Monthly Archives

April 2022

ଖୁବଶୀଘ୍ର ରାହୁଲ-ଆଥିଆଙ୍କ ବାଜିବ ସାହାନାଇ

ମୁମ୍ବାଇ: ବଲିଉଡରେ ବିବାହ ଋତୁ ଚାଲିଛି । ନିକଟରେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ହୋଇଛି । ଉଭୟଙ୍କ ପଡିଛି ହାତଗଣ୍ଡି । ରଣବୀରଙ୍କ ଘରକୁ ବୋହୂ ହୋଇ ଯାଇଛନ୍ତି ସୁନ୍ଦରୀ ଆଲିଆ । ତେବେ ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡି ହେବାକୁ ଯାଉଛି । ସେମାନେ ହେଉଛନ୍ତି ଆଥିଆ ଶେଟ୍ଟୀ
Read More...

୨୩ରୁ ଆଦିବାସୀ ମେଳା, ଚାଲିବ ୧୦ ଦିନ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୩ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନ ପାଇଁ ଚାଲିବ ଆଦିବାସୀ ମେଳା । ଏହି ମେଳାରେ ଚଳିତ ବର୍ଷ କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀ ବିକ୍ରି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।
Read More...

ବିଶ୍ୱ ପୃଥିବୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ: ବିଶ୍ୱ ପୃଥିବୀ ଦିବସ ଆସନ୍ତା ୨୨ ତାରିଖରେ ପାଳନ ହେବ । ଏହି ଉପଲକ୍ଷେ ଏନସିସି ୬ଷ୍ଠ ବାଟାଲିୟନ ପକ୍ଷରୁ 'ପୁନିତ ସାଗର ଅଭିଯାନ' ଅନୁଷ୍ଠିତ ହେବ । ବେଳାଭୂମି ସଫେଇ ତଥା ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ଏହାକୁ ପୁନଃ ବ୍ୟବହାରକ୍ଷମ କରାଯିବା ଏହି ଅଭିଯାନର ଲକ୍ଷ୍ୟ ରହିଛି । ଏହି
Read More...

କୋହଲିଙ୍କ କ୍ରମାଗତ ଖରାପ ପ୍ରଦର୍ଶନକୁ ନେଇ ଚିନ୍ତାରେ ଆରସିବି

ମୁମ୍ବାଇ: ଆଇପିଏଲରେ ବିରାଟ କୋହଲିଙ୍କ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଚଳିତ ସଂସ୍କରଣରେ ମଧ୍ୟ ତାଙ୍କର ପ୍ରଦର୍ଶନ ଏପର୍ଯ୍ୟନ୍ତ ଖରାପ ରହିଛି । ଖାତା ଖୋଲିନପାରି ଆଉଟ ହେବା ଦଳକୁ ସବୁଠୁ ବେଶୀ ଚିନ୍ତାରେ
Read More...

ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା, ଲଙ୍କା ପୋଡ଼ି ବା ରାବଣ ପୋଡ଼ି ଯାତ୍ରା ସଂପନ୍ନ

ଦଶପଲ୍ଲା : ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ରାବଣ ବଧଟି ମୁଖ୍ୟ ଉତ୍ସବ ଭାବରେ ଗଣନା କରାଯାଏ । ଏହି ପ୍ରସଙ୍ଗଟି ତିନୋଟି ମଂଚରେ ଅଭିନୀତ ହୁଏ । ସର୍ବ ପ୍ରଥମେ ମୁଖ୍ୟ ମଂଚରେ ଇନ୍ଦ୍ରଜିତ ବଧ ପ୍ରସଙ୍ଗଟି ଖୁବ୍‌ ରୋଚକ ଭାବେ ଅନୁଷ୍ଠିତ ହୁଏ । ଇନ୍ଦ୍ରଜିତ ଦିବ୍ୟରଥ ଓ ଅସ୍ତ୍ର
Read More...

ରାଜ୍ୟ ଯୁବମୋର୍ଚ୍ଚାର ନୂତନ ଦାୟୀତ୍ୱ ଘୋଷଣା

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚାର ସାଂଗଠନିକ ଓ ରାଜନୈତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ଓ ଯୁବମୋର୍ଚ୍ଚା ରାଜ୍ୟ ପ୍ରଭାରୀ ତଥା ରାଜ୍ୟ ସାଧାରଣ
Read More...

ଖୁବଶୀଘ୍ର ଚାଲିବ ଦେଶର ପ୍ରଥମ ଡିଜିଟାଲ ବସ୍‌

ମୁମ୍ବାଇ: ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ । ଅନେକ କାର୍ଯ୍ୟ ଡିଜିଟାଲ ମୋଡ୍‌ରେ ହେଉଛି । ଟଙ୍କା ଦେଣନେଣଠୁ ଆରମ୍ଭ କରି କାର୍ଯ୍ୟ ପରିଚାଳନା ସବୁକିଛି ଡିଜିଟାଲ । ଏହିକ୍ରମରେ ଆଉ ଏକ କାର୍ଯ୍ୟ ବା ସେବା ଏହି ଡିଜିଟାଲରେ ଯୋଡ଼ିହେବାକୁ ଯାଉଛି । ତାହା ହେଉଛି ଡିଜିଟାଲ ବସ ସେବା ।
Read More...

ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ

ଗଜପତି/ପାରଳାଖେମୁଣ୍ଡି,୧୯/୪: ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ବିଭିନ୍ନ ଗ୍ରାମରୁ ମୋଟ ୩୦ ଜଣ ମହିଳା ଓ ପୁରୁଷ
Read More...

ଆକାଂକ୍ଷା ସମୀକ୍ଷା ବୈଠକ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ

ଗଜପତି/ପାରଳାଖେମୁଣ୍ଡି,୧୯/୪: ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ଖାଦ୍ୟ ଉତ୍ପାଦନ ଶିଳ୍ପ ତଥା ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହ୍ଲାଦ ସିଂ ପଟେଲଙ୍କ ଅଧ୍ୟକ୍ଷତାରେ ‘ଆକାଂକ୍ଷା’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି
Read More...

ବିନିକା ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର,୧୯/୪- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସଭାଗୃହ ଠାରେ ଆଜି ପୁଲିସ ଓ ଜନସାଧରଣଙ୍କ ସୁସମ୍ପର୍କକୁ ନେଇ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ପବିତ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ
Read More...