Monthly Archives

April 2022

ଅଧିନାୟକ ବଦଳାଇଲେ ପଞ୍ଜାବ କିଙ୍ଗ୍‌ସ, ଜାଣନ୍ତୁ କାରଣ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଅର୍ଥାତ୍‌ ଆଇପିଏଲ୍‌ ୨୦୨୨ ମଧ୍ୟ ଭାଗରେ ପଞ୍ଜାବ କିଙ୍ଗ୍ସ ନିଜର ଅଧିନାୟକଙ୍କୁ ବଦଳାଇବାକୁ ପଡିଛି । ତେବେ ଏହା ସ୍ଥାୟୀ ନୁହେଁ , କିନ୍ତୁ ଅସ୍ଥାୟୀ ଭାବେ ହୋଇଛି । କାରଣ ପଞ୍ଜାବ କିଙ୍ଗ୍ସର ନିୟମିତ ଅଧିନାୟକ ମୟଙ୍କ ଅଗ୍ରୱାଲ ଆହତ ହୋଇଛନ୍ତି ।
Read More...

ପାରଳାଖେମୁଣ୍ଡି ଆଦର୍ଶ ଥାନାର ଜଳଛତ୍ରକୁ ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆଦର୍ଶ ଥାନା ପକ୍ଷରୁ ଜଳ ଛତ୍ର ଖୋଲାଯାଇଛି । ଏହି ଜଳଛତ୍ରକୁ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧୀକ୍ଷକ
Read More...

ମନମୁଣ୍ଡାର ଶୈବ ପୀଠ ଓ ଡେଲି ମାର୍କେଟଠାରେ ସ୍ୱଚ୍ଛ ଭାରତ ପକ୍ଷରୁ ମେଗା ସଫେଇ ଅଭିଯାନ

ସୁବର୍ଣ୍ଣପୁର : ଆଜି ମନମୁଣ୍ଡାର ଶୈବ ପୀଠ, ଦଧିବାମନ ମନ୍ଦିର ଓ ଡେଲି ମାର୍କେଟ ଠାରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ଏକ ମେଗା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ଶୈବ ପୀଠ ଓ ଶ୍ରୀ ଦଧିବାମନ ମନ୍ଦିର ସଫେଇ ପରେ ମନମୁଣ୍ଡାର ଡେ଼ଲିମାର୍କେଟ ଓ ଦଧିବାମନ
Read More...

ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ଶ୍ରଦ୍ଧାଞ୍ଜଳି

ଦଶପଲ୍ଲା : ଆଜି ହେଉଛି ଦି ଟଲ୍‌ ମ୍ୟାନ୍‌, ପ୍ରବାଦପୁରୁଷ, ମହାନ ଜନନାୟକ,ନବ ଓଡ଼ିଶାର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସାରା ଓଡ଼ିଶା । ବିଜୁଙ୍କ ନାମରେ ଗଠିତ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳୁଛି
Read More...

ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ସ୍ଥିତି ପରଖିଲେ ଆମେରିକା ଡାକ୍ତରୀ ଦଳ

ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ଅଞ୍ଚଳକୁ ପହଂଚିଲେ ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଟିମ, ଯାହାକି ଆଡେଣୀଗଡ ପଂଚାୟତ ପାଂଚ ପର୍ବତ ଡେଇଁଲାପରେ ପଡେ ଲେଂଗରପାଜୁ । ହେଲେ ଆମେରିକାର ଡାକ୍ତର ବାବୁମାନେ ଆମ ଗାଁକୁ ଆସଛନ୍ତି ବୋଲି ବଣପାହାଡଘେରା ୯ଟି ଆଦିବାସୀ ଗାଁ ଯଥା ଲେଂଗରପାଜୁ,
Read More...

ବିଲୁପ୍ତ ହେବାରେ ଲାଗିଛି ପହରିଆମାନଙ୍କ କୌଳିକ ବୃତ୍ତି

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଆଦିବାସୀ ସମ୍ପ୍ରଦାୟର ଲୋକ ଜଙ୍ଗଲ ପାଶ୍ୱବର୍ତୀ ଅଞ୍ଚଳରେ ବେଶୀ ପରିମାଣରେ ବସବାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ପହରିଆ ସମ୍ପ୍ରଦାୟର ଲୋକେ ନିଜ ମୌଳିକ ବୃତ୍ତି ହରାଇବାକୁ ବସିଛନ୍ତି । ଆଧୁନିକ ଯୁଗରେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା
Read More...

ବୌଦ୍ଧ ପୋଲିସ ତରଫରୁ ରକ୍ତଦାନ ଶିବିର, ୫୪ ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ,୧୭/୪- ଆଜି ସ୍ଥାନୀୟ ଟାଉନହଲ ଠାରେ ବୌଦ୍ଧ ପୋଲିସ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଫିତାକାଟି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ
Read More...

ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଦର୍ଶ ଥାନା ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ବୈଠକ ସହ ପରିଚୟ ପତ୍ର ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି
Read More...

ପୁରୀ : ଗୋପରେ ମାଟି ତଳେ ରହିଛି ପେଟ୍ରୋଲ ଓ ଗ୍ୟାସ

ପୁରୀ : ପୁରୀ ଜିଲ୍ଲା ଗୋପରେ ମାଟି ତଳେ ରହିଛି ପେଟ୍ରୋଲ ଓ ଗ୍ୟାସ୍‌ । ଭାରତ ସରକାରଙ୍କ ରାଷ୍ଟ୍ରୟତ ଉଦ୍ୟୋଗ ଓଏନଜିସି ଏହାର ସନ୍ଧାନ ପାଇଚି । ଦୀର୍ଘ ଦିନର ସର୍ଭେ ପରେ ଏହି ତଥ୍ୟ ମିଳିଛି । ତେବେ କେତେ ପରିମାଣରେ ତେଲ ଗଚ୍ଛିତ ରହିଛି , ତୈଳ ଉତ୍ତୋଳନ ହେଲେ ବ୍ୟୟ ଅନୁଯାୟୀ ବ୍ୟବସାୟିକ ଲାଭ
Read More...

ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ମହାନ ଜନନାୟକ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତଦାନ ଶିବିର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଯୁବନେତା
Read More...