Monthly Archives

April 2022

ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ବୌଦ୍ଧ/ହରଭଙ୍ଗା,୮/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ପୋଗ୍ରାମ ଅଫିସର ଅଧ୍ୟାପକ ସୁଦାମ ଚରଣ ପୃଷ୍ଟିଙ୍କ ସଭାପତିତ୍ୱରେ ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଉଦଘାଟିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ
Read More...

ଅସହାୟ ଇସନକୁ ସହାୟତା କରିବାକୁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାବହାଲ ଗ୍ରାମର ଦିବ୍ୟ ଜଗଦଲାଙ୍କ ପୁଅ ଇସନ୍‌ (୩)ଙ୍କ ପେଟର ନାଭିଟି ଫୁଲି ରହୁଛି, ରକ୍ତ ପଡ଼ୁଚି ତାହାର ଚିକିତ୍ସା ସକାଶେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ହେଲେ
Read More...

ଋଷଭ ପନ୍ତଙ୍କୁ ଜରିମାନା, ଜାଣନ୍ତୁ କେତେ?

ମୁମ୍ବାଇ : ଗତକାଲି ଆଇପିଏଲ-୧୫ର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷେ୍ନା÷÷ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ସୁପର ଜିଆଣ୍ଟସ ୬ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ସିଜିନରେ ତୃତୀୟ ବିଜୟ ହାସଲ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ଏହି
Read More...

ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ପ୍ରସୂତୀ କକ୍ଷ ଉଦଘାଟିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଗାରାବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ପ୍ରସୂତୀ କକ୍ଷକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ରିବନ କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋଶାଣି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ
Read More...

ସୋନପୁର ପ୍ରିମିୟର ଲିଗ, ମଣ୍ଟୁ ୱାରିୟର୍ସ ବିଜୟୀ

ସୁବର୍ଣ୍ଣପୁର: ସୋନପୁର ସ୍ଥିତ ଗାନ୍ଧୀ ପଡିଆରେ ଚାଲିଥିବା ସୋନପୁର ପ୍ରିମିୟର ଲିଗର ପଞ୍ଚମ ମ୍ୟାଚ ମଣ୍ଟୁ ୱାରିୟର୍ସ ଓ ଟିମ ସମଲେଶ୍ୱରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ମଣ୍ଟୁ ୱାରିୟର୍ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟରେ ବିଶାଳ ୨୧୩ ରନ ସଂଗ୍ରହ
Read More...

ଘୁ. ଉଦୟଗିରି ଏନଏସିର ଉପାଧ୍ୟକ୍ଷ ହଲେ ସନ୍ତୋଷ ବାଘ

ଘୁ. ଉଦୟଗିରି : ଶେଷ ହୋଇଛି ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଆସନ ନିମନ୍ତେ ନିର୍ବାଚନ । ସମସ୍ତ କଳ୍ପନାର ଅନ୍ତ ଘଟିଛି । ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର
Read More...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ରହ୍ମଗିରିରେ ଜଳ ନିଷ୍କାସନ ବ୍ୟବସ୍ଥା ସମୀକ୍ଷା

ପୁରୀ- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକରେ ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏ ସଂପର୍କରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା
Read More...

ଘୁ.ଉଦୟଗିରିରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଘୁ. ଉଦୟଗିରି: ଅନ୍ତରଙ୍ଗ ଯୁବ ମହାସଂଘ, ପ୍ରଦାତ୍ତା ଓ ଭିଫୋର୍ସ କନ୍ଧମାଳ ତରଫରୁ ଘୁ. ଉଦୟଗିରି ସ୍ଥିତ ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି । ସାରା ବିଶ୍ୱରେ ଏପ୍ରିଲ ୭କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ବିଭିନ୍ନ ଅନୁଷ୍ଠାନ ତଥା ସରକାରୀ
Read More...

ଇସ୍ତଫା ଦେଲେ ଆନ୍ଧ୍ରର ସବୁ ମନ୍ତ୍ରୀ

ନୂଆଦିଲ୍ଲୀ,୭/୪: ଆନ୍ଧ୍ରପ୍ରଦେଶରେ ହଠାତ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ସମସ୍ତ ୨୪ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏସ.ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଜଗନମୋହନ ନିଜ ମନ୍ତ୍ରିମଣ୍ଡଳର
Read More...

ଆସନ୍ତାକାଲିଠୁ ବୌଦ୍ଧକୁ ଓଏସ୍‌ଆର୍‌ଟିସି ବସ୍‌ ସେବା

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ଓଏସ୍‌ଆରଟିସି ସରକାରୀ ବସ ସେବା ଆସନ୍ତାକାଲିଠାରୁ ପଶ୍ଚିମ ଓଡିଶାର ଗୁରତ୍ୱପୂର୍ଣ୍ଣ ସହର ବୌଦ୍ଧକୁ ଆରମ୍ଭ ହେବ । ବୌଦ୍ଧ ସହର ପାଇଁ ଓଏଆରଟିସି ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଦୁଇଖଣ୍ଡ ବସ୍‌ ଯୋଗାଇ ଦିଆଯାଇଛି । ସେଥି ମଧ୍ୟରୁ ଆସନ୍ତାକାଲିଠାରୁ ଗୋଟିଏ ବସ୍‌
Read More...