ ଦିନରେ ଋଷ୍‌ର ୮ଶହ ସୈନ୍ୟ ନିହତ, ବହୁ ସଂଖ୍ୟକ ଟ୍ୟାଙ୍କ ଓ ବିମାନ ଧ୍ୱଂସ

କିଭ: ଋଷ୍‌ର ଆକ୍ରମଣ ମଧ୍ୟରେ ୟୁକ୍ରେନ ଏକ ବଡ଼ ଦାବି କରିଛି । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହାର ସୌନ୍ୟବାହିନୀ ୮୦୦ ରୁଷୀୟ ସୈନିକଙ୍କୁ ହତ୍ୟା କରିଛନ୍ତି । ଏହା ବ୍ୟତୀତ ବହୁ ସଂଖ୍ୟକ ଟ୍ୟାଙ୍କ ଏବଂ ବିମାନ ମଧ୍ୟ ନଷ୍ଟ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ…
Read More...

ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।…
Read More...

ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ କଲେ ଋଷବାସୀ

ନୂଆଦିଲ୍ଲୀ: ଋଷ ରାଜଧାନୀ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ । ୟୁକ୍ରେନ ସହ ଯୁଦ୍ଧକୁ ବିରୋଧ କରି ପୁଟିନଙ୍କ ବିରୋଧରେ ଲଗାଇଥିଲେ ଶହଶହ ଋଷ ନାଗରିକ । ହେଲେ ଏମାନଙ୍କୁ ଗିରଫ କରିବା ସହ ପୁଟିନଙ୍କ ବିରୋଧରେ ସ୍ୱର ଉଠାଇବାକୁ ତାଗିତ କରିଛନ୍ତି ଏଠିକାର ପ୍ରଶାସନିକ ଅଧିକାରୀ ।ଗୁରୁବାର…
Read More...