Monthly Archives

April 2022

ବିଧାୟକଙ୍କ ଗାଡିକୁ ଆକ୍ରମଣ

ବଲାଙ୍ଗୀର : ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ମରଣାନ୍ତକ ଆକ୍ରମଣ ହୋଇଛି । ଖବର ଅନୁସାରେ, ବାଦିବାହାଲରୁ ନିଜ ଗାଁକୁ ଫେରୁଥିବାବେଳେ ବୁର୍ଡା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଢେଲାମାଡ କରିଥିଲେ । ଆକ୍ରମଣରେ ବିଧାୟକଙ୍କ ପିଏସ୍‌ଓ ଓ ଡ୍ରାଇଭର ଆହତ ହୋଇଥିବା ବେଳେ ବିଧାୟକ
Read More...

ବଡ଼ଭାଇ ପରିବାରର ୫ ଜଣଙ୍କୁ ମାରିଦେଲା ସାନ ଭାଇ

ଭୁବନେଶ୍ୱର : କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଥାନାରେ ଏକ ଅମାନବୀୟ କାଣ୍ଡ ଘଟିଯାଇଛି । ବଡ଼ ଭାଇ ପରିବାରର ୫ ଜଣଙ୍କୁ ମାରିଦେଇ ସାନ ଭାଇ ଥାନାରେ ଆତ୍ମସମର୍ପଣ କରିଛି । ଯାହାକି ଏବେ ସାରା ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ବଡ଼ ଭାଇ, ଭାଉଜ, ତାଙ୍କର ୩ ସନ୍ତାନକୁ
Read More...

ପାରଳା ବାସିନ୍ଦା ନାରାୟଣଙ୍କ ବିରଳ କୃତିତ୍ୱ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ବାସିନ୍ଦା ଟି.ନାରାୟଣ ରାଓ ବର୍ତ୍ତମାନ ପୁରୀ ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଅଛନ୍ତି ।ସେ ନିକଟରେ ରାଜ୍ୟ ସ୍ତରୀୟ ସମ୍ମାନ ଲାଭ କରିଛନ୍ତି । ପୁରୀ ଜିଲ୍ଲାକୁ ରାଜ୍ୟ ସ୍ତରରେ ୨୦୧୯ -୨୦୨୦ ଏବଂ ୨୦୨୦ -୨୦୨୧ ଆର୍ଥିକ
Read More...

ଦୁଇ ଶିକ୍ଷକ ନିଲମ୍ବିତ

ଫୁଲବାଣୀ:- ନିର୍ବାଚନ ପରିଚାଳନାରେ ଅବହେଳା ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଶିକ୍ଷକ ଦୁଇଜଣ ହେଲେ ରାଇକିଆ ବ୍ଳକର ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ପାତ୍ର ଓ କେ.ନୂଆଗାଁ ବ୍ଲକର ସହକାରୀ ଶିକ୍ଷକ ନବ କିଶୋର ଓଝା। ଗତ ପଞ୍ଚାୟତ
Read More...

ବୌଦ୍ଧ ଜିଲ୍ଲାରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ବୌଦ୍ଧ,୧୨/୪:- କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ପିଲାମାନଙ୍କର ସ୍କୁଲ ପାଠପଢ଼ା ବନ୍ଦ ହୋଇରହିଥିଲା । ବର୍ତ୍ତମାନ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲିଛି । ସବୁ ସ୍କୁଲ ଖୋଲି ସାରିଛି । ତଥାପି କରୋନା ପ୍ରକୋପ କାଁ ଭାଁ ରହିଥିବାରୁ ଆମକୁ
Read More...

ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବୌଦ୍ଧ/ଜହ୍ନ ।ପଙ୍କ,୧୨/୪: ବୌଦ୍ଧବ୍ଲକ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖମାରୀପଡ଼ା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଗ୍ରାମର ଏକାଦଶୀ ନାଏକଙ୍କୁ ସେହି ଗାଁର ନରେନ୍ଦ୍ର ପ୍ରଧାନ ଟାଙ୍ଗିଆରେ ହତ୍ୟା କରିଥିବା ଥାନାରେ
Read More...

ଜନ ଆରୋଗ୍ୟ ସମିତି ଗଠନ ପାଇଁ ବୈଠକ

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟନାଥ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ଜନ ଆରୋଗ୍ୟ ସମିତିର ଗଠନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ହରଡଖୋଳ ସରପଞ୍ଚ ମୋହନ କର୍ମୀ ସଭାପତିତ୍ୱ କରିଥିବାବେଳେ ଡ଼ଃ ପ୍ରସନ୍ନ ଦାଶ ଉପସଭାପତି ରୂପେ ଯୋଗ ଦେଇଥିଲେ । ଆରତୀ
Read More...

ପୂର୍ଣ୍ଣ ହେଲା ୧୪ ବର୍ଷର ତପସ୍ୟା, କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଚାଲିଲା ଇସ୍ପାତ ଏକ୍ସପ୍ରେସ୍‌

କଣ୍ଟାବାଞ୍ଜି : ଦୀର୍ଘ ୧୪ ବର୍ଷର ତପସ୍ୟାର ଅନ୍ତ ସରିଛି । ୧୨୮୭୧/୧୨୮୭୨ ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ ଏକ୍ସପ୍ରେସର ସେବା ଆଜିଠାରୁ କାଂଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛିାଇସ୍ପାତ ଏକ୍ସପ୍ରେସକୁ କଣ୍ଟାବାଞ୍ଜି ଯାଏ ସମ୍ପ୍ରସାରାଣ ପାଇଁ ରାଜନୈତିଜ ଦଳ, ସାମାଜିଜ ସଂଗଠନ
Read More...

ରାସାୟନିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ୬ ମୃତ

ସୁରଟ: ଗୁଜରାଟ ଭରୁଚ ଜିଲ୍ଲାର ଏକ ରାସାୟନିକ କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ ଜଣ ଆହତ ହୋଇଛନ୍ତି । ଦହେଜ ଶିଳ୍ପାଞ୍ଚଳରେ ଥିବା ଓମ୍‌ ଅର୍ଗାନିକ୍‌ ଫାର୍ମ ନାମକ ପ୍ଲାଣ୍ଟରେ ପ୍ରତ୍ୟୁଷରେ ଏହି
Read More...

ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକସଭା

ବୌଦ୍ଧ : ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୌଦାମିନୀ ପ୍ରଧାନଙ୍କ ସଭାପତିତ୍ୱରେ ସ୍ୱର୍ଗତ ଯୋଗୀନ୍ଦ୍ର ସାରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ
Read More...