Monthly Archives

April 2022

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୨୦/୪- ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧ ଦ୍ୱାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆମଠାପଡା ଠାରେ ଆମ ସରକାରଙ୍କ ଦ୍ୱାରା କୋଭିଡ ରୋଗରେ ଶିକାର ହୋଇଥିବା ପୀଡିତ/ପୀଡିତା ମାନଙ୍କ ପରିବାର ଲୋକମାନଙ୍କ ପାଇଁ ବିଭିନ୍ନ କ୍ଷତିପୂରଣ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସାହାଯ୍ୟ ଉପରେ ଏକ ସଚେତନତା
Read More...

ଭୁଲିଆ ବନ୍ଦ ଗ୍ରାମରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ

ପାଟଣାଗଡ଼,୨୦/୪- ବଲାଙ୍ଗୀର ଜିଲ୍ଲା ବେଲାପଡା ବ୍ଲକ ଅନ୍ତର୍ଗତ ଯୁବା ପଞ୍ଚାୟତ ଭୂଲିିଆ ବନ୍ଦ ଗ୍ରାମରେ ଆଜି ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ଆଖ ପାଖର ଭକ୍ତମାନେ ଉପସ୍ଥିତ ରହି ବହୁତ ଖୁସି ଆନନ୍ଦ ଅନୁଭବ କରିବା ସହିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ସମେତ ମହିଳାମାନେ ନାଚି
Read More...

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ସାମାଜିକ ନ୍ୟାୟିକ ପକ୍ଷର ଉଦଯାପନୀ ଦିବସ ପାଳିତ

ବୌଦ୍ଧ,୨୦/୪- ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ୧୦ ଗୋଟି ମଣ୍ଡଳ ଓ ଜିଲ୍ଲା ସ୍ତରୀୟ , ବୁଥ ସ୍ତରୀୟ ସାମାଜିକ ନ୍ୟାୟିକ ପକ୍ଷ ଗତ ୬ ତାରିଖରୁ ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ପ୍ରତ୍ୟେକ ଦିନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ମହାସମାରୋହରେ
Read More...

ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି ହେଲେ କରୋନା ଆକ୍ରାନ୍ତ

ମୁମ୍ବାଇ : ଆଇପିଏଲ ଫ୍ରାଞ୍ଜାଇଜ ଦିଲ୍ଲୀ କ୍ୟାପିଟାଲ୍ସକୁ ଆଉ ଏକ ଝଟକା ଲାଗିଛି । ଆଜି ସଂଧ୍ୟାରେ ପଞ୍ଜାବ ବିପକ୍ଷ ମ୍ୟାଚ ପୂର୍ବରୁ ଦଳକୁ ଏହି ଝଟକା ଲାଗିଛି । ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମାନ ଟିମ୍‌ ସାଇଫର୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ମିଚେଲ ମାର୍ଶ କରୋନାରେ
Read More...

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ,ପୋଲିସର ତଦନ୍ତ ଆରମ୍ଭ

ରାୟଗଡା: ରାୟଗଡା ଜିଲ୍ଳା ବନଖଣ୍ଡ ଅନ୍ତର୍ଗତ କଲ୍ୟାଣସିଂହପୁର ରେଞ୍ଜରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ବ୍ରଜମୋହନ ଭୋଇଙ୍କ ଆଜି ସନ୍ଦେହଜନକ ମୃତ୍ୟୁ ହୋଇଛି । ରେଞ୍ଜ କାର୍ଯ୍ୟାଳୟର ଉପର ମହଲାରେ ଥିବା ବାସଭବନରୁ ତାଙ୍କ ମୃତଦେହ ଠାବ ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ
Read More...

୧୩ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ବିଗତ ତିନିଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୧ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ୧୩ଟି ବଜ୍ରପାତ, ବର୍ଷା ଓ ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି। ରାଜ୍ୟର ଅନୁଗୁଳ, ଢ଼େଙ୍କାନାଳ,
Read More...

ଚିରସ୍ରୋତା ନଦୀ ଥାଇବି ବଢୁଛି ତାପମାତ୍ରା,ଚିନ୍ତାରେ ବୁଦ୍ଧିଜୀବୀ: ମହାନଦୀରେ ବ୍ୟାରେଜ ନିର୍ମାଣ ଏକମାତ୍ର ହିଁ ବିକଳ୍ପ

ସୁବର୍ଣ୍ଣପୁର : ସଂପ୍ରତି ବର୍ତ୍ତମାନ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ବଢ଼ି ଯେଭଳି ଅସହ୍ୟ ପରିସ୍ଥିତି ସୃଷ୍ଟି କରିଛି ତାକୁ ପ୍ରତିହତ ପାଇଁ ନଦୀକୂଳିଆ ଜଙ୍ଗଲ ସୃଷ୍ଟି ସହ ମହାନଦୀରେ ବ୍ୟାରେଜ୍‌ ନିର୍ମାଣ ଓ ଛୋଟ ଛୋଟ ଆନିକଟ ନିର୍ମାଣ ଦ୍ୱାରା ହିଁ ବର୍ଦ୍ଧିତ ତାପମାତ୍ରାକୁ ହ୍ରାସ
Read More...

ଏଠାରେ ମାସ୍କ ବାଧ୍ୟତାମୂଳକ, ନ ପିନ୍ଧିଲେ ଦେବାକୁ ପଡିବ ୫୦୦ଟଙ୍କା ଜରିମାନା

ନୂଆଦିଲ୍ଲୀ : ଦିଲ୍ଲୀରେ ବଢୁଥିବା କରୋନା ମାମଲା ମଧ୍ୟରେ ପୁଣି ଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ମାସ୍କ ନ ପିନ୍ଧିଲେ ଆପଣଙ୍କୁ ପୁଣି ଥରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ । ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି
Read More...

ଆଗକୁ ଆହୁରି ବଢ଼ିବ ଆଳୁ ଦର

ଭୁବନେଶ୍ୱର: ବଢ଼ିଲା ଆଳୁ ଦର । ଯାହା ଆଗକୁ ଆହୁରି ବଢ଼ିବ । ଏବେ ଖୁଚରା ବଜାରରେ କିଲୋ ପିଛା ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଛି ଆଳୁ । ଆଗକୁ କିଲୋ ପିଛା ଦର ୨୫ରୁ ୩୦ ଟଙ୍କା ହୋଇପାରେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଓଡ଼ିଶାକୁ ଆଳୁ ମୁଖ୍ୟତଃ
Read More...

ମାଟି ତଳୁ  ବାହାରିଲା ବିଡା ବିଡା ଟଙ୍କା

ଦେବଗଡ: ଦେବଗଡରେ ମାଟି ତଳୁ ବାହାରିଲା ବିଡା ବିଡା ଟଙ୍କା । ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ , ଏକାବେଳେ ମାଟିତଳୁ ସମ୍ବଲପୁର ପୋଲିସ୍ ନଗଦ ୩୨ଲକ୍ଷ ଟଙ୍କା ଜବତ କରିଛି । ଏକ ଜରି ବସ୍ତା ଭିତରେ ବିଡା ବିଡା ୫୦୦ ଟଙ୍କିଆ ନୋଟ୍ ରହିଛି । ସମ୍ବଲପୁରର ଏକ ହୋଟେଲରୁ ଏହି
Read More...