Monthly Archives

April 2022

“ବନ ସୁରଭି’ର ୩୪ତମ ବାର୍ଷିକୋତ୍ସବ,ସମ୍ବର୍ଦ୍ଧିତ ହେଲେ ୧୨ ଜଣ ସାରସ୍ୱତ ପ୍ରତିଭା

ନବରଙ୍ଗପୁର: ଜିଲ୍ଲର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ "ବନ ସୁରଭି ପ୍ରକାଶନ' ଆନୁକୂଲ୍ୟରେ ୩୪ତମ ବାର୍ଷିକ ଉତ୍ସବ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର, ଧୋଡ୍ରା ଠାରେ ସମାରୋହର ସହ ଆୟୋଜିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଅନୁଷ୍ଠାନର ମୁଖ୍ୟ
Read More...

ନିୟମ ଭାଙ୍ଗି ଦଣ୍ଡିତ ହେଲେ ଏହି ବାଂଲା କ୍ରିକେଟର

ଢାକା: ନିୟମ ଭାଙ୍ଗି ଦଣ୍ଡିତ ହୋଇଛନ୍ତି ବାଂଲାଦେଶୀ ପେସର ଖାଲିଦ ଅହମଦ । ତାଙ୍କ ମ୍ୟାଚ୍‌ ଫିର ୧୫ ପ୍ରତିଶତ କାଟିଦିଆଯିବ । ଆଇସିସି ଆଜି ଏହି ସୂଚନା ଦେିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ସିରିଜ୍‌ରେ ଖାଲିଦ ଆଇସିସିର କୋଡ୍‌ ଅଫ୍‌ କଣ୍ଡକ୍ଟର ଉଲ୍ଲଂଘନ
Read More...

ପୁରୁଷ ହକି ବିଶ୍ୱକପ୍‌-୨୦୨୩ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୪ : ଆଗକୁ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌-୨୦୨୩ର ଲୋଗୋ ଉନ୍ମୋଚିତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ଲୋଗୋକୁ ଉନ୍‌ମୋଚନ କରିଛନ୍ତି । ଭୁବନେଶ୍ୱର ଓ ରାଉରକେଲୋରେ ବିଶ୍ୱକପର ମ୍ୟାଚ୍‌ ଗୁଡିକ
Read More...

“ଜାଗ୍ରତ କନ୍ଧମାଳ’ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ

ଫୁଲବାଣୀ: ଜାଗ୍ରତ କନ୍ଧମାଳ ପକ୍ଷରୁ ଆଜି ଫୁଲବାଣୀଠାରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ସକାଳୁ ଫୁଲବାଣୀ ସାହୀ ଠାରେ ଥିବା ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ଜାଗ୍ରତ କନ୍ଧମାଳର ସଭାପତି ପ୍ରଶାନ୍ତ
Read More...

ପାଟଣାଗଡ଼ ପାଟଖଣ୍ଡା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ଛକ ସ୍ଥିତ ବ୍ରହ୍ମପୁରା ପାଟଖଣ୍ଡା ପ୍ରତିଷ୍ଠା ମହୋତ୍ସବ କମିଟି ପକ୍ଷରୁ ନବନିର୍ମିତ ପାଟଖଣ୍ଡା ଦେବଙ୍କ ଭବ୍ୟ ମନ୍ଦିରର ବିଗ୍ରହଙ୍କ ପ୍ରତିଷ୍ଠା ମହୋତ୍ସବ ଓ ନାମଯଜ୍ଞ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅରକ୍ଷିତ ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ପରିବର୍ତ୍ତନ ଯାତ୍ରା

ସୁବର୍ଣ୍ଣପୁର : ଆଜିଠାରୁ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକର, ତିକୁଡା ଗ୍ରାମର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ସକାଳୁ ଆରମ୍ଭ ହେଲା ବଳଦେବ ବେଦବାକଙ୍କ ପରିବର୍ତ୍ତନ ଯାତ୍ରା । ଉଲୁଣ୍ଡା ବ୍ଲକର ତିକୁଡା, ପଣ୍ଡାଫାଳ ଓ ଘମଡିଆପାଲି ଆଦି ଗ୍ରାମକୁ ପରିବର୍ତ୍ତନ ଯାତ୍ରା
Read More...

ଜାଣନ୍ତୁ,ଶିଳ୍ପପତି ଏଲନ୍‌ ମସ୍କଙ୍କ ଭିତିରି ଉଦ୍ଦେଶ୍ୟ କ’ଣ

ନୂଆଦିଲ୍ଲୀ: ଶିଳ୍ପ ତଥା ବ୍ୟବସାୟ ଜଗତରେ ଏଭଳି ବହୁ ଟାଇକୁନ ଅଛନ୍ତି,ଯେଉଁମାନେ କହନ୍ତି ଗୋଟେ କଥା କରନ୍ତି ଆଉ ଗୋଟେ । ଅର୍ଥାତ ସେମାନଙ୍କର ଭିତିରି ଉଦ୍ଦେଶ୍ୟ ସେମାନେ ପ୍ରକାଶ କରିନଥାନ୍ତି । ଚାଲାକିର ସହ ତାହାକୁ ହାସଲ କରିଥାନ୍ତି । ତାହାର ଉଦାହରଣ ହେଉଛନ୍ତି ବିଜନେସ ଟାଇକୁନ ଏଲନ ମସ୍କ
Read More...

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଡଃ. ବି. ଆର୍‌. ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ବୁଥ, ମଣ୍ଡଳ ଓ ଜିଲ୍ଲା ସ୍ତରରେ ମହା ସମାରୋହରେ ପାଳନ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ସକାଳେ ଡଃ. ବି. ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
Read More...

ପ୍ରତୀକ୍ଷାର ଅନ୍ତ : ଶେଷରେ ପତି-ପତ୍ନୀ ହେଲେ ରଣବୀର-ଆଲିଆ

ମୁମ୍ବାଇ : ସବୁ ଗୁଜବ,କଳ୍ପନାଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆଙ୍କ ମଥାରେ ସିନ୍ଦୂର ଭରି ନୂତନ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି ରଣବୀର । ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି
Read More...

ମେରୁଯାତ୍ରା ଉଦଯାପିତ, ବହୁ ସଂଖ୍ୟାରେ ଭକ୍ତମାନଙ୍କ ସମାଗମ

ହରଭଙ୍ଗା :ଆଜି ପବିତ୍ର ଚୈତ୍ରମାସର ବିଷୁବ ସଂକ୍ରାନ୍ତି । ଏହାକୁ ଗଣ ଭାଷାରେ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଏହି ଚୈତ୍ର ମାସ ଏକ ପବିତ୍ର ଶୈବ ଓ ଶାକ୍ତ ଏବଂ ଧାର୍ମିକ ମାସ । ଗଣପର୍ବ ଦଣ୍ଡ ଯାତ୍ରା ଏହି ମାସରେ ଗାଁଠୁ ସହର ସବୁଠି ପାଳିତ ହୋଇଥାଏ ।
Read More...