Monthly Archives

April 2022

ସାହାସ ଓ ଆତ୍ମ ବିଶ୍ୱାସ ହିଁ ନାରୀ ସୁରକ୍ଷାର ମହାମନ୍ତ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଟିକାବାଲି ଏମସିଏସ କଲେଜର ଅଧ୍ୟକ୍ଷ ତଥା ଜିଲ୍ଲା
Read More...

ପୁଣି ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା । ଅଟୋମେଟିକ ମେକାନିଜିମ ଆଧାରରେ ବସ୍‌ ଭଡ଼ା ବଢିଛି । ବସ୍‌ ଭଡା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସୂଚନା ଅନୁସାରେ ସାଧାରଣ ଓ
Read More...

ବିଦ୍ୟୁତ୍‌ ଆଘାତରେ ଯୁବକ ଆହତ, ମେଡିକାଲରେ ଭର୍ତ୍ତି

ଘୁ.ଉଦୟଗିରି : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପଛ ପଟେ ଥିବା ହାଟ ପଦା ସାହି ଝୁମୁକା ନାୟକଙ୍କ ଭାଇ ମୁନା ନାୟକ ବିଦ୍ୟୁତ୍‌ ଆଘାତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଆଜି ସକାଳେ ମୁନା ନିଜ ଘର ସାମନାରେ ଥିବା ଟ୍ରାନ୍ସଫର୍ମର ନିକଟରେ କିଛି
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: କୋଭିଡ କଟକଣା ହେତୁ ଦୀର୍ଘ ଦିନରୁ ସ୍ଥଗିତ ରହିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପୁନର୍ବାର ପୂର୍ବପରି ଚାଲୁ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ଶ୍ରୀମତୀ
Read More...

ୱାର୍ଡ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲିଲେ ନବନିର୍ବାଚିତ ଏନଏସି ଅଧ୍ୟକ୍ଷା

ଘୁ.ଉଦୟଗିରି:ପୌର ନିର୍ବାଚନ ସରିବା ପରେ ଏବେ ନିର୍ବାଚିତ ନେତାଙ୍କ ଆଗରେ ସହରର ବିକାଶ ପାଇଁ ଏକ ବଡ଼ ଆହ୍ୱାନ ରହିଥିବା ବେଳେ ସ୍ଥାନୀୟ ଏନଏସିର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଆରମ୍ଭ କରିଛନ୍ତି ନିଜ କାର୍ଯ୍ୟ । ୱାର୍ଡକୁ ୱାର୍ଡ ବୁଲି ସାହି ବାସିନ୍ଦାଙ୍କ ସହ ମିଶି
Read More...

ବୌଦ୍ଧ: ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆରମ୍ଭ

ବୌଦ୍ଧ,୧୮/୪- କୋଭିଡ କଟକଣା ଯୋଗୁଁ ଗତ ୨ବର୍ଷ ହେଲା ବୌଦ୍ଧଜିଲ୍ଲାରେ ଜିଲ୍ଲାପାଳଙ୍କ ସାପ୍ତାହିକ ଅଭିଯୋଗ ଶୁଣାଣୀ ବନ୍ଦ ରହିଥିଲା । କୋଭିଡ କଟକଣା ହଟିବାପରେ ଆଜି ତୃତୀୟ ସୋମବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ପୁରୀ : ଶନିବାର ପୁରୀ ସମୁଦ୍ରରେ ଗାଧୋଉ ଥିବା ବେଳେ ନିଖୋଜ ହୋଇଯାଇଥିବା ବାଲେଶ୍ୱରର ବଂଶୀଧର ବେହେରାଙ୍କ ମୃତଦେହ ପୁରୀ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ଜବତ କରିଛି । ଗତକାଲି ରାତିରେ ପୋଲିସ ବେଲେଶ୍ୱର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ରକୂଳରୁ ତାଙ୍କ ଶବକୁ ଜବତ କରିଛି । ଏ ନେଇ
Read More...

କ୍ୱାରେଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ସବୁ ଖେଳାଳି

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ତଥା ଆଇପିଏଲ୍‌ରେ ଘାରିଲା କରୋନା ଭୟ । ପୁଣି ଥରେ ଆଇପିଏଲ୍‌ରେ ପଶିଲା ଏହି ଭାଇରସ୍‌ । ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ର ଫିଜିୟୋ ପ୍ୟାଟ୍ରିକ୍‌ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ଏବେ ପୂରା ଟିମ୍‌କୁ କ୍ୱାରେଣ୍ଟାଇନ୍‌
Read More...

ମହାବୀର କ୍ଷେତ୍ରରେ ଲଙ୍କାପୋଡି ଯାତ୍ରା : ସୀତାଠାବ ଓ ରାବଣର ଛତ୍ର ଛେଦନ ମଞ୍ଚସ୍ଥ

ଦଶପଲ୍ଲା : ଲଙ୍କାପୋଡ଼ି ଯାତ୍ରାର ୮ମ ଦିବସଟି ମୁଖ୍ୟତଃ ସୁନ୍ଦରାକାଣ୍ଡ ଓ ମହାବୀର ବଜରଂଗବାଲିଙ୍କ ଉପରେ ପର୍ଯ୍ୟବେସିତ । ବର୍ଷାଋତୁ ସମାପନ ହେବାପରେ ମହାରାଜା ସୁଗ୍ରୀବ,ମା ସୀତାଙ୍କ ସନ୍ଧାନ ନିମନ୍ତେ କୌଣସି ଆଗ୍ରହ ନ ଦେଖାଇବାରୁ ଶ୍ରୀରାମଙ୍କ ଆଦେଶରେ ଲକ୍ଷ୍ମଣ କିସ୍କିନ୍ଦା ନଗରକୁ ଗମନ
Read More...

ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳିତ

ଗଜପତି,୧୮/୪- ମହାନ ଜନନାୟକ, ପ୍ରବାଦ ପୁରୁଷ କଳିଙ୍ଗର ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ
Read More...