Monthly Archives

April 2022

ପଣା ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ

ପୁରୀ : ଆଜି ମହାବିଷୁବ ସଂକ୍ରାନ୍ତି । ଓଡିଶା ରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଆଜିର ଦିବସକୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଏ । ଆଜି ମଧ୍ୟ ହନୁମାନ ଜୟନ୍ତୀ । ଏଣୁ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରୁ
Read More...

ବୌଦ୍ଧଜିଲ୍ଲା ବଜରଙ୍ଗ ଦଳ ତରଫରୁ ମହାବିଷୁବ ସଂକ୍ରାନ୍ତି ପାଳିତ

ବୌଦ୍ଧ,୧୪/୪: ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଳନ ଅବସରରେ ବୌଦ୍ଧଜିଲ୍ଲା ବଜରଙ୍ଗ ଦଳ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଟାରେ ଧ୍ୱଜା ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ୯ଟାରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବଜରଙ୍ଗ ଦଳ
Read More...

ବୌଦ୍ଧ ଜିଲ୍ଲା କଲଚରାଲ ଏକଡେମୀର ବିଷୁବ ମିଳନରେ “ଫେରାଇ ଦିଅ ମୋର ସବୁ ଶବ୍ଦ’ ପୁସ୍ତକ ଉନ୍ମୋଚିତ

ବୌଦ୍ଧ,୧୪/୪:- ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ବିଷୁବ ମିଳନ ଆସର ଏକାଡେମୀର ଉପସଭାପତି ତଥା ଶିଶୁ ସାହିତ୍ୟିକ ଓ ଫିଚର ଲେଖକ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଇଂରାଜୀ ଭାଷା
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌, ଜଣେ ମୃତ ୩ ଗୁରୁତର

ବୌଦ୍ଧ,୧୪/୪: ଆଜି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ମନ୍ଦିର ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଏକ କାର୍‌ । ଏଥରେ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଛତିଶଗଡ଼ ରାଇପୁର ନିବାସୀ
Read More...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ପାଟଣାଗଡ : କେନ୍ଦୁପତ୍ର କର୍ମଚାରୀ, ତୋଲାଲି, ବନ୍ଧାଳୀମାନଙ୍କ ବୋନସ, ପ୍ରୋତ୍ସାହନ ଭତ୍ତା, ମଜୁରୀ,ଏବଂ ଅନ୍ୟାନ୍ୟ ଅକ୍ଷନୁସଙ୍ଗିକ ସୁବିଧା ପ୍ରଦାନ କରିବା ପାଇଁ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଦାବୀ କରାଯାଇଥିଲା । କେନ୍ଦୁପତ୍ର ସଂସ୍ଥା ଏକ
Read More...

କନ୍ଧମାଳରେ କାଳବୈଶାଖିର ତାଣ୍ଡବ, ୧୦ରୁ ଉର୍ଦ୍ଧ୍ୱ ପରିବାର କ୍ଷତିଗ୍ରସ୍ତ

ବାଲିଗୁଡ଼ା,୧୪/୪: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ଲେତିଙ୍ଗିଆ ଗ୍ରାମପଞ୍ଚାୟତରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ହୋଇଥିବା ଜଣାପଡ଼ିଛି । ପ୍ରବଳ ବର୍ଷା ସହ ପବନ ହେବା ଫଳରେ ଲେତିଙ୍ଗିଆ ଗ୍ରାମର ବିନ୍ଧାଣି ସାହିର ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ
Read More...

ଶ୍ରୀଶ୍ରୀ ମା’ ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ବୃକ୍ଷ ଛେଦନ

ଫୁଲବାଣୀ:- ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା' ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ସ୍ଥାନୀୟ ପେଞ୍ଜିସାହି ନିକଟସ୍ଥ ନବୀନ କଁହରଙ୍କ ବଗିଚା ଠାରେ ବୃକ୍ଷ ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଭାପତି ପି.
Read More...

ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା, ବନବାସ ଓ ଶ୍ରୀରାମ-ଭରତ ମିଳନ ମଞ୍ଚସ୍ଥ

ଦଶପଲ୍ଲା : ମହାବୀରକ୍ଷେତ୍ର ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ୪ର୍ଥ ଦିବସ ଖୁବ୍‌ ମନୋମୁଗ୍ଧକର ତଥା ହୃଦୟସ୍ପର୍ଶୀ, କରୁଣ ରସ ଓ ଭକ୍ତି ରସର ଏହି ମଧୁର ସମନ୍ୱୟ । ଦିନ ବେଳେ ଶ୍ରୀ ଶ୍ରୀ ରଘୁନାଥଙ୍କ ମନ୍ଦିରରେ ଶ୍ରୀରାମ ବନବାସ ରୀତିନୀତି ଅନୁଷ୍ଠିତ ହୁଏ । ରାତିରେ ମୁଖ୍ୟ ମଂଚରେ ଲୀଳା ଅଭିନୟ
Read More...

ଘରେ ତାଲା ପକାଇ ନିଆଁ ଲଗାଇଦେଲେ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଭଦ୍ରକ : ନିଆଁ ଦାଉରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ । ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ପୂର୍ବ ଶତ୍ରୁତା ଲାଗିରହିଥିବାରୁ ଆକ୍ରୋଶମୂଳକ ଭାବେ ଦୁବୃର୍ତ୍ତ ମାନେ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ
Read More...

ଭୁବନେଶ୍ୱରରେ ହେବ ଜୁନିୟର ମହିଳା ଫୁଟବଲ ବିଶ୍ୱ କପ

ଭୁବନେଶ୍ୱର,୧୩/୪(ସ୍ୱପ୍ର): ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ହେବ ଜୁନିୟର(୧୭ ବର୍ଷରୁ କମ)ମହିଳା ଫୁଟବଲ ବିଶ୍ୱ କପ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏହି ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ଇଭେଣ୍ଟ । ଫୁଟବଲର ସର୍ବୋଚ୍ଚ ନିଷ୍ପତ୍ତି ନିର୍ଦ୍ଧାରଣକାରୀ
Read More...