Monthly Archives

April 2022

ଆମ୍ବେଦକରଙ୍କ ୧୩୧ ତମ ଜନ୍ମଜୟନ୍ତୀ ପାଳନକଲା ଲକ୍ଷେଘର ଗଣ୍ଡା ସାମାଜ

ପାଟଣାଗଡ଼,୧୫/୪- ପାଟଣାଗଡ଼ ଉପଖଣ୍ଡସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ହନୁମାନ ଜୟନ୍ତୀ ଅବସରରେ ପାଟଣାଗଡ଼ ଗଡଭିତର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଧୂମାଭଟା ଛକ ନିକଟରେ ଥିବା ଡ. ଆମ୍ବେଦକରଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ପାଟଣାଗଡ ରମାଇ ହାଇସ୍କୁଲ ପଡିଆରେ ପହଞ୍ଚିଥିଲେ ।
Read More...

ଦଣ୍ଡଯାତ୍ରା ଅଘଟଣ, ପ୍ରଶାସନକୁ ଦାୟୀ କଲା କଂଗ୍ରେସ

ଦଶପଲ୍ଲା : ଦିନକୁ ଦିନ ନୟାଗଡ଼ରେ ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ପାଇଁ ଜିଲ୍ଲାପାଳ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍‌ ଦାଶ । ୫ ଘଣ୍ଟା ଧରି ୫୭ ନଂ ଜାତୀୟ ରାଜପଥ ଉପରେ ହଜାରହଜାର ଲୋକଙ୍କ ଧାର୍ମିକ ଶୋଭାଯାତ୍ରା ପାଇଁ
Read More...

ଜିଲ୍ଲାସ୍ତରୀୟ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରରେ ଗତକାଲି ସକାଳ ୭ଘଣ୍ଟା ସମୟରେ ନୂଆବସଷ୍ଟାଣ୍ଡ ଠାରେ ଥିବା ବାବା ସାହେବ ଡ. ଭୀମରାଓ
Read More...

ଦଶପଲ୍ଲା ଅଂଚଳରେ ଭୂମିକମ୍ପ

ଦଶପଲ୍ଲା : ଆଜି ପୂର୍ବାହ୍ନ ୧୧ .୨୨ ମିନିଟ ସମୟେ ଦଶପଲ୍ଲା ଅଂଚଳରେ ୩୦ ସେକେଣ୍ଡ ବ୍ୟବଧାନରେ ଦୁଇଥର ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦିତୀୟ ଥର ଭୂମିକମ୍ପ ବେଳକୁ ଲୋକମାନେ ଭୟରେ ବାହାରକୁ ଚାଲିଆସିଥିଲେ ।
Read More...

ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ମହା ବିଶ୍ୱ ସଂକ୍ରାନ୍ତି ପାଳିତ

ନବରଙ୍ଗପୁର:ସ୍ଥାନୀୟ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ନୂତନ ସୌର ବର୍ଷର ଆଦ୍ୟ ଦିବସ ମହା ବିଷୁବ ସଂକ୍ରାନ୍ତି ଆଶ୍ରମର ଶ୍ରଦ୍ଧାଳୁ ଗଣଙ୍କ ଉପସ୍ଥିତିରେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି ।ଉତ୍ସବର କାର୍ଯ୍ୟ ସୂଚୀ ଅନୁଯାୟୀ- ମହା ମନ୍ତ୍ର ଜପ,ଜଣାଣ, ପୁଷ୍ପାର୍ଘ୍ୟ ଅର୍ପଣ,
Read More...

ଜିଲ୍ଳା କଂଗ୍ରେସ ପକ୍ଷରୁ ଓଡ଼ିଆ ନବ ବର୍ଷ ଓ ଆମ୍ବେଦକର ଜୟନ୍ତୀ ପାଳିତ

ନବରଂଗପୁର:ଗୁରୁବାର ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ, ହନୁମାନ ଜୟନ୍ତୀ ସହ ଓଡ଼ିଆ ନବବର୍ଷ ପାଳନ ସାଙ୍ଗକୁ ଭାରତ ବର୍ଷର ଆଇନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଜିଲ୍ଲା କଂଗ୍ରେସ ଭବନ ଠାରେ ପାଳନ କରାଯାଇଥିଲା । ଉପସ୍ଥିତ ଥିବା ଦଳୀୟ ସମସ୍ତ ବରିଷ୍ଠ ନେତା ତଥା
Read More...

ମା ‘ ଦକ୍ଷିଣକାଳୀଙ୍କ ପଣାଯାତ୍ରା

ଦଶପଲ୍ଲା : ନୟାଗଡ଼ର ଆରାଧ୍ୟ ତଥା ପୀଠ ଦେବୀ ମା ' ଦକ୍ଷିଣକାଳୀଙ୍କ ପଣାଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇଛି । ମହାବିଷୁବ ତଥା ପଣା ସଂକ୍ରାନ୍ତି ମା ଦକ୍ଷିଣକାଳୀଙ୍କ ମୁଖ୍ୟ ପର୍ବ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପଣାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ସ୍ୱତନ୍ତ୍ର
Read More...

ସୁବର୍ଣ୍ଣପୁର ଜିଲ୍ଲାକୁ ଉଡାଣ ଯୋଜନାରେ ସାମିଲ କରିବାକୁ ଦାବି

ସୁବର୍ଣ୍ଣପୁର : ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ଓଡ଼ିଶାର ମାନ୍ୟବର ପରିବହନ ଓ ଯୋଜନା ରୂପାୟନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ତାଙ୍କ ସୁବର୍ଣ୍ଣପୁର ସ୍ଥିତ ବାସ ଭବନରେ ସାକ୍ଷାତ କରି ପ୍ରସ୍ତାବିତ ଗୋପାଳପୁର ସମ୍ବଲପୁର ରେଳପଥ ସୁବର୍ଣ୍ଣପୁର ଜିଲ୍ଲା ଦେଇଯିବା ଓ ଉଡାଣ୍‌ ଯୋଜନାରେ
Read More...

ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ଦୁଇ ଦିନ ଓଡ଼ିଶାର ସହର ପାଲଟୁଛି ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ବଢିପାରେ ପାରଦ ।
Read More...

ଶାଳବଣ ସାହିତ୍ୟ ପରିଷଦ ତରଫରୁ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶାଳବଣ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବନବାସୀ ସେବା ସମିତି ସଭାଗୃହରେ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଶାଳବଣ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ସୀମାଞ୍ଚଳ ମହାରଣାଙ୍କ ମୃତ୍ୟୁରେ ଦୁଇ ମିନିଟ ନୀରବ
Read More...