Monthly Archives

April 2022

ସ୍କାଇମେଟ ପରେ ଆଇଏମଡି ଦେଲା ଏହି ଖୁସି ଖବର

ନୂଆଦିଲ୍ଲୀ,୧୪/୪ : ଭାରତରେ ଏବର୍ଷ ପାଣିପାଗ କିପରି ରହିବ,ସେନେଇ ଗତ ୧୨ ତାରିଖରେ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ତା’ର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଥିଲା । ଏବର୍ଷ ମୌସୁମୀ ସ୍ୱାଭାବିକ ରହିବ ଏବଂ ମରୁଡ଼ି ପରିସ୍ଥିତି ଦେଖାଦେବ ନାହିଁ ବୋଲି ଏହି ରିପୋର୍ଟରେ କର୍ଶାଯାଇଛି । ଏହାର
Read More...

ମାନବାଧିକାର ପ୍ରସଙ୍ଗରେ ଆମେରିକାକୁ ଏଭଳି ଢଙ୍ଗରେ ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୧୪/୪ : ଭାରତରେ ମାନବିକ ଅଧିକାର ଉଲ୍ଲଂଘନ ନେଇ ନିକଟରେ ଆମେରିକା ଦେଇଥିବା ବିବୃତିକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିବା ସହ ଆମେରିକାକୁ ଦୃଢ ଜବାବ ଦେଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ବିବୃତି ରଖି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ନିକଟରେ ହୋଇଥିବା
Read More...

ଟ୍ରକ ଚକା ତଳେ ଚାପି ହୋଇଗଲେ ବାଇକ ଚାଳକ

ଭୁବନେଶ୍ୱର : ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଚଳା ତଳେ ଚାପି ହୋଇ ଜଣେ ବାଇକ ଚାଳକଙ୍କ ଜୀବନ ଯାଇଥିବା ଜଣାପଡିଛି । ଖବର ଅନୁଯାୟୀ ଜାତୀୟ ରାଜପଥର ଜଟଣୀ ଗେଟ ନିକଟରେ ଏହି ଘଟଣା ଘଟିଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଆଡକୁ ଏକ ମୋଟର ସାଇକେଲରେ ଖୋର୍ଦ୍ଧା ଟାଙ୍ଗିଆପଡାର ପ୍ରମୋଦ
Read More...

ନୂଆ ରୂପରେ ଲୋକାର୍ପିତ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

ନୂଆଦିଲ୍ଲୀ,୧୪/୪ : ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥା ଓ ନୂଆ ରୂପରେ ବିକଶିତ ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ଆଜି ଉଦ୍‌ଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲୋକାର୍ପିତ ଏହି ସଂଗ୍ରହାଳୟରେ ୧୪ ଜଣ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ସ୍ଥାନିତ ହୋଇଛି ।
Read More...

ନୀଳମାଧବ ପୀଠ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ, ଉନ୍ନତିକରଣ କାମ ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ ।
Read More...

କାଦପଡା ରାମଲୀଳା ଯାତ୍ରା, ରାମ ବନବାସ ମଞ୍ଚସ୍ଥ

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ଚାଲିଥିବା ରାମଲୀଳା ଯାତ୍ରାର ତୃତୀୟ ସଂଧ୍ୟାରେ ରାମ ବନବାସ ନାଟକ ମଞ୍ଚସ୍ଥ ହୋଇଯାଇଛି । ଲୀଳା ଅଭିନୟ ଅନୁଯାୟୀ ପ୍ରଥମେ ରାଜ ଦଶରଥ ନିଜର ପାରିଷଦ ବର୍ଗଙ୍କ ମତାମତ ନେଇ ରାମଚନ୍ଦ୍ରଙ୍କୁ
Read More...

ଶସ୍ତା ରାଜନୀତି କରୁଛନ୍ତି କଣ୍ଟାବାଞ୍ଜି ବିଧାୟକ : ବିଜେଡି

ବଲାଙ୍ଗୀର: ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ପରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ନବନିର୍ବାଚିତ ନଗରପାଳ ତଥା ବିଧାୟକ ଭାଇ ବରିଆମ ସିଂ ସାଲୁଜା କିଛି ଠିକାଦାରଙ୍କୁ ନେଇ ପୁଣିଥରେ ଭୂମି ପୂଜନ ଓ ଶିଳାନ୍ୟାସ କରି ଶସ୍ତା ରାଜନୀତି
Read More...

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବୌଦ୍ଧ : ଡଃ ବି.ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସକାଳ ୭ ଘଟିକା ସମୟରେ ଏଲ.ଆଇ.ସି. କଲୋନୀ ସ୍ଥିତ ଗାଈଗୋଠ ପଡିଆଠାରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ସାନିଟେସନ ଏକ୍ସପର୍ଟ ସୁନୀଲ
Read More...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର: ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ରାଜସ୍ୱ ସମୀକ୍ଷା କରିଥିଲେ । ବିଭିନ୍ନ ବର୍ଗର ଲୋକ ସଚିବଙ୍କୁ ତାଙ୍କର ଅଭିଯୋଗ ଶୁଣାଇଥିଲେ ଓ ସମସ୍ତଙ୍କ ଅଭିଯୋଗକୁ ଗୁରୁତର ସହ
Read More...

ଦୁଇ ବାଇକ୍ ମୁହାଁ ମୁହିଁ ,୨ ମୃତ

ଆଠଗଡ: ବଡ଼ମ୍ବା ଥାନା ଅନ୍ତର୍ଗତ ଗୋପିନାଥପୁର ଗାଁର ଟି-ସେତୁ ଉପରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଡ଼ମ୍ବା ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ
Read More...