ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ବିରଳ ପେଣ୍ଟିଂ ଦେଲେ ବିସ୍ମୟ ବାଳିକା ଆନଭି
ଭୁବନେଶ୍ୱର,୨୧/୪ : ଆମ ଦେଶରେ ଏଭଳି ଅନେକ ଶିଶୁ ଅଛନ୍ତି,ଯେଉଁମାନେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ବୟସ ଅଳ୍ପ ହେଲେ ବି ସେମାନେ ଅବିଶ୍ୱସନୀୟ ଓ ବିସ୍ମୟକର ପ୍ରତିଭା ବଳରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନିଜ ପରିବାର ଓ ଦେଶକୁ ଧନ୍ୟ କରିପାରିଛନ୍ତି । ଏଭଳି ଜଣେ ଶିଶୁ ହେଲେ!-->…
Read More...
Read More...