Monthly Archives

April 2022

ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ଷଷ୍ଠ ଦିବସ, ଅନୁଷ୍ଠିତ ହେଲା ବୀରାୟୁଧ ବଦ୍ଧ ଓ ସୀତାଚୋରୀ

ଦଶପଲ୍ଲା,୧୬/୪: - ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ଷଷ୍ଠ ଦିବସରେ ବିରାୟୁଦ୍ଧ ବଧ , ବେଢ଼ା ପରିକ୍ରମା ଓ ସୀତାହରଣ ନୀଳାଭିନୟ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ପଟେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ବିରାୟୁଧକୁ ବଧ କରି ଅସୁର ନିପାତ କରିଥିବା ବେଳେ ପଞ୍ଚବଟିରୁ ସୀତା ହରଣ ଦର୍ଶକ ମାନଙ୍କୁ ବେଶ
Read More...

ପାରଳା ପୌର ପରିଷଦର ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଲେଙ୍କା ମଧୁ

ଗଜପତି,୧୬/୪- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଲେଙ୍କା ମଧୁ । କାର୍ଯ୍ୟାଳୟ ପରିସରରେ ବହୁ ବିଜେଡି କର୍ମୀ ନେତା ଉପସ୍ଥିତ ରହି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଉପାଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ
Read More...

ବେଆଇନ ମହୁଲ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୪୦୭ ଭ୍ୟାନ୍‌ ସହ ୧୫ କ୍ୱିଣ୍ଟାଲ ୬୦ କେଜି ମହୁଲ ଜବତ,…

ବାଲିଗୁଡ଼ା,୧୬/୪: ବେଆଇନ୍‌ ମହୁଲ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫ କ୍ୱିଣ୍ଟାଲ ୬୦ କେଜି ମହୁଲ ସହ ୪୦୭ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଛି । ଘଟଣାରେ ଚାଲାଣକାରୀ ଡ୍ରାଇଭରକୁ ଗିରଫକରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା
Read More...

ପୁଣି କମିଲା ଆଇପିଏଲ ଟିଭି ରେଟିଂ

ନୂଆଦିଲ୍ଲୀ,୧୫/୪: ଆଇପିଏଲର ଟିଭି ରେଟିଂରେ ହ୍ରାସ ଧାରା ଜାରି ରହିଛି । ଏହାକୁ ନେଇ ବିସିସିଆଇ ଖୁବ ଚିନ୍ତିତ । ଦ୍ୱିତୀୟ ସପ୍ତାହରେ ବି ଟିଭି ରେଟିଂ ହ୍ରାସ ପାଇଛି । ପ୍ରଥମ ସପ୍ତାହରେ ଆଇପିଏଲ ଟିଭି ରେଟିଂରେ ୩୩ ପ୍ରତିଶତ ହ୍ରାସ ଘଟିଥିଲା । ଏହା ପରେ ଦ୍ୱିତୀୟ ସପ୍ତାହରେ ୨୮ ପ୍ରତିଶତ
Read More...

ଆଇପିଏଲ୍‌ରେ ପଶିଲା କରୋନା

ମୁମ୍ବାଇ,୧୫/୪ : ଏତେ ଜଗିକି ମଧ୍ୟ କିଛି ଲାଭ ହେଲାନି । ଆଇପିଏଲରେ ପୁଣି ପଶିଲା କରୋନା । ଆଇପିଏଲର ଚଳିତ ସଂସ୍କରଣରେ ସୁରକ୍ଷା ବଳୟ ଭେଦ କରିଛି କରୋନା । ଦିଲ୍ଲୀ କ୍ୟାପିଟାଲ୍‌ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫିଜିଓ ପଜିଟିଭ୍‌ ହେବା ପରେ ଟିମ୍‌ର
Read More...

ଆକାଂକ୍ଷା ଓ ସିଦ୍ଧାନ୍ତ ଅନୁଷ୍ଠାନ ତରଫରୁ ବିଷୁବ ମିଳନ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ଓ ସିଦ୍ଧାନ୍ତ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ବିଷୁବ ମିଳନ ୨୦୨୨ ପାଳିତ ହୋଇଯାଇଛି । ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ
Read More...

ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ ; କ୍ଷୋଭ ପ୍ରକାଶ କଲେ ଯୁବ ସାହିତ୍ୟିକ

ଦଶପଲ୍ଲା :- ନୟାଗଡ ଜିଲ୍ଲାରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେଉଥିବା ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ବ୍ୟାପକ ତୃଟି ଏବଂ ମନମାନୀକୁ ନେଇ ଯୁବ ସାହିତ୍ୟିକ ଅନୀଲ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କ ଫେସବୁକ ପେଜ୍‌ରେ ଉଲ୍ଲେଖ କରିଛନ୍ତି କି, ଅଣସାହିତ୍ୟିକ ତଥା ରାଜନୈତିକ
Read More...

ଅମଲାତନ୍ତ୍ର ଉପରେ ବର୍ଷିଲେ ସିଜେଆଇ

ନୂଆଦିଲ୍ଲୀ : ଦେଶରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମେତ ବିଭିନ୍ନ କୋର୍ଟମାନଙ୍କରେ କାର୍ଯ୍ୟଗତ ଚାପ ବହୁମାତ୍ରାରେ ବଢୁଛି । କୋର୍ଟମାନଙ୍କରେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବା ବେଳେ ମାମଲା ସଂଖ୍ୟା ବହୁ ସଂଖ୍ୟାରେ ବଢୁଛି । ଏଭଳି ସ୍ଥିତିରେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା କଷ୍ଟକର
Read More...

ପ୍ରତି ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ

ନୂଆଦିଲ୍ଲୀ,୧୫/୪ : ଆଗାମୀ ଦିନରେ ଦେଶରେ ଚିକିତ୍ସା ତଥା ଚିକିତ୍ସା ସେବା କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଘଟିବ । ଲୋକେ ଚିକିତ୍ସା କ୍ଷେତ୍ରରେ ଯେଉଁ ଅଭାବ ଭୋଗୁଛନ୍ତି,ତାହା ଆଉ ରହିବ ନାହିଁ । ସରକାର ପ୍ରତି ଜିଲ୍ଲାରେ ମେଡିକାଲ୍‌ କଲେଜ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ଫଳରେ
Read More...

ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଶତାଧିକ ବିମାନଯାତ୍ରୀ

ନୂଆଦିଲ୍ଲୀ,୧୫/୪: ଆଉ ଟିକେ ଡେରି ହୋଇଥଲେ ଜଳିଯାଇଥାନ୍ତେ ଶତାଧିକ ବୀମାନ ଯାତ୍ରୀ । କିନ୍ତୁ ଉନିବା ଅବସ୍ଥାରେ ଥିବା ଏହି ବିମାନର କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଯାତ୍ରୀମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ଏକ ଇଣ୍ଡିଗୋ ବିମାନ ସହିତ ହୋଇଥିଲା ଏଭଳି ଘଟଣା । ଇଣ୍ଡିଗୋ
Read More...